As for Tantra bhairav Astabhairav Names
ତନ୍ତ୍ର ଭୈରବ ର ସୁପ୍ରସିଦ୍ଧ ଅଷ୍ଟଭୈରବ
୧ - ଅସୀତାଙ୍ଗ ଭୈରବ ୨ - ଚଣ୍ଡ ଭୈରବ ୩ - ରୁରୁ ଭୈରବ ୪ - କ୍ରୋଧ ଭୈରବ ୫ - ଉନ୍ମତ୍ତ ଭୈରବ ୬ - କପାଲ ଭୈରବ ୭ - ଭୀଷଣ ଭୈରବ ୮ - ସଂହାର ଭୈରବ
ବ୍ରହ୍ମବୈବର୍ତ ପୁରାଣ ର ଅଷ୍ଟ ଭୈରବ
Ashtabhairava from Brahmavaivartapurana:
୧ - ମହା ଭୈରବ ୨ - ସଂହାର ଭୈରବ ୩ - ଅସୀତାଙ୍ଗ ଭୈରବ ୪ - ରୁଦ୍ର ଭୈରବ ୫ - କାଲ ଭୈରବ ୬ - କ୍ରୋଧ ଭୈରବ ୭ - ତାମ୍ରଚୂଡ ଭୈରବ ୮ - ଚନ୍ଦ୍ରଚୂଡ଼ ଭୈରବ
ଶଙ୍କରାଚାର୍ଯ୍ୟ ଙ୍କ ଦ୍ୱାରା ପ୍ରପଞ୍ଚସାରତନ୍ତ୍ର ରେ ଲିଖିତ ଥିବା ଅଷ୍ଟ ଭୈରବ
Ashtabhairava as mentioned by Shankracharya in Prapanchsaartantra
୧ - ଭୂତନାଥ ଭୈରବ ୨ - ଚଣ୍ଡକପାଲ ଭୈରବ ୩ - ରୁରୁ ଭୈରବ ୪ - କାଲରାଜ ଭୈରବ ୫ - କ୍ରୋଧ ଭୈରବ ୬ -ଉନ୍ମତ୍ତ ଭୈରବ ୭ - ଭୀଷଣ ଭୈରବ ୮ - ସଂହାର ଭୈରବ
ସପ୍ତବିଶାନ୍ତି ରହସ୍ୟମ ରେ ଲିଖିତ ଥିବା ଭୈରବ ଙ୍କର ନାମ
Bhairava names as mentioned in Saptavishanti Rahasyam
୧ - ଶ୍ରିମସ୍ଥାନ ଭୈରବ ୨ - ଫଟକାର ଭୈରବ ୩ - ଷଟଚକ୍ର ଭୈରବ ୪ - ଏକାତ୍ମ ଭୈରବ ୫ - ହବିର୍ଭକ୍ଷ୍ୟ ଭୈରବ ୬ -
ଚଣ୍ଡ ଭୈରବ ୭ - ଭ୍ରମର ଭୈରବ ୮ - ଭାସ୍କର ଭୈରବ
ଦଶ ବୀର ଭୈରବଙ୍କର ନାମ
Names of 10 Veer Bhairav
୧ - ସୃଷ୍ଟିବୀର ଭୈରବ ୨ - ସ୍ଥିତିବୀର ଭୈରବ ୩ - ସଂହାରବୀର ଭୈରବ ୪ - ରକ୍ତବୀର ଭୈରବ ୫ - ୟମବୀର ଭୈରବ ୬ - ମୃତ୍ୟୁବୀର ଭୈରବ ୭ - ଭଦ୍ରବୀର ଭୈରବ ୮ - ପରମାର୍କବୀର ଭୈରବ ୯ - ମାର୍ତଣ୍ଡବୀର ଭୈରବ ୧୦ - କାଲାଗ୍ନୀରୁଦ୍ରବୀର ଭୈରବ
ତିନି ବଟୁକ ଭୈରବଙ୍କର ନାମ
Names of 3 Batukbhairava
୧ - ସ୍କନ୍ଦ ବଟୁକ ୨ - ଚିତ୍ର ବଟୁକ ୩ - ବିରଞ୍ଚି ବଟୁକ
