🦚🦚 ଜ୍ଞାନ ଧନ 🦚🦚
୧_ ହର, ଗୁଣ ଫେଡ଼, ମିଶା
ଆଉ ଯେତେ ସବୁ ଫସର ଫସା
୨_ ହରି କଥା, କରି କଥା
ଭାତ ଲୁଗା ଚାରି କଥା
ଉପରୋକ୍ତ ଲେଖାର ଭାବ କଣ ?
ଉତ୍ତର ତତ୍ତ୍ :-
ସତ୍ୟ ଯୁଗରେ ଯୋଗ _ମିଶା ଣ
ତ୍ରେତୟା ଯୁଗରେ ଫେ ଡ଼ା ଣ
ଦ୍ଵାପର ଯୁଗରେ ଗୁଣଣ
କଳି ଯୁଗରେ ହରଣ
।।।। ବୁଝି ପାରିଲେ ହେଲା
ଭାଗ ଫଳ କୁ ଭାଜକ ରେ ଗୁଣି ଭାଗ ଶେଷ ମିଶାଇଲେ ଈଶ୍ୱର ଅଭିମୁଖେ ଯାତ୍ରା ଆରମ୍ଭ କରି କରି ଫଳ ଜ୍ୟୋତି ଦର୍ଶନ ପ୍ରାପ୍ତ ହୁଏ ?
ଉପରୋକ୍ତ ଜ୍ଞାନ ଆଜ୍ଞା ଦେଖନ୍ତୁ ପ୍ରକୃତରେ ଆମ ସତ୍ୟ ସନାତନ କେତେ ବିଜ୍ଞାନ ,
ସତ୍ୟ ସନାତନ ଜ୍ଞାନ ବିଜ୍ଞାନ ଭାରତ ମାତା ଙ୍କ ସନ୍ତାନ ହେଉଛନ୍ତି ଜଗତ ପାଇଁ ଭାଗ୍ୟବାନ
ହରି କଥା _ ଈଶ୍ୱର ସମନ୍ଧୀୟ
କରି କଥା _ ଶାରୀରିକ କର୍ମ ସମ୍ବନ୍ଧୀୟ
ଭାତ କଥା _ ଉପାର୍ଜନ ସମ୍ବନ୍ଧୀୟ
ଲୁଗା କଥା _ ଲଜ୍ୟା ନିବାରଣ ସମ୍ବନ୍ଧୀୟ
ଏଥିରୁ ଆମେ କଣ ବୁଝିଲେ ?
ଉତ୍ତର:-
ଧନ ଉପାର୍ଜନ ସହିତ ସକଳ କର୍ମ କରି ନିଜ ମନରେ ଯେଉଁ ମାୟା/ ମଇଳା ଆବରଣ ଅଛି ତାକୁ ବ୍ରହ୍ମ ଚେତନାରେ ଅନୁପ୍ରାଣୀତ ହୋଇ ଈଶ୍ୱର ଅଭିମୁଖେ ଜୀବନକୁ ସଂଯୋଗ କରିବା ।
यो कहेगा तेरा ओ तरेगा
यो कहेगा मेरा ओ मरेगा
ବି ଦ୍ର:-
ମନୁଷ୍ୟ ର ପରମ ଶତ୍ରୁ କିଏ
ଉତ୍ତର:- ଅହଂକାର , ମୁଁ କାର
ପାପାୟ ପର ପିଡ ନ ।
ମନୁଷ୍ୟ ର ପରମ ମିତ୍ର କିଏ ?
ଉତ୍ତର:- ଅନ୍ୟ ର ଉପକାର
ପର ଉପକାରାୟ ସ୍ୱର୍ଗାୟ
କ୍ରମଶଃ
ପଣ୍ଡିତ ଶ୍ରୀ ସଂଜୀବ କୁମାର ପଣ୍ଡା
ଜିଲ୍ଲା ବୌଦ୍ଧ ଓଡ଼ିଶା