💐💐💐💐💐💐
ମୁଖ୍ୟତଃ ଯଜ୍ଞ କୁଣ୍ଡ ୮ ପ୍ରକାର ର ଯଥା-
୧-ଚତୁଷ୍କୋଣାସ୍ତ୍ର କୁଣ୍ଡ - ଏହି କୁଣ୍ଡର ବ୍ୟବହାର ସର୍ବତ୍ର ଦେଖିବାକୁ ମିଳେ। କାରଣ ଏହା ସମସ୍ତ କାର୍ଯ୍ୟ ସିଦ୍ଧି ନିମିତ୍ତ ଏହି କୁଣ୍ଡର ପ୍ରୟୋଜନ ହୋଇଥାଏ।
୨-ବୃତ୍ତ କୁଣ୍ଡ - ଏହି କୁଣ୍ଡର ଆବଶ୍ୟକ ସ୍ଥଳେ ଜନକଲ୍ୟାଣ ଏବଂ ଦେଶର ଶାନ୍ତି ପ୍ରଗତି ନିମନ୍ତେ ହୋଇଥାଏ।
୩- ପଦ୍ମକୁଣ୍ଡ- ଏହି କୁଣ୍ଡର ପ୍ରୟୋଗ କୋଉଣସି ଆସନ୍ନ ବିପଦରୁ ରକ୍ଷା ଏବଂ ନାନା ପ୍ରକାର ର ମାରଣରୁ ରକ୍ଷା ପାଇଁ କରାଯାଏ।
୪-ତ୍ରିକୋଣ କୁଣ୍ଡ - ପାରିବାରିକ ଅଶାନ୍ତି ଏବଂ ଶତୃ ଉପରେ ବିଜୟ ଲାଭ କରିବାକୁ କରାଯାଏ।
୫- ଯୋନି କୁଣ୍ଡ - ସୁ ସନ୍ତାନ ପୂତ୍ର ପ୍ରାପ୍ତି ନିମନ୍ତେ ହୋଇଥାଏ।
୬-ଅର୍ଧଚନ୍ଦ୍ରାକୃତି କୁଣ୍ଡ - ଏହି କୁଣ୍ଡ ପାରିବାରିକ ଶୁଖଶାନ୍ତି ଏବଂ ଦାମ୍ପତ୍ୟ ସୁଖ ନିମନ୍ତେ ହୋଇଥାଏ।
୭-ସମଷଡାସ୍ତ୍ର କୁଣ୍ଡ - ଶତୃ ମାନଙ୍କ ମଧ୍ୟରେ ସଂଘର୍ଷ ଘଟାଇବା ପାଇଁ।
୮-ସମାଷ୍ଟାସ୍ତ୍ର କୁଣ୍ଡ - ଏହି କୁଣ୍ଡର ବ୍ୟବହାର ସମସ୍ତ ପ୍ରକାର ରୋଗର ନିରାମୟ ନିମନ୍ତେ ବ୍ୟବହାର ହୋଇଥାଏ।
ଏହା କେବଳ ଅନୁଷ୍ଠିତ ହୋଇଥାଏ ଅନୁଷ୍ଠାନ (ପୂଜା) ରେ 🙏