ଶ୍ରୀ କୃଷ୍ଣନାମ
ଶ୍ରୀକୃଷ୍ଣ ଗୋବିନ୍ଦ ହରେ ମୁରାରୀ
ହେ ନାଥ ନାରାୟଣ ବାସୁଦେବ ॥ ୧ ॥
ହରେ ମୁରାରୀ ମଧୁକୈଟଭାରୀ
ଗୋବିନ୍ଦ ଗୋପାଳ ମୁକୁନ୍ଦ ସୌରୀ || ୨ ||
ଯଜ୍ଞେଶ ନାରାୟଣ କୃଷ୍ଣବିଷ୍ଣୁ
ନିରାଶ୍ରୟ ମାଂ ଜଗଦୀଶ ରକ୍ଷ || ୩ ||
ତୁମେବ ମାତା ଚ ପିତା ତ୍ୱମେବ
ତୁମେବ ବନ୍ଧୁଶ୍ଚ ସଖା ତୁମେବ | ୪ ||
ତୁମେବ ବିଦ୍ୟା ଦ୍ରବିଣଂ ତ୍ୱମେବ
ତ୍ୱମେବ ସର୍ବ ମମ ଦେବ ଦେବ || ୫ ||
ସର୍ବେ ଭବନ୍ତୁ ସୁଖିନଃ, ସର୍ବେସନ୍ତୁ ନିରାମୟ
ସର୍ବେ ଭଦ୍ରାଣି ପଶ୍ୟନ୍ତୁ ମା କଶ୍ଚିତ ଦୁଃଖଭାଗ ଭବେତ୍ || ୬ ||
srikrusna gobinda hare muraari
he natha narayana basudeba ॥ eka ॥
hare muraari madhukaitabhari
gobinda gopala muqunda sauri || due ||
jagyesa narayana krusnabisnu
nirasraya man jagadisa raksha || tini ||
tumeba mata cha pita twameba
tumeba bandhuscha sakhaa tumeba | chari ||
tumeba bidya drabinnan twameba
twameba sarba mama deba deba || pancha ||
sarbe bhabantu sukhinah, sarbesantu niramaya
sarbe bhadrani pashyantu maa kaschita duukhabhaga bhabet || chha ||
