ଓଁ କୁ ସୃଷ୍ଟିର ଆଧାର କୁହାଯାଏ
ଓଁ - ପ୍ରଣବ, ନାଦବ୍ରହ୍ମ, ଶବ୍ଦ ବ୍ରହ୍ମ
ପାଞ୍ଚୋଟି ମାତ୍ରା - ଅ - ଉ - ମ - ନାଦ - ବିନ୍ଦୁ
ପଚାଶ ଗୋଟି କଳା
ଅ - ଦଶ କଳା
ଉ - ଦଶ କଳା
ମ - ଦଶ କଳା
ବି ନ୍ଦୁ - ଚାରି କଳା
ନାଦ - ଷୋଳକଳା
---------------------
ପଚାଶ କଳା
ଅ ଠାରୁ ନାଦ ପର୍ଯ୍ୟନ୍ତ -
ସୃଷ୍ଟି , ସ୍ପୃଦ୍ଧି , ସ୍ମୃତି , ମେଧା , କାନ୍ତି , ଲକ୍ଷ୍ମୀ , ଧୃତି , ସ୍ଥିରା , ସ୍ଥିତି , ସିଦ୍ଧି, ଜରା, ପାଲିନି , ଶାନ୍ତି , ଐଶ୍ୱରୀ , ରାତ୍ରି , କାମିକା , ବରଦା , ହ୍ଳା ଦିନି , ପ୍ରୀତି , ଦୀର୍ଘ, ତିକ୍ଷ୍ମା, ରୌଦ୍ରା , ମାୟା, ନିଦ୍ରା, ତନ୍ଦ୍ରା , କ୍ଷୁଧା , କ୍ରୋଧିନି, କ୍ରିୟା, ଉତ୍କା ରିକା, ମୃତ୍ୟୁ, ପୀତା , ଶ୍ୱେତ, ଅରୁଣା, ଗୌରୀ, ନିବୃତ୍ତି, ପ୍ରତିଷ୍ଠା, ବିଦ୍ୟା, ଶାନ୍ତି, ରାଧିକା, ଦୀପିକା, ରୋଚିକା, ମୋଚିକା, ସୁକ୍ଷ୍ମା, ଆସୁକ୍ଷ୍ମା, ଅମୃତା, ଜ୍ଞାନ ମୃତା, ଅପ୍ୟାୟିନି, ବ୍ୟାପିନି, ଯୋଗରୁପା , ଅନନ୍ତ
-**-********-----*--*******
କଳା ସାଧନା - କଳା ର ଅର୍ଥ ହେଲା ପ୍ରକାଶ
ଯାହାକୁ ଆମେ ଜ୍ୟୋତି ବୋଲି କହୁଛୁ
ମୁଖ୍ୟତଃ ତିନୋଟି ଶକ୍ତି ରୁ ଆମେ ଜ୍ୟୋତି ପାଇବା
ଚନ୍ଦ୍ର କଳା ଶକ୍ତି - ସୌର କଳା ଶକ୍ତି - ଅଗ୍ନୀ କଳା ଶକ୍ତି
ଶବ୍ଦ ବ୍ରହ୍ମ ମୟୀ କୁଣ୍ଡଳିନୀ ଶକ୍ତି ରୁ ଧ୍ଵନୀ ---
ଧ୍ଵନୀ ରୁ ନାଦ ---
ନାଦ ରୁ ନିରୋଧିକା --
ନୀରୋଧିକା ରୁ ଅର୍ଦ୍ଧ ଚନ୍ଦ୍ରିକା --- ଅର୍ଦ୍ଧ ଚନ୍ଦ୍ରିକା ରୁ ବିନ୍ଦୁ ---
ବିନ୍ଦୁ ରୁ ପରା - ପଶ୍ୟନ୍ତି - ମଧ୍ୟମl ଏବଂ ବୈଖାରୀ - ଶବ୍ଦ ବ୍ରହ୍ମ ଜାଗ୍ରତ ହୁଏ l
ଏହିପରି ଓଁ ଶବ୍ଦ ଉପରେ ଯଦି କାହା ପାଖରେ କିଛି ଶାସ୍ତ୍ରୀୟ ଜ୍ଞାନ ଥାଏ ଉପସ୍ଥାପନା କଲେ ଆମେ ଉପକୃତ ହେବୁ
ପଣ୍ଡିତ ଶ୍ରୀ ସଂଜୀବ କୁମାର ପଣ୍ଡା