🙏ସନାତନ ଧର୍ମକୁ ଜାଣନ୍ତୁ 🙏 ବୈଦିକ ସାହିତ୍ୟର ସଂକ୍ଷିପ୍ତ ପରିଚୟ*
*ପ୍ର.- ଵେଦ କେତୋଟି ?*
ଉତ୍ତର- ଚାରି ।
1-ଋଗ୍ଵେଦ
2-ୟଜୁର୍ଵେଦ
3-ସାମଵେଦ
4-ଅଥର୍ଵଵେଦ
*ପ୍ର.- ଵେଦ ଅନୁଯାୟୀ ବ୍ରାହ୍ମଣ ଗ୍ରନ୍ଥ।*
ଵେଦ ବ୍ରାହ୍ମଣ
1 - ଋଗ୍ଵେଦ - ଐତରେୟ
2 - ୟଜୁର୍ଵେଦ - ଶତପଥ
3 - ସାମଵେଦ - ତାଂଡ୍ୟ
4 - ଅଥର୍ଵଵେଦ - ଗୋପଥ
*ପ୍ର.- ଵେଦ ଅନୁଯାୟୀ ଉପଵେଦ କେତୋଟି?*
ଉତ୍ତର - ଚାରି।
ଵେଦ ଉପଵେଦ
1- ଋଗ୍ଵେଦ - ଆୟୁର୍ଵେଦ
2- ୟଜୁର୍ଵେଦ - ଧନୁର୍ଵେଦ
3 -ସାମଵେଦ - ଗଂଧର୍ଵଵେଦ
4- ଅଥର୍ଵଵେଦ - ଅର୍ଥଵେଦ
*ପ୍ର - ଵେଦର ଅଂଗ କେତୋଟି?*
ଉତ୍ତର - ଛଅ ।
1 - ଶିକ୍ଷା
2 - କଳ୍ପ
3 - ନିରୂକ୍ତ
4 - ଵ୍ୟାକରଣ
5 - ଛନ୍ଦ
6 - ଜ୍ୟୋତିଷ
*ପ୍ର.- ଵେଦର ଜ୍ଞାନ ଈଶ୍ଵର କେଉଁ କେଉଁ ଋଷିମାନଙ୍କୁ ପ୍ରଦାନ କରିଥିଲେ?*
ଉତ୍ତର- ଚାରିଜଣ ଋଷିଙ୍କୁ।
ଵେଦ ଋଷି
1- ଋଗ୍ଵେଦ - ଅଗ୍ନି
2 - ୟଜୁର୍ଵେଦ - ଵାୟୁ
3 - ସାମଵେଦ - ଆଦିତ୍ୟ
4 - ଅଥର୍ଵଵେଦ - ଅଂଗିରା
*ପ୍ର.- ଵେଦ ଗୁଡିକର ଜ୍ଞାନ ଈଶ୍ଵର ଋଷିମାନଙ୍କୁ କିଭଳି ପ୍ରଦାନ କଲେ ?*
ଉତ୍ତର- ସମାଧି ଅଵସ୍ଥାରେ ପ୍ରଦାନ କଲେ।
*ପ୍ର.- ଵେଦରେ କେଉଁ କେଉଁ ପ୍ରମୁଖ ଵିଷୟ ସବୁ ରହିଛି?*
ଉତ୍ତର-
ବେଦ ଵିଷୟ
1- ଋଗ୍ଵେଦ - ଜ୍ଞାନ
2- ୟଜୁର୍ଵେଦ - କର୍ମ
3- ସାମଵେଦ - ଉପାସନା
4- ଅଥର୍ଵଵେଦ - ଵିଜ୍ଞାନ
*ପ୍ର.- ଵେଦ ମାନଙ୍କରେ ମନ୍ତ୍ର ସଂଖ୍ୟା।*
ଋଗ୍ଵେଦ ରେ।
1- ମଣ୍ଡଳ - 10
2 - ଅଷ୍ଟକ - 08
3 - ସୂକ୍ତ - 1028
4 - ଅନୁଵାକ - 85
5 - ମନ୍ତ୍ର - 10589
ୟଜୁର୍ଵେଦ ରେ।
1- ଅଧ୍ୟାୟ - 40
2- ମନ୍ତ୍ର - 1976
ସାମଵେଦ ରେ।
1- ଆର୍ଚିକ - 02
3- ମନ୍ତ୍ର - 1875
୧. ପୂର୍ଵାର୍ଚିକ (୧ - ୬୫୦)
୨. ଉତ୍ତରାର୍ଚିକ(୬୫୧ - ୧୮୭୫)
ଅଥର୍ଵଵେଦ ରେ।
1- କାଣ୍ଡ - 20
2- ସୂକ୍ତ - 731
3 - ମନ୍ତ୍ର - 5977
*ପ୍ର.- ଵେଦ-ଜ୍ଞାନର ସହାୟକ ଦର୍ଶନ-ଶାସ୍ତ୍ର ( ଉପାଙ୍ଗ ) କେତୋଟି?*
ଉତ୍ତର- ଛଅଟି।
1- ନ୍ୟାୟ ଦର୍ଶନ। - ଗୌତମ ମୁନି।
2- ଵୈଶେଷିକ ଦର୍ଶନ - କଣାଦ ମୁନି।
3- ୟୋଗଦର୍ଶନ - ପତଞ୍ଜଳି ମୁନି।
4- ମୀମାଂସା ଦର୍ଶନ - ଜୈମିନୀ ମୁନି।
5- ସାଂଖ୍ୟ ଦର୍ଶନ - କପିଳ ମୁନି।
6- ଵେଦାନ୍ତ ଦର୍ଶନ - ଵ୍ୟାସ ମୁନି।
*ପ୍ର.- ପ୍ରାମାଣିକ ଉପନିଷଦ କେତୋଟି ?*
ଉତ୍ତର- ଏଗାର ଟି।
01-ଈଶ ( ଈଶାଵାସ୍ୟ )
02-କେନ
03-କଠ
04-ପ୍ରଶ୍ନ
05-ମୁଂଡକ
06-ମାଂଡୂକ୍ୟ
07-ଏତରେୟ
08-ତୈତ୍ତିରୀୟ
09-ଛାଂଦୋଗ୍ୟ
10-ଵୃହଦାରଣ୍ୟକ
11-ଶ୍ଵେତାଶ୍ଵତର ।
*କିଛି ପ୍ରାଚୀନ ସଂସ୍କୃତ ପୁସ୍ତକ ଏବଂ ରଚୟିତା*
1-ଅଷ୍ଟାଧ୍ୟାୟୀ ପାଣିନୀ
2-ରାମାୟଣ ଵାଲ୍ମୀକି
3-ମହାଭାରତ ଵେଦଵ୍ୟାସ
4-ଅର୍ଥଶାସ୍ତ୍ର ଚାଣକ୍ୟ
5-ମହାଭାଷ୍ୟ ପତଂଜଳି
6-ସତ୍ସହସାରିକା ସୂତ୍ର ନାଗାର୍ଜୁନ
7-ବୁଦ୍ଧଚରିତ ଅଶ୍ଵଘୋଷ
8-ସୌଂଦରାନନ୍ଦ ଅଶ୍ଵଘୋଷ
9-ମହାଵିଭାଷ ଶାସ୍ତ୍ର ଵସୁମିତ୍ର
10- ସ୍ଵପ୍ନଵାସଵଦତ୍ତା ଭାସ
11-କାମସୂତ୍ର ଵାତ୍ସ୍ୟାୟନ
12-କୁମାରସଂଭଵମ୍ କାଳିଦାସ
13-ଅଭିଜ୍ଞାନଶକୁଂତଳମ୍ କାଳିଦାସ
14-ଵିକ୍ରମୋଉର୍ଵଶିୟାଂ କାଳିଦାସ
15-ମେଘଦୂତ କାଳିଦାସ
16-ରଘୁଵଂଶମ୍ କାଳିଦାସ
17-ମାଳଵିକାଗ୍ନିମିତ୍ରମ୍ କାଳିଦାସ
18-ନାଟ୍ୟଶାସ୍ତ୍ର ଭରତମୁନି
19-ଦେଵୀଚଂଦ୍ରଗୁପ୍ତମ ଵିଶାଖା ଦତ୍ତ
20-ମୃଚ୍ଛକଟିକମ୍ ଶୂଦ୍ରକ
21-ସୂର୍ୟ ସିଦ୍ଧାନ୍ତ ମୟାସୁର
22-ଵୃହତ ସଂହିତା ବରାହ ମିହିର
23-ପଂଚତଂତ୍ର। ଵିଷ୍ଣୁ ଶର୍ମା
24-କଥାସରିତ ସାଗର ସୋମଦେଵ
25-ଅଭିଧର୍ମ କୋଶ ଵସୁବନ୍ଧୁ
26-ମୁଦ୍ରାରାକ୍ଷସ ଵିଶାଖା ଦତ୍ତ
27-ରାଵଣଵଧ। ଭଟିଟ
28-କିରାତାର୍ଜୁନୀୟମ୍ ଭାରଵି
29-ଦଶକୁମାରଚରିତମ୍ ଦଂଡୀ
30-ହର୍ଷଚରିତ ଵାଣଭଟ୍ଟ
31-କାଦଂବରୀ ଵାଣଭଟ୍ଟ
32-ଵାସଵଦତ୍ତା ସୁବଂଧୁ
33-ନାଗାନଂଦ ହର୍ଷଵର୍ଦ୍ଧନ
34-ରତ୍ନାଵଳୀ ହର୍ଷଵର୍ଦ୍ଧନ
35-ପ୍ରିୟଦର୍ଶିକା ହର୍ଷଵର୍ଦ୍ଧନ
36-ମାଳତୀ ମାଧଵ ଭଵଭୂତି
37-ପୃଥ୍ଵୀରାଜ ଵିଜୟ ଜୟାନକ
38-କର୍ପୂର ମଂଜରୀ ରାଜଶେଖର
39-କାଵ୍ୟ ମୀମାଂସା ରାଜଶେଖର
40-ନଵସହସାଂକ ଚରିତ ପଦ୍ମଗୁପ୍ତ
41-ଶବ୍ଦାନୁଶାସନ ରାଜା ଭୋଜ
42-ଵୃହତ କଥା ମଂଜରୀ କ୍ଷେମେନ୍ଦ୍ର
43-ନୈଷଧ ଚରିତମ ଶ୍ରୀହର୍ଷ
44-ଵିକ୍ରମାଂକ ଦେଵ ଚରିତ ବିଲ୍ହଣ
45-କୁମାରପାଳ ଚରିତ ହେମଚନ୍ଦ୍ର
46-ଗୀତ ଗୋଵିନ୍ଦ ଜୟଦେଵ
47-ପୃଥ୍ଵୀରାଜ ରାସୋ ଚଂଦଵରଦାଈ
48-ରାଜତରଂଗିଣୀ କଲ୍ହଣ
49-ରାସମାଲା ସୋମେଶ୍ଵର
50-ଶିଶୁପାଳ ଵଧ ମାଘ
51-ଗୌଡଵାହୋ ଵାକପତି
52-ରାମଚରିତ ସନ୍ଧ୍ୟାକରନଂଦୀ
53-ଦ୍ଵୟାଶ୍ରୟ କାଵ୍ୟ ହେମଚନ୍ଦ୍ର
🙏🙏🙏
(ସଂଗୃହୀତ ତଥ୍ୟ)
