🕉️🕉️🕉️ ବର୍ଣ୍ଣ ଧର୍ମ 🕉️🕉️🕉️
ବର୍ଣ୍ଣ ୪ ପ୍ରକାର
୧_ ଶୁଦ୍ର
୨_ ଦ୍ୱିଜ
୩_ ବିପ୍ର
୪_ ବ୍ରାହ୍ମଣ
ବର୍ଣ୍ଣ ୪ ପ୍ରକାର
୧_ ଶୁଦ୍ର
୨_ ବୈଷ୍ୟ
୩ _ କ୍ଷତ୍ରିୟ
୪_ ବ୍ରାହ୍ମଣ
ଏଥିରୁ ଆମେ କଣ ବୁଝିଲେ ?
ପ୍ରଥମ ଲେଖାର ଚାରି ବର୍ଣ୍ଣ ରୁ:-
ଅଜ୍ଞାନତା _ ଶୁଦ୍ର
ଜ୍ଞାନ ଦୀକ୍ଷା _ ସଂସ୍କାର _ ଦ୍ୱିଜ
ଶୁଦ୍ଧ ଜ୍ଞାନ ଶିକ୍ଷା ର ଅଭ୍ୟାସ _ ବିପ୍ର
ପରମବ୍ରହ୍ମ ଙ୍କୁ ପାଇବା ପାଇଁ ଯେଉଁ ମାର୍ଗ ଅଛି ସେହି ବ୍ରହ୍ମ ମାର୍ଗି ଙ୍କୁ_ ବ୍ରାହ୍ମଣ
ଏହା ଧ୍ରୁବ ସତ୍ୟ ଆଧ୍ୟାତ୍ମିକ ଜ୍ଞାନ ରେ ଗ୍ରହଣ କଲେ ବୁଝି ପାରିବା ।
ମନୁଷ୍ୟ ନିଜେ ଚାରି ବର୍ଣ୍ଣ କର୍ମ ଧର୍ମ କରି ମୁକ୍ତି ପାଇବା ପାଇଁ ଅଧିକାରୀ ହୁଏ ।
ହେ ଭାରତ ମାତା ର ସୁଯୋଗ୍ୟ ସନ୍ତାନ ଆପଣଙ୍କୁ ଏହି ଭଳି ଜ୍ଞାନ ବିଜ୍ଞାନ ଲେଖିବା ସମ୍ବନ୍ଧରେ କେତେବେଳେ ଯଦି ଲେଖାଟି ତ୍ରୁଟି ରହି ଯାଇ ଥାଏ ତେବେ ନିଜ ଜ୍ଞାନ ଦ୍ଵାରା ସଂଶୋଧନ କରି ମୋତେ ଆଦେଶ/ ଉପଦେଶ ଦେଇ ତ୍ରୁଟି ମାର୍ଜନା କଲେ, ଭବିଷ୍ୟତ ପାଇଁ ପୁସ୍ତକ ରଚନା ସଫଳ ହେବ ।
ପୁସ୍ତକ ର ନାମ ରହିବ _
ଭାରତୀୟ ଜ୍ଞାନ ବିଶ୍ଵ ବ୍ରହ୍ମାଣ୍ଡ ବିଜ୍ଞାନ
ତାପରେ:-
ଶୁଦ୍ର:- ରୋଗୀ ସେବା, ଗୁରୁ ଜନଙ୍କ ପାଦ ସେବା
ବୈଶ୍ୟ:- ଅନ୍ନ ଦାନ, ବସ୍ତ୍ର ଦାନ, ଅର୍ଥ ଦାନ
କ୍ଷତ୍ରିୟ:- ବିପଦ ରେ ପଡ଼ିଥିବା ଦୁର୍ଗତ ଲୋକଙ୍କୁ ନିଜ ଶକ୍ତି/ ସାମର୍ଥ୍ୟ ବଳରେ ଦୁର୍ବୃତ୍ତ ମାନଙ୍କ ଠାରୁ ରକ୍ଷା କରିବା
ବ୍ରାହ୍ମଣ:- ଅ ସତ୍ ମାର୍ଗୀ ଙ୍କୁ ସତ୍ ମାର୍ଗ ରେ ଆଣିବା, ସମୟ ଅନୁସାରେ ବିଷୟା ଜଞ୍ଜାଳ ରେ ଲିପ୍ତ ଥିବା ବ୍ୟକ୍ତି ଙ୍କୁ ଧର୍ମ ମାର୍ଗ ରେ ପରିଚାଳିତ କରିବା, ଆତ୍ମ ଜ୍ଞାନ ଲାଭ ପାଇଁ ପରାମର୍ଶ ଦେବା, ଶୁଦ୍ଧ ଜ୍ଞାନ ଶିକ୍ଷା ପ୍ରଦାନ କରିବା ।
କ୍ରମଶଃ:-
ପଣ୍ଡିତ ଶ୍ରୀ ସଂଜୀବ କୁମାର ପଣ୍ଡା
ଜିଲ୍ଲା ବୌଦ୍ଧ ଓଡ଼ିଶା