ସରସ୍ୱତୀ ସହସ୍ର ନାମ ସ୍ତୋତ୍ରମ୍
ଧ୍ୟାନମ୍ ।
ଶ୍ରୀମଚ୍ଚଂଦନଚର୍ଚିତୋଜ୍ଜ୍ୱଲୱପୁଃ ଶୁକ୍ଲାଂବରା ମଲ୍ଲିକା-
ମାଲାଲାଲିତ କୁଂତଲା ପ୍ରୱିଲସନ୍ମୁକ୍ତାୱଲୀଶୋଭନା ।
ସର୍ୱଜ୍ଞାନନିଧାନପୁସ୍ତକଧରା ରୁଦ୍ରାକ୍ଷମାଲାଂକିତା
ୱାଗ୍ଦେୱୀ ୱଦନାଂବୁଜେ ୱସତୁ ମେ ତ୍ରୈଲୋକ୍ୟମାତା ଶୁଭା ॥
ଶ୍ରୀ ନାରଦ ଉୱାଚ –
ଭଗୱନ୍ପରମେଶାନ ସର୍ୱଲୋକୈକନାୟକ ।
କଥଂ ସରସ୍ୱତୀ ସାକ୍ଷାତ୍ପ୍ରସନ୍ନା ପରମେଷ୍ଠିନଃ ॥ 2 ॥
କଥଂ ଦେୱ୍ୟା ମହାୱାଣ୍ୟାସ୍ସତତ୍ପ୍ରାପ ସୁଦୁର୍ଲଭମ୍ ।
ଏତନ୍ମେ ୱଦ ତତ୍ତ୍ୱେନ ମହାୟୋଗୀଶ୍ୱର ପ୍ରଭୋ ॥ 3 ॥
ଶ୍ରୀ ସନତ୍କୁମାର ଉୱାଚ –
ସାଧୁ ପୃଷ୍ଟଂ ତ୍ୱୟା ବ୍ରହ୍ମନ୍ ଗୁହ୍ୟାଦ୍ଗୁହ୍ୟମନୁତ୍ତମମ୍ ।
ମୟାନୁଗୋପିତଂ ୟତ୍ନାଦିଦାନୀଂ ସତ୍ପ୍ରକାଶ୍ୟତେ ॥ 4 ॥
ପୁରା ପିତାମହଂ ଦୃଷ୍ଟ୍ୱା ଜଗତ୍ସ୍ଥାୱରଜଂଗମମ୍ ।
ନିର୍ୱିକାରଂ ନିରାଭାସଂ ସ୍ତଂଭୀଭୂତମଚେତସମ୍ ॥ 5 ॥
ସୃଷ୍ଟ୍ୱା ତ୍ରୈଲୋକ୍ୟମଖିଲଂ ୱାଗଭାୱାତ୍ତଥାୱିଧମ୍ ।
ଆଧିକ୍ୟାଭାୱତଃ ସ୍ୱସ୍ୟ ପରମେଷ୍ଠୀ ଜଗଦ୍ଗୁରୁଃ ॥ 6 ॥
ଦିୱ୍ୟୱର୍ଷାୟୁତଂ ତେନ ତପୋ ଦୁଷ୍କରମୁତ୍ତମମ୍ ।
ତତଃ କଦାଚିତ୍ସଂଜାତା ୱାଣୀ ସର୍ୱାର୍ଥଶୋଭିତା ॥ 7 ॥
ଅହମସ୍ମି ମହାୱିଦ୍ୟା ସର୍ୱୱାଚାମଧୀଶ୍ୱରୀ ।
ମମ ନାମ୍ନାଂ ସହସ୍ରଂ ତୁ ଉପଦେକ୍ଷ୍ୟାମ୍ୟନୁତ୍ତମମ୍ ॥ 8 ॥
ଅନେନ ସଂସ୍ତୁତା ନିତ୍ୟଂ ପତ୍ନୀ ତୱ ଭୱାମ୍ୟହମ୍ ।
ତ୍ୱୟା ସୃଷ୍ଟଂ ଜଗତ୍ସର୍ୱଂ ୱାଣୀୟୁକ୍ତଂ ଭୱିଷ୍ୟତି ॥ 9 ॥
ଇଦଂ ରହସ୍ୟଂ ପରମଂ ମମ ନାମସହସ୍ରକମ୍ ।
ସର୍ୱପାପୌଘଶମନଂ ମହାସାରସ୍ୱତପ୍ରଦମ୍ ॥ 10 ॥
ମହାକୱିତ୍ୱଦଂ ଲୋକେ ୱାଗୀଶତ୍ୱପ୍ରଦାୟକମ୍ ।
ତ୍ୱଂ ୱା ପରଃ ପୁମାନ୍ୟସ୍ତୁ ସ୍ତୱେନାऽନେନ ତୋଷୟେତ୍ ॥ 11 ॥
ତସ୍ୟାହଂ କିଂକରୀ ସାକ୍ଷାଦ୍ଭୱିଷ୍ୟାମି ନ ସଂଶୟଃ ।
ଇତ୍ୟୁକ୍ତ୍ୱାଂତର୍ଦଧେ ୱାଣୀ ତଦାରଭ୍ୟ ପିତାମହଃ ॥ 12 ॥
ସ୍ତୁତ୍ୱା ସ୍ତୋତ୍ରେଣ ଦିୱ୍ୟେନ ତତ୍ପତିତ୍ୱମୱାପ୍ତୱାନ୍ ।
ୱାଣୀୟୁକ୍ତଂ ଜଗତ୍ସର୍ୱଂ ତଦାରଭ୍ୟାऽଭୱନ୍ମୁନେ ॥ 13 ॥
ତତ୍ତେହଂ ସଂପ୍ରୱକ୍ଷ୍ୟାମି ଶୃଣୁ ୟତ୍ନେନ ନାରଦ ।
ସାୱଧାନମନା ଭୂତ୍ୱା କ୍ଷଣଂ ଶୁଦ୍ଧୋ ମୁନୀଶ୍ୱରଃ ॥ 14 ॥
[ ଐଂ ୱଦ ୱଦ ୱାଗ୍ୱାଦିନୀ ସ୍ୱାହା ]
ୱାଗ୍ୱାଣୀ ୱରଦା ୱଂଦ୍ୟା ୱରାରୋହା ୱରପ୍ରଦା ।
ୱୃତ୍ତିର୍ୱାଗୀଶ୍ୱରୀ ୱାର୍ତା ୱରା ୱାଗୀଶୱଲ୍ଲଭା ॥ 1 ॥
ୱିଶ୍ୱେଶ୍ୱରୀ ୱିଶ୍ୱୱଂଦ୍ୟା ୱିଶ୍ୱେଶପ୍ରିୟକାରିଣୀ ।
ୱାଗ୍ୱାଦିନୀ ଚ ୱାଗ୍ଦେୱୀ ୱୃଦ୍ଧିଦା ୱୃଦ୍ଧିକାରିଣୀ ॥ 2 ॥
ୱୃଦ୍ଧିର୍ୱୃଦ୍ଧା ୱିଷଘ୍ନୀ ଚ ୱୃଷ୍ଟିର୍ୱୃଷ୍ଟିପ୍ରଦାୟିନୀ ।
ୱିଶ୍ୱାରାଧ୍ୟା ୱିଶ୍ୱମାତା ୱିଶ୍ୱଧାତ୍ରୀ ୱିନାୟକା ॥ 3 ॥
ୱିଶ୍ୱଶକ୍ତିର୍ୱିଶ୍ୱସାରା ୱିଶ୍ୱା ୱିଶ୍ୱୱିଭାୱରୀ ।
ୱେଦାଂତୱେଦିନୀ ୱେଦ୍ୟା ୱିତ୍ତା ୱେଦତ୍ରୟାତ୍ମିକା ॥ 4 ॥
ୱେଦଜ୍ଞା ୱେଦଜନନୀ ୱିଶ୍ୱା ୱିଶ୍ୱୱିଭାୱରୀ ।
ୱରେଣ୍ୟା ୱାଙ୍ମୟୀ ୱୃଦ୍ଧା ୱିଶିଷ୍ଟପ୍ରିୟକାରିଣୀ ॥ 5 ॥
ୱିଶ୍ୱତୋୱଦନା ୱ୍ୟାପ୍ତା ୱ୍ୟାପିନୀ ୱ୍ୟାପକାତ୍ମିକା ।
ୱ୍ୟାଲଘ୍ନୀ ୱ୍ୟାଲଭୂଷାଂଗୀ ୱିରଜା ୱେଦନାୟିକା ॥ 6 ॥
ୱେଦୱେଦାଂତସଂୱେଦ୍ୟା ୱେଦାଂତଜ୍ଞାନରୂପିଣୀ ।
ୱିଭାୱରୀ ଚ ୱିକ୍ରାଂତା ୱିଶ୍ୱାମିତ୍ରା ୱିଧିପ୍ରିୟା ॥ 7 ॥
ୱରିଷ୍ଠା ୱିପ୍ରକୃଷ୍ଟା ଚ ୱିପ୍ରୱର୍ୟପ୍ରପୂଜିତା ।
ୱେଦରୂପା ୱେଦମୟୀ ୱେଦମୂର୍ତିଶ୍ଚ ୱଲ୍ଲଭା ॥ 8 ॥
[ ॐ ହ୍ରୀଂ ଗୁରୁରୂପେ ମାଂ ଗୃହ୍ଣ ଗୃହ୍ଣ ଐଂ ୱଦ ୱଦ ୱାଗ୍ୱାଦିନୀ ସ୍ୱାହା ]
ଗୌରୀ ଗୁଣୱତୀ ଗୋପ୍ୟା ଗଂଧର୍ୱନଗରପ୍ରିୟା ।
ଗୁଣମାତା ଗୁଣାଂତସ୍ଥା ଗୁରୁରୂପା ଗୁରୁପ୍ରିୟା ॥ 9 ॥ [ ଗୁହାଂତସ୍ଥା ]
ଗୁରୁୱିଦ୍ୟା ଗାନତୁଷ୍ଟା ଗାୟକପ୍ରିୟକାରିଣୀ । [ ଗିରିୱିଦ୍ୟା ]
ଗାୟତ୍ରୀ ଗିରୀଶାରାଧ୍ୟା ଗୀର୍ଗିରୀଶପ୍ରିୟଂକରୀ ॥ 10 ॥
ଗିରିଜ୍ଞା ଜ୍ଞାନୱିଦ୍ୟା ଚ ଗିରିରୂପା ଗିରୀଶ୍ୱରୀ ।
ଗୀର୍ମାତା ଗଣସଂସ୍ତୁତ୍ୟା ଗଣନୀୟଗୁଣାନ୍ୱିତା ॥ 11 ॥
ଗୂଢରୂପା ଗୁହା ଗୋପ୍ୟା ଗୋରୂପା ଗୌର୍ଗୁଣାତ୍ମିକା ।
ଗୁର୍ୱୀ ଗୁର୍ୱଂବିକା ଗୁହ୍ୟା ଗେୟଜା ଗୃହନାଶିନୀ ॥ 12 ॥
ଗୃହିଣୀ ଗୃହଦୋଷଘ୍ନୀ ଗୱଘ୍ନୀ ଗୁରୁୱତ୍ସଲା ।
ଗୃହାତ୍ମିକା ଗୃହାରାଧ୍ୟା ଗୃହବାଧାୱିନାଶିନୀ ॥ 13 ॥
ଗଂଗା ଗିରିସୁତା ଗମ୍ୟା ଗଜୟାନା ଗୁହସ୍ତୁତା ।
ଗରୁଡାସନସଂସେୱ୍ୟା ଗୋମତୀ ଗୁଣଶାଲିନୀ ॥ 14 ॥
[ ॐ ଐଂ ନମଃ ଶାରଦେ ଶ୍ରୀଂ ଶୁଦ୍ଧେ ନମଃ ଶାରଦେ ୱଂ ଐଂ ୱଦ ୱଦ ୱାଗ୍ୱାଦିନୀ ସ୍ୱାହା ]
ଶାରଦା ଶାଶ୍ୱତୀ ଶୈୱୀ ଶାଂକରୀ ଶଂକରାତ୍ମିକା ।
ଶ୍ରୀଶ୍ଶର୍ୱାଣୀ ଶତଘ୍ନୀ ଚ ଶରଚ୍ଚଂଦ୍ରନିଭାନନା ॥ 15 ॥
ଶର୍ମିଷ୍ଠା ଶମନଘ୍ନୀ ଚ ଶତସାହସ୍ରରୂପିଣୀ ।
ଶିୱା ଶଂଭୁପ୍ରିୟା ଶ୍ରଦ୍ଧା ଶ୍ରୁତିରୂପା ଶ୍ରୁତିପ୍ରିୟା ॥ 16 ॥
ଶୁଚିଷ୍ମତୀ ଶର୍ମକରୀ ଶୁଦ୍ଧିଦା ଶୁଦ୍ଧିରୂପିଣୀ ।
ଶିୱା ଶିୱଂକରୀ ଶୁଦ୍ଧା ଶିୱାରାଧ୍ୟା ଶିୱାତ୍ମିକା ॥ 17 ॥
ଶ୍ରୀମତୀ ଶ୍ରୀମୟୀ ଶ୍ରାୱ୍ୟା ଶ୍ରୁତିଃ ଶ୍ରୱଣଗୋଚରା ।
ଶାଂତିଶ୍ଶାଂତିକରୀ ଶାଂତା ଶାଂତାଚାରପ୍ରିୟଂକରୀ ॥ 18 ॥
ଶୀଲଲଭ୍ୟା ଶୀଲୱତୀ ଶ୍ରୀମାତା ଶୁଭକାରିଣୀ ।
ଶୁଭୱାଣୀ ଶୁଦ୍ଧୱିଦ୍ୟା ଶୁଦ୍ଧଚିତ୍ତପ୍ରପୂଜିତା ॥ 19 ॥
ଶ୍ରୀକରୀ ଶ୍ରୁତପାପଘ୍ନୀ ଶୁଭାକ୍ଷୀ ଶୁଚିୱଲ୍ଲଭା ।
ଶିୱେତରଘ୍ନୀ ଶବରୀ ଶ୍ରୱଣୀୟଗୁଣାନ୍ୱିତା ॥ 20 ॥ [ଶର୍ୱରୀ]
ଶାରୀ ଶିରୀଷପୁଷ୍ପାଭା ଶମନିଷ୍ଠା ଶମାତ୍ମିକା ।
ଶମାନ୍ୱିତା ଶମାରାଧ୍ୟା ଶିତିକଂଠପ୍ରପୂଜିତା ॥ 21 ॥
ଶୁଦ୍ଧିଃ ଶୁଦ୍ଧିକରୀ ଶ୍ରେଷ୍ଠା ଶ୍ରୁତାନଂତା ଶୁଭାୱହା ।
ସରସ୍ୱତୀ ଚ ସର୍ୱଜ୍ଞା ସର୍ୱସିଦ୍ଧିପ୍ରଦାୟିନୀ ॥ 22 ॥
[ ॐ ଐଂ ୱଦ ୱଦ ୱାଗ୍ୱାଦିନୀ ସ୍ୱାହା ]
ସରସ୍ୱତୀ ଚ ସାୱିତ୍ରୀ ସଂଧ୍ୟା ସର୍ୱେପ୍ସିତପ୍ରଦା ।
ସର୍ୱାର୍ତିଘ୍ନୀ ସର୍ୱମୟୀ ସର୍ୱୱିଦ୍ୟାପ୍ରଦାୟିନୀ ॥ 23 ॥
ସର୍ୱେଶ୍ୱରୀ ସର୍ୱପୁଣ୍ୟା ସର୍ଗସ୍ଥିତ୍ୟଂତକାରିଣୀ ।
ସର୍ୱାରାଧ୍ୟା ସର୍ୱମାତା ସର୍ୱଦେୱନିଷେୱିତା ॥ 24 ॥
ସର୍ୱୈଶ୍ୱର୍ୟପ୍ରଦା ସତ୍ୟା ସତୀ ସତ୍ୱଗୁଣାଶ୍ରୟା ।
ସର୍ୱକ୍ରମପଦାକାରା ସର୍ୱଦୋଷନିଷୂଦିନୀ ॥ 25 ॥ [ ସ୍ୱରକ୍ରମପଦାକାରା ]
ସହସ୍ରାକ୍ଷୀ ସହସ୍ରାସ୍ୟା ସହସ୍ରପଦସଂୟୁତା ।
ସହସ୍ରହସ୍ତା ସାହସ୍ରଗୁଣାଲଂକୃତୱିଗ୍ରହା ॥ 26 ॥
ସହସ୍ରଶୀର୍ଷା ସଦ୍ରୂପା ସ୍ୱଧା ସ୍ୱାହା ସୁଧାମୟୀ ।
ଷଡ୍ଗ୍ରଂଥିଭେଦିନୀ ସେୱ୍ୟା ସର୍ୱଲୋକୈକପୂଜିତା ॥ 27 ॥
ସ୍ତୁତ୍ୟା ସ୍ତୁତିମୟୀ ସାଧ୍ୟା ସୱିତୃପ୍ରିୟକାରିଣୀ ।
ସଂଶୟଚ୍ଛେଦିନୀ ସାଂଖ୍ୟୱେଦ୍ୟା ସଂଖ୍ୟା ସଦୀଶ୍ୱରୀ ॥ 28 ॥
ସିଦ୍ଧିଦା ସିଦ୍ଧସଂପୂଜ୍ୟା ସର୍ୱସିଦ୍ଧିପ୍ରଦାୟିନୀ ।
ସର୍ୱଜ୍ଞା ସର୍ୱଶକ୍ତିଶ୍ଚ ସର୍ୱସଂପତ୍ପ୍ରଦାୟିନୀ ॥ 29 ॥
ସର୍ୱାऽଶୁଭଘ୍ନୀ ସୁଖଦା ସୁଖସଂୱିତ୍ସ୍ୱରୂପିଣୀ ।
ସର୍ୱସଂଭାଷଣୀ ସର୍ୱଜଗତ୍ସମ୍ମୋହିନୀ ତଥା ॥ 30 ॥ [ ସର୍ୱସଂଭୀଷଣୀ ]
ସର୍ୱପ୍ରିୟଂକରୀ ସର୍ୱଶୁଭଦା ସର୍ୱମଂଗଲା ।
ସର୍ୱମଂତ୍ରମୟୀ ସର୍ୱତୀର୍ଥପୁଣ୍ୟଫଲପ୍ରଦା ॥ 31 ॥
ସର୍ୱପୁଣ୍ୟମୟୀ ସର୍ୱୱ୍ୟାଧିଘ୍ନୀ ସର୍ୱକାମଦା ।
ସର୍ୱୱିଘ୍ନହରୀ ସର୍ୱୱଂଦିତା ସର୍ୱମଂଗଲା ॥ 32 ॥
ସର୍ୱମଂତ୍ରକରୀ ସର୍ୱଲକ୍ଷ୍ମୀଃ ସର୍ୱଗୁଣାନ୍ୱିତା ।
ସର୍ୱାନଂଦମୟୀ ସର୍ୱଜ୍ଞାନଦା ସତ୍ୟନାୟିକା ॥ 33 ॥
ସର୍ୱଜ୍ଞାନମୟୀ ସର୍ୱରାଜ୍ୟଦା ସର୍ୱମୁକ୍ତିଦା ।
ସୁପ୍ରଭା ସର୍ୱଦା ସର୍ୱା ସର୍ୱଲୋକୱଶଂକରୀ ॥ 34 ॥
ସୁଭଗା ସୁଂଦରୀ ସିଦ୍ଧା ସିଦ୍ଧାଂବା ସିଦ୍ଧମାତୃକା ।
ସିଦ୍ଧମାତା ସିଦ୍ଧୱିଦ୍ୟା ସିଦ୍ଧେଶୀ ସିଦ୍ଧରୂପିଣୀ ॥ 35 ॥
ସୁରୂପିଣୀ ସୁଖମୟୀ ସେୱକପ୍ରିୟକାରିଣୀ ।
ସ୍ୱାମିନୀ ସର୍ୱଦା ସେୱ୍ୟା ସ୍ଥୂଲସୂକ୍ଷ୍ମାପରାଂବିକା ॥ 36 ॥
ସାରରୂପା ସରୋରୂପା ସତ୍ୟଭୂତା ସମାଶ୍ରୟା ।
ସିତାऽସିତା ସରୋଜାକ୍ଷୀ ସରୋଜାସନୱଲ୍ଲଭା ॥ 37 ॥
ସରୋରୁହାଭା ସର୍ୱାଂଗୀ ସୁରେଂଦ୍ରାଦିପ୍ରପୂଜିତା ।
[ ॐ ହ୍ରୀଂ ଐଂ ମହାସରସ୍ୱତି ସାରସ୍ୱତପ୍ରଦେ ଐଂ ୱଦ ୱଦ ୱାଗ୍ୱାଦିନୀ ସ୍ୱାହା ]
ମହାଦେୱୀ ମହେଶାନୀ ମହାସାରସ୍ୱତପ୍ରଦା ॥ 38 ॥
ମହାସରସ୍ୱତୀ ମୁକ୍ତା ମୁକ୍ତିଦା ମୋହନାଶିନୀ । [ ମଲନାଶିନୀ ]
ମହେଶ୍ୱରୀ ମହାନଂଦା ମହାମଂତ୍ରମୟୀ ମହୀ ॥ 39 ॥
ମହାଲକ୍ଷ୍ମୀର୍ମହାୱିଦ୍ୟା ମାତା ମଂଦରୱାସିନୀ ।
ମଂତ୍ରଗମ୍ୟା ମଂତ୍ରମାତା ମହାମଂତ୍ରଫଲପ୍ରଦା ॥ 40 ॥
ମହାମୁକ୍ତିର୍ମହାନିତ୍ୟା ମହାସିଦ୍ଧିପ୍ରଦାୟିନୀ ।
ମହାସିଦ୍ଧା ମହାମାତା ମହଦାକାରସଂୟୁତା ॥ 41 ॥
ମହୀ ମହେଶ୍ୱରୀ ମୂର୍ତିର୍ମୋକ୍ଷଦା ମଣିଭୂଷଣା ।
ମେନକା ମାନିନୀ ମାନ୍ୟା ମୃତ୍ୟୁଘ୍ନୀ ମେରୁରୂପିଣୀ ॥ 42 ॥
ମଦିରାକ୍ଷୀ ମଦାୱାସା ମଖରୂପା ମଖେଶ୍ୱରୀ । [ ମହେଶ୍ୱରୀ ]
ମହାମୋହା ମହାମାୟା ମାତॄଣାଂ ମୂର୍ଧ୍ନିସଂସ୍ଥିତା ॥ 43 ॥
ମହାପୁଣ୍ୟା ମୁଦାୱାସା ମହାସଂପତ୍ପ୍ରଦାୟିନୀ ।
ମଣିପୂରୈକନିଲୟା ମଧୁରୂପା ମଦୋତ୍କଟା ॥ 44 ॥ [ ମହୋତ୍କଟା ]
ମହାସୂକ୍ଷ୍ମା ମହାଶାଂତା ମହାଶାଂତିପ୍ରଦାୟିନୀ ।
ମୁନିସ୍ତୁତା ମୋହହଂତ୍ରୀ ମାଧୱୀ ମାଧୱପ୍ରିୟା ॥ 45 ॥
ମା ମହାଦେୱସଂସ୍ତୁତ୍ୟା ମହିଷୀଗଣପୂଜିତା ।
ମୃଷ୍ଟାନ୍ନଦା ଚ ମାହେଂଦ୍ରୀ ମହେଂଦ୍ରପଦଦାୟିନୀ ॥ 46 ॥
ମତିର୍ମତିପ୍ରଦା ମେଧା ମର୍ତ୍ୟଲୋକନିୱାସିନୀ ।
ମୁଖ୍ୟା ମହାନିୱାସା ଚ ମହାଭାଗ୍ୟଜନାଶ୍ରିତା ॥ 47 ॥
ମହିଲା ମହିମା ମୃତ୍ୟୁହାରୀ ମେଧାପ୍ରଦାୟିନୀ ।
ମେଧ୍ୟା ମହାୱେଗୱତୀ ମହାମୋକ୍ଷଫଲପ୍ରଦା ॥ 48 ॥
ମହାପ୍ରଭାଭା ମହତୀ ମହାଦେୱପ୍ରିୟଂକରୀ ।
ମହାପୋଷା ମହର୍ଥିଶ୍ଚ ମୁକ୍ତାହାରୱିଭୂଷଣା ॥ 49 ॥ [ ମହର୍ଦ୍ଧିଶ୍ଚ ]
ମାଣିକ୍ୟଭୂଷଣା ମଂତ୍ରା ମୁଖ୍ୟଚଂଦ୍ରାର୍ଧଶେଖରା ।
ମନୋରୂପା ମନଶ୍ଶୁଦ୍ଧିଃ ମନଶ୍ଶୁଦ୍ଧିପ୍ରଦାୟିନୀ ॥ 50 ॥
ମହାକାରୁଣ୍ୟସଂପୂର୍ଣା ମନୋନମନୱଂଦିତା ।
ମହାପାତକଜାଲଘ୍ନୀ ମୁକ୍ତିଦା ମୁକ୍ତଭୂଷଣା ॥ 51 ॥
ମନୋନ୍ମନୀ ମହାସ୍ଥୂଲା ମହାକ୍ରତୁଫଲପ୍ରଦା ।
ମହାପୁଣ୍ୟଫଲପ୍ରାପ୍ୟା ମାୟାତ୍ରିପୁରନାଶିନୀ ॥ 52 ॥
ମହାନସା ମହାମେଧା ମହାମୋଦା ମହେଶ୍ୱରୀ ।
ମାଲାଧରୀ ମହୋପାୟା ମହାତୀର୍ଥଫଲପ୍ରଦା ॥ 53 ॥
ମହାମଂଗଲସଂପୂର୍ଣା ମହାଦାରିଦ୍ର୍ୟନାଶିନୀ ।
ମହାମଖା ମହାମେଘା ମହାକାଲୀ ମହାପ୍ରିୟା ॥ 54 ॥
ମହାଭୂଷା ମହାଦେହା ମହାରାଜ୍ଞୀ ମୁଦାଲୟା ।
[ ॐ ହ୍ରୀଂ ଐଂ ନମୋ ଭଗୱତି ଐଂ ୱଦ ୱଦ ୱାଗ୍ୱାଦିନୀ ସ୍ୱାହା ]
ଭୂରିଦା ଭାଗ୍ୟଦା ଭୋଗ୍ୟା ଭୋଗ୍ୟଦା ଭୋଗଦାୟିନୀ ॥ 55 ॥
ଭୱାନୀ ଭୂତିଦା ଭୂତିଃ ଭୂମିର୍ଭୂମିସୁନାୟିକା ।
ଭୂତଧାତ୍ରୀ ଭୟହରୀ ଭକ୍ତସାରସ୍ୱତପ୍ରଦା ॥ 56 ॥
ଭୁକ୍ତିର୍ଭୁକ୍ତିପ୍ରଦା ଭୋକ୍ତ୍ରୀ ଭକ୍ତିର୍ଭକ୍ତିପ୍ରଦାୟିନୀ । [ଭେକୀ]
ଭକ୍ତସାୟୁଜ୍ୟଦା ଭକ୍ତସ୍ୱର୍ଗଦା ଭକ୍ତରାଜ୍ୟଦା ॥ 57 ॥
ଭାଗୀରଥୀ ଭୱାରାଧ୍ୟା ଭାଗ୍ୟାସଜ୍ଜନପୂଜିତା ।
ଭୱସ୍ତୁତ୍ୟା ଭାନୁମତୀ ଭୱସାଗରତାରିଣୀ ॥ 58 ॥
ଭୂତିର୍ଭୂଷା ଚ ଭୂତେଶୀ ଭାଲଲୋଚନପୂଜିତା । [ ଫାଲଲୋଚନପୂଜିତା ]
ଭୂତା ଭୱ୍ୟା ଭୱିଷ୍ୟା ଚ ଭୱୱିଦ୍ୟା ଭୱାତ୍ମିକା ॥ 59 ॥
ବାଧାପହାରିଣୀ ବଂଧୁରୂପା ଭୁୱନପୂଜିତା ।
ଭୱଘ୍ନୀ ଭକ୍ତିଲଭ୍ୟା ଚ ଭକ୍ତରକ୍ଷଣତତ୍ପରା ॥ 60 ॥
ଭକ୍ତାର୍ତିଶମନୀ ଭାଗ୍ୟା ଭୋଗଦାନକୃତୋଦ୍ୟମା ।
ଭୁଜଂଗଭୂଷଣା ଭୀମା ଭୀମାକ୍ଷୀ ଭୀମରୂପିଣୀ ॥ 61 ॥
ଭାୱିନୀ ଭ୍ରାତୃରୂପା ଚ ଭାରତୀ ଭୱନାୟିକା ।
ଭାଷା ଭାଷାୱତୀ ଭୀଷ୍ମା ଭୈରୱୀ ଭୈରୱପ୍ରିୟା ॥ 62 ॥
ଭୂତିର୍ଭାସିତସର୍ୱାଂଗୀ ଭୂତିଦା ଭୂତିନାୟିକା ।
ଭାସ୍ୱତୀ ଭଗମାଲା ଚ ଭିକ୍ଷାଦାନକୃତୋଦ୍ୟମା ॥ 63 ॥
ଭିକ୍ଷୁରୂପା ଭକ୍ତିକରୀ ଭକ୍ତଲକ୍ଷ୍ମୀପ୍ରଦାୟିନୀ ।
ଭ୍ରାଂତିଘ୍ନା ଭ୍ରାଂତିରୂପା ଚ ଭୂତିଦା ଭୂତିକାରିଣୀ ॥ 64 ॥
ଭିକ୍ଷଣୀୟା ଭିକ୍ଷୁମାତା ଭାଗ୍ୟୱଦ୍ଦୃଷ୍ଟିଗୋଚରା ।
ଭୋଗୱତୀ ଭୋଗରୂପା ଭୋଗମୋକ୍ଷଫଲପ୍ରଦା ॥ 65 ॥
ଭୋଗଶ୍ରାଂତା ଭାଗ୍ୟୱତୀ ଭକ୍ତାଘୌଘୱିନାଶିନୀ ।
[ ॐ ଐଂ କ୍ଲୀଂ ସୌଃ ବାଲେ ବ୍ରାହ୍ମୀ ବ୍ରହ୍ମପତ୍ନୀ ଐଂ ୱଦ ୱଦ ୱାଗ୍ୱାଦିନୀ ସ୍ୱାହା ]
ବ୍ରାହ୍ମୀ ବ୍ରହ୍ମସ୍ୱରୂପା ଚ ବୃହତୀ ବ୍ରହ୍ମୱଲ୍ଲଭା ॥ 66 ॥
ବ୍ରହ୍ମଦା ବ୍ରହ୍ମମାତା ଚ ବ୍ରହ୍ମାଣୀ ବ୍ରହ୍ମଦାୟିନୀ ।
ବ୍ରହ୍ମେଶୀ ବ୍ରହ୍ମସଂସ୍ତୁତ୍ୟା ବ୍ରହ୍ମୱେଦ୍ୟା ବୁଧପ୍ରିୟା ॥ 67 ॥
ବାଲେଂଦୁଶେଖରା ବାଲା ବଲିପୂଜାକରପ୍ରିୟା ।
ବଲଦା ବିଂଦୁରୂପା ଚ ବାଲସୂର୍ୟସମପ୍ରଭା ॥ 68 ॥
ବ୍ରହ୍ମରୂପା ବ୍ରହ୍ମମୟୀ ବ୍ରଧ୍ନମଂଡଲମଧ୍ୟଗା ।
ବ୍ରହ୍ମାଣୀ ବୁଦ୍ଧିଦା ବୁଦ୍ଧିର୍ବୁଦ୍ଧିରୂପା ବୁଧେଶ୍ୱରୀ ॥ 69 ॥
ବଂଧକ୍ଷୟକରୀ ବାଧାନାଶିନୀ ବଂଧୁରୂପିଣୀ ।
ବିଂଦ୍ୱାଲୟା ବିଂଦୁଭୂଷା ବିଂଦୁନାଦସମନ୍ୱିତା ॥ 70 ॥
ବୀଜରୂପା ବୀଜମାତା ବ୍ରହ୍ମଣ୍ୟା ବ୍ରହ୍ମକାରିଣୀ ।
ବହୁରୂପା ବଲୱତୀ ବ୍ରହ୍ମଜ୍ଞା ବ୍ରହ୍ମଚାରିଣୀ ॥ 71 ॥ [ବ୍ରହ୍ମଜା]
ବ୍ରହ୍ମସ୍ତୁତ୍ୟା ବ୍ରହ୍ମୱିଦ୍ୟା ବ୍ରହ୍ମାଂଡାଧିପୱଲ୍ଲଭା ।
ବ୍ରହ୍ମେଶୱିଷ୍ଣୁରୂପା ଚ ବ୍ରହ୍ମୱିଷ୍ଣ୍ୱୀଶସଂସ୍ଥିତା ॥ 72 ॥
ବୁଦ୍ଧିରୂପା ବୁଧେଶାନୀ ବଂଧୀ ବଂଧୱିମୋଚନୀ ।
[ ॐ ହ୍ରୀଂ ଐଂ ଅଂ ଆଂ ଇଂ ଈଂ ଉଂ ଊଂ ଋଂ ॠଂ ~ଲୁଂ ~ଲୂଂ ଏଂ ଐଂ ॐ ଔଂ କଂ ଖଂ ଗଂ ଘଂ ଙଂ ଚଂ ଛଂ ଜଂ ଝଂ ଞଂ ଟଂ ଠଂ ଡଂ ଢଂ ଣଂ ତଂ ଥଂ ଦଂ ଧଂ ନଂ ପଂ ଫଂ ବଂ ଭଂ ମଂ ୟଂ ରଂ ଲଂ ୱଂ ଶଂ ଷଂ ସଂ ହଂ ଲଂ କ୍ଷଂ ଅକ୍ଷମାଲେ ଅକ୍ଷରମାଲିକା ସମଲଂକୃତେ ୱଦ ୱଦ ୱାଗ୍ୱାଦିନୀ ସ୍ୱାହା ]
ଅକ୍ଷମାଲାऽକ୍ଷରାକାରାऽକ୍ଷରାऽକ୍ଷରଫଲପ୍ରଦା ॥ 73 ॥
ଅନଂତାऽନଂଦସୁଖଦାऽନଂତଚଂଦ୍ରନିଭାନନା ।
ଅନଂତମହିମାऽଘୋରାନଂତଗଂଭୀରସମ୍ମିତା ॥ 74 ॥
ଅଦୃଷ୍ଟାऽଦୃଷ୍ଟଦାऽନଂତାଦୃଷ୍ଟଭାଗ୍ୟଫଲପ୍ରଦା । [ ଦୃଷ୍ଟିଦା ]
ଅରୁଂଧତ୍ୟୱ୍ୟୟୀନାଥାऽନେକସଦ୍ଗୁଣସଂୟୁତା ॥ 75 ॥
ଅନେକଭୂଷଣାऽଦୃଶ୍ୟାऽନେକଲେଖନିଷେୱିତା ।
ଅନଂତାऽନଂତସୁଖଦାऽଘୋରାऽଘୋରସ୍ୱରୂପିଣୀ ॥ 76 ॥
ଅଶେଷଦେୱତାରୂପାऽମୃତରୂପାऽମୃତେଶ୍ୱରୀ ।
ଅନୱଦ୍ୟାऽନେକହସ୍ତାऽନେକମାଣିକ୍ୟଭୂଷଣା ॥ 77 ॥
ଅନେକୱିଘ୍ନସଂହର୍ତ୍ରୀ ତ୍ୱନେକାଭରଣାନ୍ୱିତା ।
ଅୱିଦ୍ୟାଜ୍ଞାନସଂହର୍ତ୍ରୀ ହ୍ୟୱିଦ୍ୟାଜାଲନାଶିନୀ ॥ 78 ॥
ଅଭିରୂପାନୱଦ୍ୟାଂଗୀ ହ୍ୟପ୍ରତର୍କ୍ୟଗତିପ୍ରଦା ।
ଅକଲଂକରୂପିଣୀ ଚ ହ୍ୟନୁଗ୍ରହପରାୟଣା ॥ 79 ॥
ଅଂବରସ୍ଥାऽଂବରମୟାऽଂବରମାଲାऽଂବୁଜେକ୍ଷଣା ।
ଅଂବିକାऽବ୍ଜକରାऽବ୍ଜସ୍ଥାऽଂଶୁମତ୍ୟऽଂଶୁଶତାନ୍ୱିତା ॥ 80 ॥
ଅଂବୁଜାऽନୱରାऽଖଂଡାऽଂବୁଜାସନମହାପ୍ରିୟା ।
ଅଜରାऽମରସଂସେୱ୍ୟାऽଜରସେୱିତପଦ୍ୟୁଗା ॥ 81 ॥
ଅତୁଲାର୍ଥପ୍ରଦାऽର୍ଥୈକ୍ୟାऽତ୍ୟୁଦାରାତ୍ୱଭୟାନ୍ୱିତା ।
ଅନାଥୱତ୍ସଲାऽନଂତପ୍ରିୟାऽନଂତେପ୍ସିତପ୍ରଦା ॥ 82 ॥
ଅଂବୁଜାକ୍ଷ୍ୟଂବୁରୂପାऽଂବୁଜାତୋଦ୍ଭୱମହାପ୍ରିୟା ।
ଅଖଂଡା ତ୍ୱମରସ୍ତୁତ୍ୟାऽମରନାୟକପୂଜିତା ॥ 83 ॥
ଅଜେୟା ତ୍ୱଜସଂକାଶାऽଜ୍ଞାନନାଶିନ୍ୟଭୀଷ୍ଟଦା ।
ଅକ୍ତାଘନେନ ଚାऽସ୍ତ୍ରେଶୀ ହ୍ୟଲକ୍ଷ୍ମୀନାଶିନୀ ତଥା ॥ 84 ॥
ଅନଂତସାରାऽନଂତଶ୍ରୀରନଂତୱିଧିପୂଜିତା ।
ଅଭୀଷ୍ଟାମର୍ତ୍ୟସଂପୂଜ୍ୟା ହ୍ୟସ୍ତୋଦୟୱିୱର୍ଜିତା ॥ 85 ॥
ଆସ୍ତିକସ୍ୱାଂତନିଲୟାऽସ୍ତ୍ରରୂପାऽସ୍ତ୍ରୱତୀ ତଥା ।
ଅସ୍ଖଲତ୍ୟସ୍ଖଲଦ୍ରୂପାऽସ୍ଖଲଦ୍ୱିଦ୍ୟାପ୍ରଦାୟିନୀ ॥ 86 ॥
ଅସ୍ଖଲତ୍ସିଦ୍ଧିଦାऽऽନଂଦାऽଂବୁଜାତାऽऽମରନାୟିକା ।
ଅମେୟାऽଶେଷପାପଘ୍ନ୍ୟକ୍ଷୟସାରସ୍ୱତପ୍ରଦା ॥ 87 ॥
[ ॐ ଜ୍ୟାଂ ହ୍ରୀଂ ଜୟ ଜୟ ଜଗନ୍ମାତଃ ଐଂ ୱଦ ୱଦ ୱାଗ୍ୱାଦିନୀ ସ୍ୱାହା ]
ଜୟା ଜୟଂତୀ ଜୟଦା ଜନ୍ମକର୍ମୱିୱର୍ଜିତା ।
ଜଗତ୍ପ୍ରିୟା ଜଗନ୍ମାତା ଜଗଦୀଶ୍ୱରୱଲ୍ଲଭା ॥ 88 ॥
ଜାତିର୍ଜୟା ଜିତାମିତ୍ରା ଜପ୍ୟା ଜପନକାରିଣୀ ।
ଜୀୱନୀ ଜୀୱନିଲୟା ଜୀୱାଖ୍ୟା ଜୀୱଧାରିଣୀ ॥ 89 ॥
ଜାହ୍ନୱୀ ଜ୍ୟା ଜପୱତୀ ଜାତିରୂପା ଜୟପ୍ରଦା ।
ଜନାର୍ଦନପ୍ରିୟକରୀ ଜୋଷନୀୟା ଜଗତ୍ସ୍ଥିତା ॥ 90 ॥
ଜଗଜ୍ଜ୍ୟେଷ୍ଠା ଜଗନ୍ମାୟା ଜୀୱନତ୍ରାଣକାରିଣୀ ।
ଜୀୱାତୁଲତିକା ଜୀୱଜନ୍ମୀ ଜନ୍ମନିବର୍ହଣୀ ॥ 91 ॥
ଜାଡ୍ୟୱିଧ୍ୱଂସନକରୀ ଜଗଦ୍ୟୋନିର୍ଜୟାତ୍ମିକା ।
ଜଗଦାନଂଦଜନନୀ ଜଂବୂଶ୍ଚ ଜଲଜେକ୍ଷଣା ॥ 92 ॥
ଜୟଂତୀ ଜଂଗପୂଗଘ୍ନୀ ଜନିତଜ୍ଞାନୱିଗ୍ରହା ।
ଜଟା ଜଟାୱତୀ ଜପ୍ୟା ଜପକର୍ତୃପ୍ରିୟଂକରୀ ॥ 93 ॥
ଜପକୃତ୍ପାପସଂହର୍ତ୍ରୀ ଜପକୃତ୍ଫଲଦାୟିନୀ ।
ଜପାପୁଷ୍ପସମପ୍ରଖ୍ୟା ଜପାକୁସୁମଧାରିଣୀ ॥ 94 ॥
ଜନନୀ ଜନ୍ମରହିତା ଜ୍ୟୋତିର୍ୱୃତ୍ୟଭିଦାୟିନୀ ।
ଜଟାଜୂଟନଚଂଦ୍ରାର୍ଧା ଜଗତ୍ସୃଷ୍ଟିକରୀ ତଥା ॥ 95 ॥
ଜଗତ୍ତ୍ରାଣକରୀ ଜାଡ୍ୟଧ୍ୱଂସକର୍ତ୍ରୀ ଜୟେଶ୍ୱରୀ ।
ଜଗଦ୍ବୀଜା ଜୟାୱାସା ଜନ୍ମଭୂର୍ଜନ୍ମନାଶିନୀ ॥ 96 ॥
ଜନ୍ମାଂତ୍ୟରହିତା ଜୈତ୍ରୀ ଜଗଦ୍ୟୋନିର୍ଜପାତ୍ମିକା ।
ଜୟଲକ୍ଷଣସଂପୂର୍ଣା ଜୟଦାନକୃତୋଦ୍ୟମା ॥ 97 ॥
ଜଂଭରାଦ୍ୟାଦିସଂସ୍ତୁତ୍ୟା ଜଂଭାରିଫଲଦାୟିନୀ ।
ଜଗତ୍ତ୍ରୟହିତା ଜ୍ୟେଷ୍ଠା ଜଗତ୍ତ୍ରୟୱଶଂକରୀ ॥ 98 ॥
ଜଗତ୍ତ୍ରୟାଂବା ଜଗତୀ ଜ୍ୱାଲା ଜ୍ୱାଲିତଲୋଚନା ।
ଜ୍ୱାଲିନୀ ଜ୍ୱଲନାଭାସା ଜ୍ୱଲଂତୀ ଜ୍ୱଲନାତ୍ମିକା ॥ 99 ॥
ଜିତାରାତିସୁରସ୍ତୁତ୍ୟା ଜିତକ୍ରୋଧା ଜିତେଂଦ୍ରିୟା ।
ଜରାମରଣଶୂନ୍ୟା ଚ ଜନିତ୍ରୀ ଜନ୍ମନାଶିନୀ ॥ 100 ॥
ଜଲଜାଭା ଜଲମୟୀ ଜଲଜାସନୱଲ୍ଲଭା ।
ଜଲଜସ୍ଥା ଜପାରାଧ୍ୟା ଜନମଂଗଲକାରିଣୀ ॥ 101 ॥
[ ଐଂ କ୍ଲୀଂ ସୌଃ କଲ୍ୟାଣୀ କାମଧାରିଣୀ ୱଦ ୱଦ ୱାଗ୍ୱାଦିନୀ ସ୍ୱାହା ]
କାମିନୀ କାମରୂପା ଚ କାମ୍ୟା କାମ୍ୟପ୍ରଦାୟିନୀ । [ କାମପ୍ରଦାୟିନୀ ]
କମୌଲୀ କାମଦା କର୍ତ୍ରୀ କ୍ରତୁକର୍ମଫଲପ୍ରଦା ॥ 102 ॥
କୃତଘ୍ନଘ୍ନୀ କ୍ରିୟାରୂପା କାର୍ୟକାରଣରୂପିଣୀ ।
କଂଜାକ୍ଷୀ କରୁଣାରୂପା କେୱଲାମରସେୱିତା ॥ 103 ॥
କଲ୍ୟାଣକାରିଣୀ କାଂତା କାଂତିଦା କାଂତିରୂପିଣୀ ।
କମଲା କମଲାୱାସା କମଲୋତ୍ପଲମାଲିନୀ ॥ 104 ॥
କୁମୁଦ୍ୱତୀ ଚ କଲ୍ୟାଣୀ କାଂତିଃ କାମେଶୱଲ୍ଲଭା । [ କାଂତା ]
କାମେଶ୍ୱରୀ କମଲିନୀ କାମଦା କାମବଂଧିନୀ ॥ 105 ॥
କାମଧେନୁଃ କାଂଚନାକ୍ଷୀ କାଂଚନାଭା କଲାନିଧିଃ ।
କ୍ରିୟା କୀର୍ତିକରୀ କୀର୍ତିଃ କ୍ରତୁଶ୍ରେଷ୍ଠା କୃତେଶ୍ୱରୀ ॥ 106 ॥
କ୍ରତୁସର୍ୱକ୍ରିୟାସ୍ତୁତ୍ୟା କ୍ରତୁକୃତ୍ପ୍ରିୟକାରିଣୀ ।
କ୍ଲେଶନାଶକରୀ କର୍ତ୍ରୀ କର୍ମଦା କର୍ମବଂଧିନୀ ॥ 107 ॥
କର୍ମବଂଧହରୀ କୃଷ୍ଟା କ୍ଲମଘ୍ନୀ କଂଜଲୋଚନା ।
କଂଦର୍ପଜନନୀ କାଂତା କରୁଣା କରୁଣାୱତୀ ॥ 108 ॥
କ୍ଲୀଂକାରିଣୀ କୃପାକାରା କୃପାସିଂଧୁଃ କୃପାୱତୀ ।
କରୁଣାର୍ଦ୍ରା କୀର୍ତିକରୀ କଲ୍ମଷଘ୍ନୀ କ୍ରିୟାକରୀ ॥ 109 ॥
କ୍ରିୟାଶକ୍ତିଃ କାମରୂପା କମଲୋତ୍ପଲଗଂଧିନୀ ।
କଲା କଲାୱତୀ କୂର୍ମୀ କୂଟସ୍ଥା କଂଜସଂସ୍ଥିତା ॥ 110 ॥
କାଲିକା କଲ୍ମଷଘ୍ନୀ ଚ କମନୀୟଜଟାନ୍ୱିତା ।
କରପଦ୍ମା କରାଭୀଷ୍ଟପ୍ରଦା କ୍ରତୁଫଲପ୍ରଦା ॥ 111 ॥
କୌଶିକୀ କୋଶଦା କାୱ୍ୟା କର୍ତ୍ରୀ କୋଶେଶ୍ୱରୀ କୃଶା । [ କନ୍ୟା ]
କୂର୍ମୟାନା କଲ୍ପଲତା କାଲକୂଟୱିନାଶିନୀ ॥ 112 ॥
କଲ୍ପୋଦ୍ୟାନୱତୀ କଲ୍ପୱନସ୍ଥା କଲ୍ପକାରିଣୀ ।
କଦଂବକୁସୁମାଭାସା କଦଂବକୁସୁମପ୍ରିୟା ॥ 113 ॥
କଦଂବୋଦ୍ୟାନମଧ୍ୟସ୍ଥା କୀର୍ତିଦା କୀର୍ତିଭୂଷଣା ।
କୁଲମାତା କୁଲାୱାସା କୁଲାଚାରପ୍ରିୟଂକରୀ ॥ 114 ॥
କୁଲନାଥା କାମକଲା କଲାନାଥା କଲେଶ୍ୱରୀ ।
କୁଂଦମଂଦାରପୁଷ୍ପାଭା କପର୍ଦସ୍ଥିତଚଂଦ୍ରିକା ॥ 115 ॥
କୱିତ୍ୱଦା କାମ୍ୟମାତା କୱିମାତା କଲାପ୍ରଦା । [କାୱ୍ୟମାତା]
[ ॐ ସୌଃ କ୍ଲୀଂ ଐଂ ତତୋ ୱଦ ୱଦ ୱାଗ୍ୱାଦିନୀ ସ୍ୱାହା ]
ତରୁଣୀ ତରୁଣୀତାତା ତାରାଧିପସମାନନା ॥ 116 ॥
ତୃପ୍ତିସ୍ତୃପ୍ତିପ୍ରଦା ତର୍କ୍ୟା ତପନୀ ତାପିନୀ ତଥା ।
ତର୍ପଣୀ ତୀର୍ଥରୂପା ଚ ତ୍ରିପଦା ତ୍ରିଦଶେଶ୍ୱରୀ ॥ 117 ॥ [ ତ୍ରିଦଶା ]
ତ୍ରିଦିୱେଶୀ ତ୍ରିଜନନୀ ତ୍ରିମାତା ତ୍ର୍ୟଂବକେଶ୍ୱରୀ ।
ତ୍ରିପୁରା ତ୍ରିପୁରେଶାନୀ ତ୍ର୍ୟଂବକା ତ୍ରିପୁରାଂବିକା ॥ 118 ॥
ତ୍ରିପୁରଶ୍ରୀସ୍ତ୍ରୟୀରୂପା ତ୍ରୟୀୱେଦ୍ୟା ତ୍ରୟୀଶ୍ୱରୀ ।
ତ୍ରୟ୍ୟଂତୱେଦିନୀ ତାମ୍ରା ତାପତ୍ରିତୟହାରିଣୀ ॥ 119 ॥
ତମାଲସଦୃଶୀ ତ୍ରାତା ତରୁଣାଦିତ୍ୟସନ୍ନିଭା ।
ତ୍ରୈଲୋକ୍ୟୱ୍ୟାପିନୀ ତୃପ୍ତା ତୃପ୍ତିକୃତ୍ତତ୍ତ୍ୱରୂପିଣୀ ॥ 120 ॥
ତୁର୍ୟା ତ୍ରୈଲୋକ୍ୟସଂସ୍ତୁତ୍ୟା ତ୍ରିଗୁଣା ତ୍ରିଗୁଣେଶ୍ୱରୀ ।
ତ୍ରିପୁରଘ୍ନୀ ତ୍ରିମାତା ଚ ତ୍ର୍ୟଂବକା ତ୍ରିଗୁଣାନ୍ୱିତା ॥ 121 ॥
ତୃଷ୍ଣାଚ୍ଛେଦକରୀ ତୃପ୍ତା ତୀକ୍ଷ୍ଣା ତୀକ୍ଷ୍ଣସ୍ୱରୂପିଣୀ ।
ତୁଲା ତୁଲାଦିରହିତା ତତ୍ତଦ୍ବ୍ରହ୍ମସ୍ୱରୂପିଣୀ ॥ 122 ॥
ତ୍ରାଣକର୍ତ୍ରୀ ତ୍ରିପାପଘ୍ନୀ ତ୍ରିଦଶା ତ୍ରିଦଶାନ୍ୱିତା ।
ତଥ୍ୟା ତ୍ରିଶକ୍ତିସ୍ତ୍ରିପଦା ତୁର୍ୟା ତ୍ରୈଲୋକ୍ୟସୁଂଦରୀ ॥ 123 ॥
ତେଜସ୍କରୀ ତ୍ରିମୂର୍ତ୍ୟାଦ୍ୟା ତେଜୋରୂପା ତ୍ରିଧାମତା ।
ତ୍ରିଚକ୍ରକର୍ତ୍ରୀ ତ୍ରିଭଗା ତୁର୍ୟାତୀତଫଲପ୍ରଦା ॥ 124 ॥
ତେଜସ୍ୱିନୀ ତାପହାରୀ ତାପୋପପ୍ଲୱନାଶିନୀ ।
ତେଜୋଗର୍ଭା ତପସ୍ସାରା ତ୍ରିପୁରାରିପ୍ରିୟଂକରୀ ॥ 125 ॥
ତନ୍ୱୀ ତାପସସଂତୁଷ୍ଟା ତପନାଂଗଜଭୀତିନୁତ୍ ।
ତ୍ରିଲୋଚନା ତ୍ରିମାର୍ଗା ଚ ତୃତୀୟା ତ୍ରିଦଶସ୍ତୁତା ॥ 126 ॥
ତ୍ରିସୁଂଦରୀ ତ୍ରିପଥଗା ତୁରୀୟପଦଦାୟିନୀ ।
[ ॐ ହ୍ରୀଂ ଶ୍ରୀଂ କ୍ଲୀଂ ଐଂ ନମଶ୍ଶୁଦ୍ଧଫଲଦେ ଐଂ ୱଦ ୱଦ ୱାଗ୍ୱାଦିନୀ ସ୍ୱାହା ]
ଶୁଭା ଶୁଭାୱତୀ ଶାଂତା ଶାଂତିଦା ଶୁଭଦାୟିନୀ ॥ 127 ॥
ଶୀତଲା ଶୂଲିନୀ ଶୀତା ଶ୍ରୀମତୀ ଚ ଶୁଭାନ୍ୱିତା ।
[ ॐ ଐଂ ୟାଂ ୟୀଂ ୟୂଂ ୟୈଂ ୟୌଂ ୟଃ ଐଂ ୱଦ ୱଦ ୱାଗ୍ୱାଦିନୀ ସ୍ୱାହା ]
ୟୋଗସିଦ୍ଧିପ୍ରଦା ୟୋଗ୍ୟା ୟଜ୍ଞେନପରିପୂରିତା ॥ 128 ॥
ୟଜ୍ଞା ୟଜ୍ଞମୟୀ ୟକ୍ଷୀ ୟକ୍ଷିଣୀ ୟକ୍ଷିୱଲ୍ଲଭା ।
ୟଜ୍ଞପ୍ରିୟା ୟଜ୍ଞପୂଜ୍ୟା ୟଜ୍ଞତୁଷ୍ଟା ୟମସ୍ତୁତା ॥ 129 ॥
ୟାମିନୀୟପ୍ରଭା ୟାମ୍ୟା ୟଜନୀୟା ୟଶସ୍କରୀ ।
ୟଜ୍ଞକର୍ତ୍ରୀ ୟଜ୍ଞରୂପା ୟଶୋଦା ୟଜ୍ଞସଂସ୍ତୁତା ॥ 130 ॥
ୟଜ୍ଞେଶୀ ୟଜ୍ଞଫଲଦା ୟୋଗୟୋନିର୍ୟଜୁସ୍ସ୍ତୁତା ।
ୟମିସେୱ୍ୟା ୟମାରାଧ୍ୟା ୟମିପୂଜ୍ୟା ୟମୀଶ୍ୱରୀ ॥ 131 ॥
ୟୋଗିନୀ ୟୋଗରୂପା ଚ ୟୋଗକର୍ତୃପ୍ରିୟଂକରୀ ।
ୟୋଗୟୁକ୍ତା ୟୋଗମୟୀ ୟୋଗୟୋଗୀଶ୍ୱରାଂବିକା ॥ 132 ॥
ୟୋଗଜ୍ଞାନମୟୀ ୟୋନିର୍ୟମାଦ୍ୟଷ୍ଟାଂଗୟୋଗତା ।
ୟଂତ୍ରିତାଘୌଘସଂହାରା ୟମଲୋକନିୱାରିଣୀ ॥ 133 ॥
ୟଷ୍ଟିୱ୍ୟଷ୍ଟୀଶସଂସ୍ତୁତ୍ୟା ୟମାଦ୍ୟଷ୍ଟାଂଗୟୋଗୟୁକ୍ ।
ୟୋଗୀଶ୍ୱରୀ ୟୋଗମାତା ୟୋଗସିଦ୍ଧା ଚ ୟୋଗଦା ॥ 134 ॥
ୟୋଗାରୂଢା ୟୋଗମୟୀ ୟୋଗରୂପା ୟୱୀୟସୀ ।
ୟଂତ୍ରରୂପା ଚ ୟଂତ୍ରସ୍ଥା ୟଂତ୍ରପୂଜ୍ୟା ଚ ୟଂତ୍ରିକା ॥ 135 ॥ [ ୟଂତ୍ରିତା ]
ୟୁଗକର୍ତ୍ରୀ ୟୁଗମୟୀ ୟୁଗଧର୍ମୱିୱର୍ଜିତା ।
ୟମୁନା ୟାମିନୀ ୟାମ୍ୟା ୟମୁନାଜଲମଧ୍ୟଗା ॥ 136 ॥ [ ୟମିନୀ ]
ୟାତାୟାତପ୍ରଶମନୀ ୟାତନାନାଂନିକୃଂତନୀ ।
ୟୋଗାୱାସା ୟୋଗିୱଂଦ୍ୟା ୟତ୍ତଚ୍ଛବ୍ଦସ୍ୱରୂପିଣୀ ॥ 137 ॥
ୟୋଗକ୍ଷେମମୟୀ ୟଂତ୍ରା ୟାୱଦକ୍ଷରମାତୃକା ।
ୟାୱତ୍ପଦମୟୀ ୟାୱଚ୍ଛବ୍ଦରୂପା ୟଥେଶ୍ୱରୀ ॥ 138 ॥
ୟତ୍ତଦୀୟା ୟକ୍ଷୱଂଦ୍ୟା ୟଦ୍ୱିଦ୍ୟା ୟତିସଂସ୍ତୁତା ।
ୟାୱଦ୍ୱିଦ୍ୟାମୟୀ ୟାୱଦ୍ୱିଦ୍ୟାବୃଂଦସୁୱଂଦିତା ॥ 139 ॥
ୟୋଗିହୃତ୍ପଦ୍ମନିଲୟା ୟୋଗିୱର୍ୟପ୍ରିୟଂକରୀ ।
ୟୋଗିୱଂଦ୍ୟା ୟୋଗିମାତା ୟୋଗୀଶଫଲଦାୟିନୀ ॥ 140 ॥
ୟକ୍ଷୱଂଦ୍ୟା ୟକ୍ଷପୂଜ୍ୟା ୟକ୍ଷରାଜସୁପୂଜିତା ।
ୟଜ୍ଞରୂପା ୟଜ୍ଞତୁଷ୍ଟା ୟାୟଜୂକସ୍ୱରୂପିଣୀ ॥ 141 ॥
ୟଂତ୍ରାରାଧ୍ୟା ୟଂତ୍ରମଧ୍ୟା ୟଂତ୍ରକର୍ତୃପ୍ରିୟଂକରୀ ।
ୟଂତ୍ରାରୂଢା ୟଂତ୍ରପୂଜ୍ୟା ୟୋଗିଧ୍ୟାନପରାୟଣା ॥ 142 ॥
ୟଜନୀୟା ୟମସ୍ତୁତ୍ୟା ୟୋଗୟୁକ୍ତା ୟଶସ୍କରୀ ।
ୟୋଗବଦ୍ଧା ୟତିସ୍ତୁତ୍ୟା ୟୋଗଜ୍ଞା ୟୋଗନାୟକୀ ॥ 143 ॥
ୟୋଗିଜ୍ଞାନପ୍ରଦା ୟକ୍ଷୀ ୟମବାଧାୱିନାଶିନୀ ।
ୟୋଗିକାମ୍ୟପ୍ରଦାତ୍ରୀ ଚ ୟୋଗିମୋକ୍ଷପ୍ରଦାୟିନୀ ॥ 144 ॥
ଫଲଶ୍ରୁତିଃ
ଇତି ନାମ୍ନାଂ ସରସ୍ୱତ୍ୟାଃ ସହସ୍ରଂ ସମୁଦୀରିତମ୍ ।
ମଂତ୍ରାତ୍ମକଂ ମହାଗୋପ୍ୟଂ ମହାସାରସ୍ୱତପ୍ରଦମ୍ ॥ 1 ॥
ୟଃ ପଠେଚ୍ଛୃଣୁୟାଦ୍ଭକ୍ତ୍ୟାତ୍ତ୍ରିକାଲଂ ସାଧକଃ ପୁମାନ୍ ।
ସର୍ୱୱିଦ୍ୟାନିଧିଃ ସାକ୍ଷାତ୍ ସ ଏୱ ଭୱତି ଧ୍ରୁୱମ୍ ॥ 2 ॥
ଲଭତେ ସଂପଦଃ ସର୍ୱାଃ ପୁତ୍ରପୌତ୍ରାଦିସଂୟୁତାଃ ।
ମୂକୋऽପି ସର୍ୱୱିଦ୍ୟାସୁ ଚତୁର୍ମୁଖ ଇୱାପରଃ ॥ 3 ॥
ଭୂତ୍ୱା ପ୍ରାପ୍ନୋତି ସାନ୍ନିଧ୍ୟଂ ଅଂତେ ଧାତୁର୍ମୁନୀଶ୍ୱର ।
ସର୍ୱମଂତ୍ରମୟଂ ସର୍ୱୱିଦ୍ୟାମାନଫଲପ୍ରଦମ୍ ॥ 4 ॥
ମହାକୱିତ୍ୱଦଂ ପୁଂସାଂ ମହାସିଦ୍ଧିପ୍ରଦାୟକମ୍ ।
କସ୍ମୈ ଚିନ୍ନ ପ୍ରଦାତୱ୍ୟଂ ପ୍ରାଣୈଃ କଂଠଗତୈରପି ॥ 5 ॥
ମହାରହସ୍ୟଂ ସତତଂ ୱାଣୀନାମସହସ୍ରକମ୍ ।
ସୁସିଦ୍ଧମସ୍ମଦାଦୀନାଂ ସ୍ତୋତ୍ରଂ ତେ ସମୁଦୀରିତମ୍ ॥ 6 ॥
ଇତି ଶ୍ରୀସ୍କାଂଦପୁରାଣାଂତର୍ଗତ ଶ୍ରୀସନତ୍କୁମାର ସଂହିତାୟାଂ ନାରଦ ସନତ୍କୁମାର ସଂୱାଦେ ଶ୍ରୀ ସରସ୍ୱତୀ ସହସ୍ରନାମ ସ୍ତୋତ୍ରଂ ସଂପୂର୍ଣମ୍ ॥
🌸 ଶ୍ରୀ ସରସ୍ୱତୀ ସହସ୍ରନାମ ସ୍ତୋତ୍ରମ୍: ପାଠ ବିଧି, ସମୟ ଏବଂ ମାହାତ୍ମ୍ୟ 🌸
ସନାତନ ଧର୍ମରେ ମା’ ସରସ୍ୱତୀ ହେଉଛନ୍ତି ବୁଦ୍ଧି, ବିଦ୍ୟା, କଳା ଏବଂ ବାଣୀର ଅଧିଷ୍ଠାତ୍ରୀ ଦେବୀ। ସ୍କନ୍ଦ ପୁରାଣର ସନତ୍କୁମାର ସଂହିତାରେ ବର୍ଣ୍ଣିତ 'ଶ୍ରୀ ସରସ୍ୱତୀ ସହସ୍ରନାମ ସ୍ତୋତ୍ରମ୍' ଏକ ଅତି ଗୁପ୍ତ ଏବଂ ପ୍ରଭାବଶାଳୀ ସ୍ତୁତି। ଯେତେବେଳେ ସୃଷ୍ଟିକର୍ତ୍ତା ବ୍ରହ୍ମା ସୃଷ୍ଟି କରିବା ପରେ ଜଗତକୁ ଶବ୍ଦହୀନ ଓ ଜଡ଼ ଅନୁଭବ କଲେ, ସେତେବେଳେ ମା’ ସରସ୍ୱତୀଙ୍କ ଏହି ହଜାରେ ନାମ ଦ୍ୱାରା ହିଁ ସମଗ୍ର ସୃଷ୍ଟିରେ ବାଣୀ ଓ ଚେତନାର ସଞ୍ଚାର ହୋଇଥିଲା।
ଆସନ୍ତୁ ଜାଣିବା ଏହି ଦିବ୍ୟ ସ୍ତୋତ୍ରର ପାଠ କରିବା ଶୈଳୀ ଓ ଏହାର ଫଳାଫଳ ବିଷୟରେ:
⏰ ପାଠ କରିବାର ସର୍ବୋତ୍ତମ ସମୟ (Right Time)
ଏହି ସ୍ତୋତ୍ରର ପୂର୍ଣ୍ଣ ଶକ୍ତିକୁ ଜାଗ୍ରତ କରିବା ପାଇଁ ଏକ ନିର୍ଦ୍ଦିଷ୍ଟ ସମୟରେ ପାଠ କରିବା ଉଚିତ୍:
ବ୍ରାହ୍ମ ମୁହୂର୍ତ୍ତ: ସୂର୍ଯ୍ୟୋଦୟର ପ୍ରାୟ ଦେଢ଼ ଘଣ୍ଟା ପୂର୍ବରୁ (ସକାଳ ୪:୦୦ ରୁ ୫:୩୦) ପାଠ କରିବା ସବୁଠାରୁ ଶ୍ରେଷ୍ଠ, କାରଣ ଏହି ସମୟରେ ମସ୍ତିଷ୍କର ଗ୍ରହଣ ଶକ୍ତି ସର୍ବାଧିକ ଥାଏ।
ଶୁକ୍ଳ ପକ୍ଷ ପଞ୍ଚମୀ: ପ୍ରତି ମାସର ଶୁକ୍ଳ ପଞ୍ଚମୀ ତିଥି କିମ୍ବା ବସନ୍ତ ପଞ୍ଚମୀ ଦିନ ଏହାର ପାଠ ବିଶେଷ ଫଳଦାୟୀ।
ଗୁରୁବାର: ବିଦ୍ୟା ପ୍ରାପ୍ତି ପାଇଁ ଗୁରୁବାର ଦିନ ଏହାକୁ ପାଠ କରାଯାଇପାରେ।
ତ୍ରିକାଳ ସଂଧ୍ୟା: ସକାଳ, ମଧ୍ୟାହ୍ନ ଏବଂ ସନ୍ଧ୍ୟା - ଏହି ତିନି ସମୟରେ ପାଠ କଲେ ସାଧକ 'ସର୍ବବିଦ୍ୟାନିଧି' ହୋଇଥାଏ।
🪔 ପାଠ କରିବାର ବିଧି (Rituals)
ଶାସ୍ତ୍ର ଅନୁସାରେ ଏହି ସହସ୍ରନାମକୁ ନିମ୍ନଲିଖିତ ବିଧିରେ ପାଠ କରନ୍ତୁ:
ଶୌଚ ଓ ବେଶ: ସ୍ନାନ କରି ଶୁଦ୍ଧ ଚିତ୍ତରେ ଶ୍ୱେତ (ଧଳା) ବସ୍ତ୍ର ପରିଧାନ କରନ୍ତୁ। ଧଳା ରଙ୍ଗ ମା’ଙ୍କର ଅତି ପ୍ରିୟ।
ଆସନ: ଉତ୍ତର କିମ୍ବା ପୂର୍ବ ଦିଗକୁ ମୁହଁ କରି କୁଶ ଆସନ ବା କମ୍ବଳ ଆସନରେ ବସନ୍ତୁ।
ଧ୍ୟାନ: ପାଠ ଆରମ୍ଭ କରିବା ପୂର୍ବରୁ "ଶ୍ରୀମଚ୍ଚଂଦନଚର୍ଚିତୋଜ୍ଜ୍ୱଲୱପୁଃ..." ଶ୍ଳୋକ ପଢ଼ି ମା’ଙ୍କର ଦିବ୍ୟ ରୂପକୁ ମନେ ମନେ ଧ୍ୟାନ କରନ୍ତୁ।
ସଂକଳ୍ପ: ହାତରେ ସାମାନ୍ୟ ଜଳ ଓ ଫୁଲ ନେଇ ନିଜର ମନୋକାମନା (ଯଥା: ବିଦ୍ୟା, ସ୍ମରଣ ଶକ୍ତି ବା ବାକ୍ ସିଦ୍ଧି) ଜଣାଇ ପାଠ ଆରମ୍ଭ କରନ୍ତୁ।
ଅଖଣ୍ଡ ଦୀପ: ପାଠ ସମୟରେ ମା’ଙ୍କ ସମ୍ମୁଖରେ ଗିଅ ଦୀପଟିଏ ଜଳୁଥିବା ଆବଶ୍ୟକ।
✨ ସରସ୍ୱତୀ ସହସ୍ରନାମ ପାଠର ଫଳାଫଳ (Phalaphala)
ଏହି ସ୍ତୋତ୍ରର 'ଫଳଶ୍ରୁତି' ଅଂଶରେ ଏହାର ଅଲୌକିକ ଫାଇଦା ବିଷୟରେ ବର୍ଣ୍ଣନା କରାଯାଇଛି:
ମୂକୋଽପି ସର୍ବବିଦ୍ୟାସୁ: ଜଣେ ମୂକ (ବାକ୍ଶକ୍ତି ହୀନ) ବ୍ୟକ୍ତି ମଧ୍ୟ ଏହାର ପାଠ ଦ୍ୱାରା ଚତୁର୍ମୁଖ ବ୍ରହ୍ମାଙ୍କ ପରି ଜ୍ଞାନୀ ଓ ବକ୍ତା ହୋଇପାରେ।
ମହାକବିତ୍ୱ ପ୍ରଦାୟକ: ଯେଉଁମାନେ ସାହିତ୍ୟ, କଳା କିମ୍ବା ଲେଖନ କ୍ଷେତ୍ରରେ ଅଛନ୍ତି, ସେମାନଙ୍କୁ ଏହା ଅଦ୍ଭୁତ ସୃଜନଶୀଳତା ପ୍ରଦାନ କରେ।
ସର୍ବପାପ ପ୍ରଶମନ: ଏହାର ନିୟମିତ ପାଠ ଦ୍ୱାରା ବ୍ୟକ୍ତିର ସମସ୍ତ ପାପ ସମୂହ ନଷ୍ଟ ହୋଇଯାଏ ଏବଂ ମନ ଶୁଦ୍ଧ ହୁଏ।
ସମ୍ପତ୍ତି ଓ ସୌଭାଗ୍ୟ: କେବଳ ବିଦ୍ୟା ନୁହେଁ, ଏହା ପୁତ୍ର-ପୌତ୍ରାଦି ସୁଖ ଏବଂ ସମସ୍ତ ପ୍ରକାର ସମ୍ପଦ ପ୍ରଦାନ କରିଥାଏ।
ସାନ୍ନିଧ୍ୟ ପ୍ରାପ୍ତି: ଜୀବନର ଶେଷରେ ସାଧକ ବ୍ରହ୍ମଲୋକ ପ୍ରାପ୍ତ ହୁଏ ଏବଂ ଦେବୀଙ୍କ ସାନ୍ନିଧ୍ୟ ଲାଭ କରେ।
⚠️ ବିଶେଷ ସୂଚନା (Technical Note on Pronunciation)
ଏହି ସ୍ତୋତ୍ରରେ ସଂସ୍କୃତ ମୂଳ ଶବ୍ଦର ଶୁଦ୍ଧତା ରକ୍ଷା ପାଇଁ 'ୱ' (Va) ଅକ୍ଷର ବ୍ୟବହାର କରାଯାଇଛି। ଓଡ଼ିଆରେ ପାଠ କରିବା ସମୟରେ ଆମେ ସାଧାରଣତଃ ଏହାକୁ 'ବ' (Ba) ଭାବେ ଉଚ୍ଚାରଣ କରୁ (ଉଦାହରଣ: 'ୱାଗ୍ଦେୱୀ' ପରିବର୍ତ୍ତେ 'ବାଗ୍ଦେବୀ')। ଆପଣ ଶାସ୍ତ୍ରୀୟ ନିୟମ ଅନୁସାରେ ଶୁଦ୍ଧ ରୂପେ ଏହାକୁ ଉଚ୍ଚାରଣ କରିବାକୁ ଚେଷ୍ଟା କରନ୍ତୁ।
