ପ୍ରକୃତି କେତେ ପ୍ରକାର ଗୁଣ Prakruti Odia Lyrics

ABOUT INTEX
0
☀️ ପ୍ରକୃତି ☀️
ପାଞ୍ଚ ଜ୍ଞାନେନ୍ଦ୍ରିୟ 
ପାଞ୍ଚ କର୍ମେନ୍ଦ୍ରିୟ 
ପାଞ୍ଚ ଅନ୍ତର୍ବାୟୁ 
ପାଞ୍ଚ ଇନ୍ଦ୍ରିୟ 
________________
୨୦+ ମନ, ବୁଦ୍ଧି, ଅହଙ୍କାର, ଚିତ୍ତ 
_________________________
୨୪_ ପ୍ରକୃତି _ ବ୍ରହ୍ମଜ୍ଞ ପୁରୁଷ ମାନଙ୍କର ବଚନ ।
କିନ୍ତୁ ଗବେଷଣାତ୍ମକ ସିଦ୍ଧାନ୍ତ ଅନୁସାରେ 
ପୂର୍ବୋକ୍ତ ୨୪ ପ୍ରକୃତି+ ପଞ୍ଚ ଭୂତ, ଶରୀର ତ୍ରୟ , ଅବସ୍ଥା ତ୍ର ୟ ଓ ଆତ୍ମା _ ଏହିପରି ୩୬ ତତ୍ତ୍ଵ ଜଣା ପଡ଼େ ।
ଭାବ ପଦାର୍ଥ ରେ ୬ ପ୍ରକାର ବିକାର ଅଛି _ ବିଦ୍ୟମାନ, ଜନ୍ମ, ବୃଦ୍ଧି, ପରିଣାମ, କ୍ଷ ୟ, ବିନାଶ ।
ଉର୍ମି ୬ଟି ଅଛି _ ଭୋଜନ ଇଛା, ପିପାସା, ଶୋକ, ମୋହ, ଜରା, ମରଣ ।
ନିବୋଧ ୫_ ଚର୍ମ, ରକ୍ତ, ମାଂସ, ମେଦ, ମଜ୍ଜା, ଅସ୍ଥି 
ଅନ୍ତଃ ଶତ୍ରୁ ୬_ କାମ, କ୍ରୋଧ, ଲୋଭ, ମୋହ, ମଦ, ମାତ୍ସର୍ୟ 
ଜୀବ ୩ଅଂଶ _ ବିଶ୍ଵ, ତେଜସ, ପ୍ରାଜ୍ଞ 
ଗୁଣ ୩_ ସତ୍ତ୍ଵ, ରଜ, ତ ମ 
କର୍ମ ୩_ ପ୍ରାରବ୍ଧ, ଇହ, ଭବିଷ୍ୟତ 
ରୂପକ ଚାରି _ ମୁଦି ତା, କରୁଣା, ମୈତ୍ରୀ, ଉପେକ୍ଷା 
ଏହିପରି ପ୍ରାକୃତିକ ଉପହାର ପରମ ବ୍ରହ୍ମ ଆମକୁ ପ୍ରଦାନ କରିଛନ୍ତି 
ଶାସ୍ତ୍ର ଅନୁମୋଦିତ ଜ୍ଞାନ ଆମର ପୂର୍ବଜ ମାନଙ୍କର ଗବେଷଣାତ୍ମକ ଦର୍ଶନ 
ଏହି ତତ୍ତ୍ଵ ବିଚାର ସମନ୍ଧ ରେ ୬ଜଣ ଭାରତରେ ସର୍ବ ପ୍ରଥମେ ଅଭିମତ ପ୍ରଦାନ୍ କରିଥିଲେ ।
ଦର୍ଶନ କାର _
୧_ଗୌତମ ପ୍ରଣୀତ _ ନ୍ୟାୟ 
୨_ କଣାଦ ପ୍ରଣୀତ _ ବୈଶେଶିକ 
୩_ କପିଳ ପ୍ରଣୀତ _ ସାଂଖ୍ୟ 
୪_ ପାତାଞ୍ଜଲ୍ _ ଯୋଗ ସାଂଖ୍ୟ 
୫_ ଜୈମିନି _ ପୂର୍ବ ମୀମାଂସା 
୬_ ବ୍ୟାସ _ ଉତ୍ତର ମୀମାଂସା/ ବେଦାନ୍ତ ।
〰️〰️〰️♦️〰️〰️〰️

एक टिप्पणी भेजें

0 टिप्पणियाँ

एक टिप्पणी भेजें (0)
6/related/default