🔱🔱 ସିଦ୍ଧି ଜ୍ଞାନ 🔱🔱
-------------🔆----------------
ହେ ବ୍ରହ୍ମ ଜ୍ଞାନୀ ବ୍ରାହ୍ମଣ ଦେବତା ଗଣ
ସମସ୍ତ ଙ୍କ ର ଶୁଦ୍ଧ ଜ୍ଞାନ ନିମନ୍ତେ ପ୍ରୟାସ ମାତ୍ର ।
ମଦ୍ୟ, ମାଂସ, ମତ୍ସ୍ୟ, ମୂଦ୍ରା, ମୈଥୁନ
ଯିଏ କରଇ ତାର ହୁଏନି ପୁନର୍ଜନ୍ମ
ଅର୍ଥାତ୍ ସେହି ଜ୍ଞାନୀ ଆତ୍ମା ମୋକ୍ଷ ପାଇଗଲେ ।
ଯିଏ ମଦ୍ୟ ପାନ କରେ ସେ ମଦ୍ୟ ର
ଆନନ୍ଦ ପାଏ ।
ମଦ୍ୟ ସହିତ ମାଂସ ଭକ୍ଷଣ କରେ ସେ ସାଧନ କରିବାରେ ସମର୍ଥ ହୁଏ ।
ମଦ୍ୟ, ମାଂସ ସହିତ ମତ୍ସ୍ୟ ଭୋଜନ ଆହୁରି ପୁଷ୍ଟିକର ଖାଦ୍ୟ
ମଦ୍ୟ, ମାଂସ, ମତ୍ସ୍ୟ ଭୋଜନ ପରେ ସମ୍ପୂର୍ଣ ବଳବାନ ବ୍ୟକ୍ତି ହୋଇ ଯାଇ ଥିବେ ସ୍ଵୟଂ ଚାଳିତ ମୂଦ୍ରା କରିବେ
ମୂଦ୍ରା କରୁ କରୁ ମୈଥୁନ ସୁଖ କଲେ ସମ୍ପୂର୍ଣ୍ଣ ଆନନ୍ଦ ପାଇବେ ।
ମୈଥୁନ କ୍ରିୟା ରେ ଛଅ ଅଙ୍ଗ କରାଯାଏ ଯଥା _
୧_ ଆଲିଙ୍ଗନ
୨_ ଚୁମ୍ବନ
୩_ ଶିତ୍କାର
୪_ ଅନୁଲେପନ୍
୫_ ରମଣ
୬_ ରେତଃ ପାତନ
ଏହି ସବୁ ସିଦ୍ଧ କଲେ ବ୍ୟକ୍ତି ସିଦ୍ଧି ପ୍ରାପ୍ତ ହୋଇ ଶିବ ତୁଲ୍ୟହୁଏ
। ମୋକ୍ଷ ମିଳେ।
ଉପରୋକ୍ତ ବିଷୟ ସମ୍ପୂର୍ଣ ଭାବେ ଆମେ ଅଜ୍ଞ, ବିଜ୍ଞ ଲୋକଙ୍କ ପାଖରେ ମୋର ଅନୁରୋଧ ପ୍ରଶ୍ନ ଅଛି ଉତ୍ତର ଜାଣିବାକୁ ଶ୍ରଦ୍ଧା ।
କ୍ରମଶଃ
ପଣ୍ଡିତ ଶ୍ରୀ ସଂଜୀବ କୁମାର ପଣ୍ଡା
ଜିଲ୍ଲା ବୌଦ୍ଧ ଓଡ଼ିଶା