⚛️⚛️ ପୂଜା _ ମନ୍ତ୍ର ପାଠ
ଷୋଡ଼ଶାଙ୍ଗ ⚛️⚛️
୧_ଭକ୍ତି _ଆତ୍ମ ନିବେଦନ
୨_ ଶୁଦ୍ଧି _ ସ୍ନାନ, ମାର୍ଜନ
୩_ ଦିଗ ନିର୍ଣ୍ଣୟ _ କର୍ମ ଅନୁଯାୟୀ ଦିଗ ନିର୍ଣ୍ଣୟ _ ମୁଖ କେଉଁ ଦିଗ କୁ ହେବ ।
୪_ ସ୍ଥାନ ଶୁଦ୍ଧି _ ଉପଯୁକ୍ତ ସ୍ଥାନ
୫_ ଶରୀର ଶୁଦ୍ଧି _ ଭୂତ ଶୁଦ୍ଧି
୬_ ମନ ଶୁଦ୍ଧି _ ପ୍ରାଣାୟାମ
୭_ ଆସନ ଶୁଦ୍ଧି _ ଆସନ ନିର୍ଣ୍ଣୟ
୮_ ପଞ୍ଚ ଅଙ୍ଗ ସେବା _ ଦେବା/ ଦେବୀ ଙ୍କ ନିମିତ୍ତ ଇଷ୍ଟ ସେବା, ସହସ୍ରନାମ, ସ୍ତବ, କବଚ, ଓ ନ୍ୟାସ
୯_ ଆଚାର _ଉପଯୁକ୍ତ ନିୟମ ଗୁଡ଼ିକୁ ତତ୍ପରତା ଓ ଦକ୍ଷତା ସହିତ ପାଳନ
୧୦_ ଧାରଣା _ ଏକାଗ୍ରତା
୧୧_ ଶରୀର ରେ ଦିବ୍ୟ ସ୍ଥାନ ଶୁଦ୍ଧି
୧୨_ ପ୍ରାଣ କ୍ରିୟା _ ଚକ୍ର ଶୁଦ୍ଧି
୧୩_ ମୁଦ୍ରା _
୧୪_ ତର୍ପଣ
୧୫_ ହୋମ
୧୬_ ଜପ
( ଯୋଗ, ଧ୍ୟାନ, ସମାଧି, ବଳି)
ବି ଦ୍ର:- ବଳି ୩ ପ୍ରକାର
୧_ ଆତ୍ମ ବଳି _ ମୁଁ _ ତ୍ୟାଗ
୨_ ଅନ୍ତର୍ବଳି _ କାମ, କ୍ରୋଧାଦି ଓ ଇନ୍ଦ୍ରିୟ ମାନଙ୍କ ଠୁଁ ଜିତେନ୍ଦ୍ରିୟ ହେବା
୩_ ବାହ୍ୟବଳୀ _ ଫଳ ସମର୍ପଣ
ଏହିପରି ଭାବରେ କରିବାକୁ ପଡ଼ିବ ।
ତେବେ ଭକ୍ତ ଭାଗ୍ୟବାନ ଆଉ ପ୍ରକୃତ ପୂଜା ପାଇବେ ଭଗବାନ ।
ମନ୍ତ୍ର ର ଉଚ୍ଚାରଣ ସ୍ପଷ୍ଟ ଭାବରେ
ଉଚ୍ଚାରଣ କରି ପାରିଲେ _ ମନ୍ତ୍ର ର ପ୍ରତିକ୍ରିୟା ଶୂନ୍ୟ ରେ ଗମନ କରି ପରମବ୍ରହ୍ମ ଙ୍କ ସହିତ ସଂଯୋଗ ହୋଇଯିବ, ଏହା ଧ୍ରୁବ ସତ୍ୟ
।।।।।।। କ୍ରମଶଃ।।।।।।।
ପଣ୍ଡିତ ଶ୍ରୀ ସଂଜୀବ କୁମାର ପଣ୍ଡା
ଜିଲ୍ଲା ବୌଦ୍ଧ ଓଡ଼ିଶା