କଳ୍ପଦ୍ରୁମ (ଦ୍ୱିତୀୟ ଭାଗ)
ପୁରୁଷ ଆଶୀର୍ବାଦ
ବେଦୋକ୍ତ ମନ୍ତ୍ରାର୍ଥାଃ ସିଦ୍ଧୟଃ ସନ୍ତୁ, ପୂର୍ଣାସନ୍ତୁ ମନୋରଥାଃ
ଶତ୍ରୁଣାଂ ବୃଦ୍ଧି ନାଶୋଽସ୍ତୁ, ମିତ୍ରାଣା ମୁଦୟସ୍ତବ
ଅବ୍ୟାଧୀନା ଶaରୀରେଣ, ମନସା ଚ ନିରାଧନା
ପୂରୟ ନ୍ମର୍ଥିନାମାଶାଃ, ତ୍ଵଂ ଜୀବ ଶରଦାଂ ଶତଂ
ଦୀର୍ଘାୟୁର ପ୍ରତିହତ, ବଳବୀର୍ଯ୍ୟ ସମନ୍ଵିତଃ
ପୁତ୍ର ପୌତ୍ରୈ ଧନୈଶ୍ଚର୍ଯ୍ୟ, ଯୁକ୍ତାଭବ ଦ୍ଵିଜୋତ୍ତମ |
ସ୍ୱାସ୍ଥ୍ୟସ୍ତୁତେ କୁଶଳମସ୍ତୁ, ଚିରାୟୁରସ୍ତୁ ଗୋହସ୍ତୀ ବାଜି ଧନଧାନ୍ୟ
ସମୃଦ୍ଧିରସ୍ତୁ ଐଶ୍ବର୍ଯ୍ୟମସ୍ତୁ, ବିଜୟୋଽସ୍ତୁ, ରିପୁକ୍ଷୟୋଽସ୍ତୁ, ସତତଂ ହରି
ଭକ୍ତି ରସ୍ତୁ, ଶ୍ରୀନୀଳାଚଳସ୍ଥୋ ଭଗବାନ୍ ନାରାୟଶଃ ସୁପ୍ରସନ୍ନ ବରଦୋଽସ୍ତୁ ।
ଧନଂ ଧାନ୍ୟ ଧରାଂ ଧର୍ମ, କୀର୍ତ୍ତିମାୟୁ ର୍ଯଶଃ ଶ୍ରିୟଂ
ତୁରଗାନ୍ ଦନ୍ତିନଃ ପୁତ୍ରାନ, ମହାଲକ୍ଷ୍ମୀ ପ୍ରୟଚ୍ଛତୁ ।
ସ୍କନ୍ଧୟୋ ର୍ଲକ୍ଷ୍ମୀ ରନପାୟିନୀ ଭବତୁ, ଦେବ ବ୍ରାହ୍ମଣେ ନିଶ୍ଚଳା ଭକ୍ତିରସ୍ତୁ ।
ଅଷ୍ଟୋତ୍ତର ଶତ ସମ୍ବତ୍ସର ଜୀବିତାସ୍ତୁ, ସର୍ବେ ନବଗ୍ରହାଃ ଏକାଦଶସ୍ଥା ଫଳଦା ଭବନ୍ତୁ ।
ମାର୍କଣ୍ଡେୟ ଚିରଜୀବିତୋଽସ୍ତୁ, ସର୍ବାରିଷ୍ଟ ଶାନ୍ତରସ୍ତୁ ।
ସ୍ତ୍ରୀ ଆଶୀର୍ବାଦ
ସ୍ତ୍ରୀଣାଂ ଅକ୍ଷତ ଅଭିମନ୍ତ୍ରଣ –
ଓଁ ଶ୍ରୀଶ୍ଚତେ ଲକ୍ଷ୍ମୀଶ୍ଚ ପତ୍ନ୍ୟା ଅହୋରାତ୍ରେ
ପାର୍ଶ୍ୱେ ନକ୍ଷତ୍ରାଣି ରୂପ ମଶ୍ଚିନୌ ବ୍ୟାତ୍ତଂ ଇଷ୍ଣନ୍ନିଷାଣା ମୁମ୍ମୟିଷାଣା ସର୍ବଲୋକଂ ମଇଷାଣ ।
ଆଶୀର୍ବାଦ –
ଅବିଧବା ଭୁବି ବର୍ଷାଣି, ସତଂ ସାଗ୍ରଂ ତୁ ସୁବ୍ରତା ।
ତେଜସ୍ବିନୀ ଯଶସ୍ଵିନୀ, ଧର୍ମପତ୍ନୀ ପତିବ୍ରତା ।
ଜନୟେଦ୍ ବହୁ ପୁତାଂଶ୍ଚ ମାଚ ଦୁଃଖଂ ଲଭେତ୍ କ୍ଵଚିତ୍ ।
ଭର୍ତ୍ତାତେସୋମପା ନିତ୍ୟଂ । ନିତ୍ୟ, ଭବେଦ୍ଧର୍ମ ପରାୟଣଃ ।
ଆଶୀର୍ବାଦ ମନ୍ତ୍ର
ସର୍ବେ ସନ୍ତୁ ନିରାମୟାଃ।
ସର୍ବେ ଭଦ୍ରାଣି ପଶ୍ୟନ୍ତୁ।
ମା କଶ୍ଚିତ୍ ଦୁଃଖଭାଗ୍ ଭବେତ୍॥
ଓଁ ଶାନ୍ତିଃ ଶାନ୍ତିଃ ଶାନ୍ତିଃ॥
ଏହା ହେଉଛି "ସ୍ୱସ୍ତି ମନ୍ତ୍ର" ନାମକ ଆଶୀର୍ବାଦ ମନ୍ତ୍ର। ଏହା ଯଜୁର୍ବେଦରୁ ଉତ୍ପନ୍ନ ଏବଂ ଶୁଭକାମନା ଏବଂ ଆଶୀର୍ବାଦ ପାଇଁ ବ୍ୟବହୃତ ହୁଏ।
ସ୍ୱସ୍ତି ମନ୍ତ୍ର (ସଂସ୍କୃତରେ ସମ୍ପୂର୍ଣ୍ଣ ପଦ)
ଏହି ମନ୍ତ୍ରର ଅର୍ଥ ହେଉଛି ଇନ୍ଦ୍ର, ପୁଷା, ଗରୁଡ଼ (ତାର୍କ୍ଷ୍ୟ), ଏବଂ ବୃହସ୍ପତି ଆମକୁ
କଲ୍ୟାଣ ଏବଂ ଶୁଭତା ପ୍ରଦାନ କରନ୍ତୁ। ଏହି ମନ୍ତ୍ରଟି ବିଶେଷ ଭାବରେ କଲ୍ୟାଣ ,
ସୁଖ, ଶାନ୍ତି ଏବଂ ସମୃଦ୍ଧି ପାଇଁ ପ୍ରାର୍ଥନା କରିବା ପାଇଁ ବୋଲା ଯାଇଥାଏ ।
ଏହାକୁ ସ୍ୱାସ୍ଥ୍ୟ, ଦୀର୍ଘାୟୁ ଏବଂ ସମୃଦ୍ଧି କାମନା କରିବା ପାଇଁ ବ୍ୟବହାର କରାଯାଏ।
ଆଶୀର୍ବାଦ ମନ୍ତ୍ର (ସଂସ୍କୃତରେ ସମ୍ପୂର୍ଣ୍ଣ ପଦ୍ୟ)
