ଶ୍ରୀସୂକ୍ତ_ପ୍ରୟୋଗରେ_ଲକ୍ଷ୍ମୀପୂଜା Sri Sukta Prayog Laxmi Puja

ABOUT INTEX
0
ଶ୍ରୀସୂକ୍ତ_ପ୍ରୟୋଗରେ_ଲକ୍ଷ୍ମୀପୂଜା : ଲକ୍ଷ୍ମୀ ପୂଜାରେ ଶ୍ରୀସୂକ୍ରର ୧୬ଟିମନ୍ତ୍ର ବ୍ୟବହାର କରାଯାଇ ପାରେ ଓ ଲକ୍ଷ୍ମୀ ବିଷ୍ଣୁସହ ଶୀଘ୍ର ପ୍ରୀତ ହୁଅନ୍ତି

ଶ୍ରୀସୂକ୍ତ_ପ୍ରୟୋଗରେ_ଲକ୍ଷ୍ମୀପୂଜା Sri Sukta Prayog Laxmi Puja

୧) ଆବାହନରେ - ଓଁ ହିରଣ୍ୟ ବର୍ଣ୍ଣା ମନ୍ତ୍ର
୨) ଆସନରେ - ତ° ମ ଆବହ ମନ୍ତ୍ର
୩) ପାଦ୍ୟରେ - ଅଶ୍ଵପୂର୍ବା° ମନ୍ତ୍ର
୪) ଅର୍ଘ୍ୟରେ - କାଂସୋସ୍ମିତାଂ ମନ୍ତ୍ର
୫) ଆଚମନରେ - ଚନ୍ଦ୍ରାଂ ପ୍ରଭାସାଂ ମନ୍ତ୍ର
୬) ସ୍ନାନରେ - ଆଦିତ୍ୟବର୍ଣ୍ଣ ମନ୍ତ୍ର
୭) ବସ୍ତ୍ରରେ - ଉପୈତୁ ମାଂ ଦେବସଖଃ ମନ୍ତ୍ର
୮) ଯଜ୍ଞୋପବୀତରେ - କ୍ଷୁତ୍ ପିପାସା ମନ୍ତ୍ର
୯) ଗନ୍ଧରେ - ଗନ୍ଧଦାରା° ଦୁରାଧର୍ଷା° ମନ୍ତ୍ର
୧୦) ପୁଷ୍ପରେ - ମନସ8 କାମମାକୃତି° ମନ୍ତ୍ର
୧୧) ଧୂପରେ - କଦର୍ମେନ ପ୍ରଜାଭୂତା ମନ୍ତ୍ର
୧୨) ଦୀପରେ - ଆପଃ ସୃଜନ୍ତୁ ମନ୍ତ୍ର
୧୩) ନୈବେଦ୍ୟରେ - ଆଦ୍ରା° ପୁଷ୍କରିଣୀ° ମନ୍ତ୍ର
୧୪) ତାମ୍ବୁଳରେ - ଆଦ୍ରାଂ ଯଃ କରିଣୀ° ମନ୍ତ୍ର
୧୫) ପ୍ରଦକ୍ଷିଣରେ - ତାଂ ମ ଆବହ ମନ୍ତ୍ର
୧୬) ନମସ୍କାରରେ - ଯଃ ଶୁଚିଃ ପ୍ରୟତୋ ମନ୍ତ୍ର
ଏହିସବୁ ୧୬ ଟି ମନ୍ତ୍ର ପ୍ରତିଦିନ ପ୍ରାତଃ କାଳରେ ନିୟମିତ ଭାବେ ପ୍ରକାଶିତ ହୋଇଛି । ଏହି ମନ୍ତ୍ରରେ ମଧ୍ୟ ଲକ୍ଷ୍ମୀଙ୍କୁ ବେଲ ପତ୍ର ସମର୍ପଣ କରିପାରିବେ

एक टिप्पणी भेजें

0 टिप्पणियाँ

एक टिप्पणी भेजें (0)
6/related/default