* ଦେବତା ମାନଙ୍କ ମଧ୍ୟରେ ଶ୍ରେଷ୍ଠ -ମହାଦେବ ।
* ମନ୍ତ୍ର ମଧ୍ୟରେ ଶ୍ରେଷ୍ଠ -ମହାମୃତ୍ୟୁଞ୍ଜୟ।
* ଶାସ୍ତ୍ର ମାନଙ୍କ ମଧ୍ୟରେ ଶ୍ରେଷ୍ଠ -ବେଦ ।
* ଗୁରୁ ମାନଙ୍କ ମଧ୍ୟରେ ଶ୍ରେଷ୍ଠ - ମାତା।
* ବିଶ୍ଵସ୍ତ ମାନଙ୍କ ମଧ୍ୟରେ ଶ୍ରେଷ୍ଠ - ପତ୍ନୀ।
* ଦେବୀ ମାନଙ୍କ ମଧ୍ୟରେ ଶ୍ରେଷ୍ଠ -ଲକ୍ଷ୍ମୀ।
* ଇନ୍ଦ୍ରିୟ ମାନଙ୍କ ମଧ୍ୟରେ ଶ୍ରେଷ୍ଠ -ମନ ।
* ଶିଳ୍ପୀ ମାନଙ୍କ ମଧ୍ୟରେ ଶ୍ରେଷ୍ଠ -ବିଶ୍ଵକର୍ମା।
* ସର୍ପ ମାନଙ୍କ ମଧ୍ୟରେ ଶ୍ରେଷ୍ଠ -ବାସୁକି ।
* ନଦୀ ମାନଙ୍କ ମଧ୍ୟରେ ଶ୍ରେଷ୍ଠ -ଗଙ୍ଗା ।
* ପର୍ବତ ମାନଙ୍କ ମଧ୍ୟରେ ଶ୍ରେଷ୍ଠ -ହିମାଳୟ।
* ପାପ ମାନଙ୍କ ମଧ୍ୟରେ ଶ୍ରେଷ୍ଠ -ମିଥ୍ୟା ।
* ତୃଣ ମାନଙ୍କ ମଧ୍ୟରେ ଶ୍ରେଷ୍ଠ -ଦୂବ ।
* ନାମ ମାନଙ୍କ ମଧ୍ୟରେ ଶ୍ରେଷ୍ଠ -ହରିନାମ ।
ରାଧେରାଧେ। ଅନୁପମା 🙏।