~ଛପନ ଭୋଗୀ କାଳିଆ ସୁନା,~
୧. ଅଟକାଳି,
୨. ଅମାଲୁ,
୩.ଆରିସା
୪.ଏଣ୍ଡୁରି,
୫. କଦମ୍
୬. କାକରା,
୭ କାନ୍ତି,
୮ ହଂସକେଳି,
୯.କୋରା,
୧୦. ଖଇର ଚୂଳ,
୧୧. ଖଜା,
୧୨ ଖୁରି,
୧୩ ଖୁରିସା,
୧୪. ଖୁରୁମା,
୧୫, ଖେଚୁଡ଼ି,
୧୬ ଗଇଁଠା,
୧୭. ଗଜା,
୧୮. ଗୋଟାଳି,
୧୯. ଚକଟା,
୨୦, ଚକୁଳି,
୨୧. ଚିତଉ,
୨୨, ଛୁଞ୍ଛିଚପତ୍ର,
୨୩. ଜଗନ୍ନାଥ ବଲ୍ଲଭ,
୨୪. ଜେନାମଣି,
୨୫. ଝିଲି,
୨୬. ଡାକୁଆ
୨୭. ଡାଳିମ୍(ଦାନ୍ତଭଙ୍ଗା),
୨୮. ଛେନା ତାଡ଼ିଆ,
୨୯ ତ୍ରିପୁରି,
୩୦. ଧଉଳା,
୩୧. ନାଡ଼ି,
୩୨. ପଣାସୁଆ,
୩୩. ପଣା,
୩୪, ଅଦାପାଚେଡ଼ି,
୩୫. ସରପାପୁଡ଼ି
୩୬. ପାଳୁଅଖୁରି,
୩୭ ପଖାଳ,
୩୮.ପିଠା (ପୋଡ଼, ସାତପୁରୀ, କାନ୍ତି, ସୁଆର, ମହୁବୀର),
୩୯. ପୁରି,
୪୦ ସରପୁଳି,
୪୧. ଫେଣି,
୪୨.ବଡ଼ା,
୪୩.ବଳୀ ବାମନ,
୪୪ ଭଜା,
୪୫. ଖୁଆମଣ୍ଡା,
୪୬. ମନୋହରା,
୪୭ ମହାଦେଈ,
୪୮.ଛେନା ମାଣ୍ଡୁଆ,
୪୯. ମୋହନ ଭୋଗ,
୫୦, ରସାବଳୀ,
୫୧ ଲଡୁ,
୫୨, ରାଧାବଲ୍ଲଭ
୫୩ ଲହୁଣିଆ,
୫୪, ଲକ୍ଷ୍ମୀବିଳାସ,
୫୫ ସରସ୍ଵତୀଆ,
୫୬ ହଂସ ବଲ୍ଲଭ,
