ରୁଦ୍ରଯାମଳତନ୍ତ୍ର ତନ୍ତ୍ର ରେ ଲିଖିତ ଥିବା ଭୈରବ ଙ୍କର 64 ନାମ |
64 Names of Bhairava as mentioned in Rudrayamalatantra:
୧ - ଅସୀତାଂଗ ୨ - ବିଶାଲାକ୍ଷ ୩ - ମାର୍ତଣ୍ଡ ୪ - ମୋଦକପ୍ରିୟ ୫ - ସ୍ୱଛନ୍ଦ ୬ - ବିଘ୍ନସନ୍ତୁଷ୍ଟ ୭ - ଖେଚର ୮ - ସଚରାଚର ୯ - ରୁଦ୍ର ୧୦ - କୋଦଣ୍ଡଷ୍ଟ୍ର ୧୧ - ଜଟାଧର ୧୨ - ବିଶ୍ଵରୂପ ୧୩ - ବିରୁପାକ୍ଷ ୧୪ - ନାନରୂପଧର ୧୫ - ପର ୧୬ - ବଜ୍ରହସ୍ତ ୧୭ - ମହାକାୟ ୧୮ - ଚଣ୍ଡ ୧୯ - ପ୍ରଲୟାନ୍ତକ ୨୦ - ଭୂମିକମ୍ପ ୨୧ - ନୀଳକଣ୍ଠ ୨୨ - ବିଷ୍ଣୁ ୨୩ - କୁଲପାଲକ ୨୪ - ମୁଣ୍ଡପାଲ ୨୫ - କାମପାଲ ୨୬ - କ୍ରୋଧ ୨୭ - ପିଙ୍ଗଲେକ୍ଷଣ ୨୮ - ଅଭ୍ରରୂପ ୨୯ - ଧରାପାଲ ୩୦ - କୁଟିଲ ୩୧ - ମନ୍ତ୍ରନାୟକ ୩୨ - ରୁଦ୍ର ୩୩ - ପିତାମହ ୩୪ - ଉନ୍ମତ୍ତ ୩୫ - ବଟୁନାୟକ ୩୬ - ଶଙ୍କର ୩୭ - ଭୁତବେତାଲ୩୮ - ତ୍ରିନେତ୍ର ୩୯ - ତ୍ରିପୁରାନ୍ତକ ୪୦- ବରଦ ୪୧ - ପର୍ବତାବାସ ୪୨- କପାଲ ୪୩ - ଶଶୀଭୁଷଣ ୪୪ - ହସ୍ତୀଚର୍ମାମ୍ବରଧର ୪୫ - ୟୋଗୀଶ ୪୬- ବ୍ରହ୍ମରାକ୍ଷସ ୪୭ - ସର୍ଵଜ୍ଞ ୪୮ - ସର୍ବଦେବେଶ ୪୯ - ସର୍ବଭୁତହୃଦିସ୍ଥିତା ୫୦ - ଭୀଷଣ ୫୧ - ଭୟହର ୫୨ - ସର୍ବଜ୍ଞ ୫୩ - କାଲାଗ୍ନୀ ୫୪ - ମହାରୌଦ୍ର ୫୫ - ଦକ୍ଷିଣ ୫୬ - ମୁଖର ୫୭ - ଅସ୍ଥିର ୫୮ - ସଂହାର ୫୯ - ଅତିରିକ୍ତାଙ୍ଗ ୬୦ - ପ୍ରିୟଙ୍କର ୬୧ - ଘୋରନାଦ ୬୨ - ବିଶାଲାକ୍ଷ ୬୩ - ଦକ୍ଷ ୬୪ - ସଂସ୍ଥିତ
