ଆଦିତ୍ୟ ହୃଦୟମ୍ Aditya Hrudayam Odia Hindi Lyric With Meaning

Sanaatan Gyaan
0
ଆଦିତ୍ୟ ହୃଦୟମ୍

ଧ୍ୟାନମ୍
ନମସବିତ୍ରେ  ଜଗଦେକ ଚକ୍ଷୁସେ
ଜଗତ ପ୍ରସୂତି ସ୍ଥିତି ନାଶହେତଵେ
ତ୍ରୟୀମୟାୟ ତ୍ରିଗୁଣାତ୍ମ ଧାରିଣେ
ଵିରିଂଚି ନାରାୟଣ ଶଂକରାତ୍ମନେ
ଆଦିତ୍ୟ ହୃଦୟମ୍ Aditya Hrudayam Odia Hindi Lyric With Meaning


ଅଥ ଆଦିତ୍ୟ ହୃଦୟ ସ୍ତୋତ୍ରମ ||
।। अथ आदित्य हृदय स्तोत्रम ।।

ତତୋ ୟୁଦ୍ଧ ପରିଶ୍ରାନ୍ତଂ ସମରେ ଚିନ୍ତୟା ସ୍ଥିତମ୍ ।
ରାଵଣଂ ଚାଗ୍ରତୋ ଦୃଷ୍ଟ୍ଵା ୟୁଦ୍ଧାୟ ସମୁପସ୍ଥିତମ୍ ॥ 1 ॥
ଦୈଵତୈଶ୍ଚ ସମାଗମ୍ୟ ଦ୍ରଷ୍ଟୁମଭ୍ୟାଗତୋ ରଣମ୍ ।
ଉପାଗମ୍ୟା ବ୍ରଵୀଦ୍ରାମମ୍ ଅଗସ୍ତ୍ୟୋ ଭଗଵାନ୍ ଋଷିଃ ॥ 2 ॥
ततो युद्धपरिश्रान्तं समरे चिन्तया स्थितम्।
रावणं चाग्रतो दृष्ट्वा युद्धाय समुपस्थितम् ।।१।।
दैवतैश्च समागम्य द्रष्टुमभ्यागतो रणम् ।
उपगम्या ब्रवीद्रामम् अगस्त्यो भगवान् ऋषिः ।।2।।

ଏଠାରେ ପ୍ରଭୁ ଶ୍ରୀରାମ ଚିନ୍ତାରେ ଥକି ରଣଭୂମୀ ରେ ଠିଆ ହୋଇଥିଲେ ଏହି ସମୟରେ ରାବଣ ମଧ୍ୟ ତାଙ୍କ ସହ ଯୁଦ୍ଧ ପାଇଁ ଆସିଥିଲେ। ଏହା ଦେଖି ଅଗସ୍ତ୍ୟ ମୁନି ଶ୍ରୀ ରାମ ଚନ୍ଦ୍ର ଜୀଙ୍କ ନିକଟକୁ ଯାଇ ଏହିପରି କହିଥିଲେ।

ରାମ ରାମ ମହାବାହୋ ଶୃଣୁ ଗୁହ୍ୟଂ ସନାତନମ୍ ।
ୟେନ ସର୍ଵାନରୀନ୍ ଵତ୍ସ ସମରେ ଵିଜୟିଷ୍ୟସି ॥ 3 ॥
ଆଦିତ୍ୟ ହୃଦୟଂ ପୁଣ୍ୟଂ ସର୍ଵଶତ୍ରୁ-ଵିନାଶନମ୍ ।
ଜୟାଵହଂ ଜପେନ୍ନିତ୍ୟଂ ଅକ୍ଷୟ୍ୟଂ ପରମଂ ଶିଵମ୍ ॥ 4 ॥
राम राम महाबाहो शृणु गुह्यं सनातनम् ।
येन सर्वानरीन् वत्स समरे विजयिष्यसि ।।3।।
आदित्य हृदयं पुण्यं सर्वशत्रु विनाशनम् ।
जयावहं जपेन्नित्यम् अक्षय्यं परमं शिवम् ।।4।।

ସମସ୍ତଙ୍କ ହୃଦୟରେ ବାସ କରୁଥିବା ,ମହାବାହୁ  ରାମ! ଏହି ଗୁପ୍ତ ସ୍ତୋତ୍ର  ଶୁଣ | ଏହି ସ୍ତୋତ୍ର ଜପ କଲେ  ତୁମେ ନିଶ୍ଚିତ ଭାବରେ ତୁମର ଶତ୍ରୁମାନଙ୍କ ଉପରେ ବିଜୟ ଲାଭ କରିବ  | 
ଏହି ଆଦିତ୍ୟ ହୃଦୟ ସ୍ତୋତ୍ର  ସବୁଠାରୁ ପବିତ୍ର ଏବଂ ସମସ୍ତ ଶତ୍ରୁମାନଙ୍କର ବିନାଶକାରୀ | 
ଏହାକୁ ଜପ କରିବା ଦ୍ୱାରା ସର୍ବଦା ବିଜୟ ପ୍ରାପ୍ତି ହେଇଥାଏ  | ଏହା ସର୍ବଦା ଅକ୍ଷୟ ଏବଂ ଅତ୍ୟନ୍ତ କଲ୍ୟାଣ କାରୀ ସ୍ତୋତ୍ର ଅଟେ  |

ସର୍ଵମଙ୍ଗଲ ମାଙ୍ଗଲ୍ୟଂ ସର୍ଵପାପ-ପ୍ରଣାଶନମ୍ ।
ଚିନ୍ତାଶୋକ-ପ୍ରଶମନମ୍ ଆୟୁର୍ଵର୍ଧନ ମୁତ୍ତମମ୍ ॥ 5 ॥
ରଶ୍ମିମନ୍ତଂ ସମୁଦ୍ୟନ୍ତଂ ଦେଵାସୁର ନମସ୍କୃତମ୍ ।
ପୂଜୟସ୍ଵ ଵିଵସ୍ଵନ୍ତଂ ଭାସ୍କରଂ ଭୁଵନେଶ୍ଵରମ୍ ॥ 6 ॥
सर्वमङ्गल माङ्गल्यं सर्व पाप प्रणाशनम्।
चिन्ताशोक प्रशमनम् आयुर्वर्धन मुत्तमम् ।।5।।
रश्मिमन्तं समुद्यन्तं देवासुर नमस्कृतम् ।
पूजयस्व विवस्वन्तं भास्करं भुवनेश्वरम् ।।6।।

ଏହା ସମସ୍ତ ମଙ୍ଗଳରୁ ଅଧିକ  ମଙ୍ଗଳ ଏବଂ ସମସ୍ତ ପାପର ବିନାଶକାରୀ ସ୍ତୋତ୍ର ଚିନ୍ତା ଶୋକ କୁ କ୍ଷୟ କରି ଆୟୁ ବୃଦ୍ଧି ରେ ସକ୍ଷମ  | ଯିଏ ଅସୀମ କିରଣ ରେ ଶୋଭାୟମାନ , ସର୍ବଦା ଉଦୟ ମାନ  ଉଭୟ ଦେବତା ଏବଂ ଅସୁରମାନଙ୍କ ଦ୍ୱାରା ନମସ୍କୃତ୍ୟ , ତୁମେ ବିଶ୍ୱରେ ନିଜର ପ୍ରକାଶ ପ୍ରଦାନ କାରି ସଂସାର ର ସ୍ୱାମୀ , ଭଗବାନ ଭାସ୍କର ଙ୍କୁ ପୂଜନ କର |

ସର୍ଵଦେଵାତ୍ମକୋ ହ୍ୟେଷ ତେଜସ୍ଵୀ ରଶ୍ମିଭାଵନଃ ।
ଏଷ ଦେଵାସୁର-ଗଣାନ୍ ଲୋକାନ୍ ପାତି ଗଭସ୍ତିଭିଃ ॥ 7 ॥
ଏଷ ବ୍ରହ୍ମା ଚ ଵିଷ୍ଣୁଶ୍ଚ ଶିଵଃ ସ୍କଂଦଃ ପ୍ରଜାପତିଃ ।
ମହେଂଦ୍ରୋ ଧନଦଃ କାଲୋ ୟମଃ ସୋମୋ ହ୍ୟପାଂ ପତିଃ ॥ 8 ॥
सर्वदेवात्मको ह्येष तेजस्वी रश्मिभावनः ।
एष देवासुर गणान् लोकान् पाति गभस्तिभिः ।।7।।
एष ब्रह्मा च विष्णुश्च शिवः स्कन्दः प्रजापतिः ।
महेन्द्रो धनदः कालो यमः सोमो ह्यपां पतिः ।।8।।
ସମସ୍ତ ଦେବତା ତାଙ୍କର ରୂପ, ଏହି ଇଶ୍ୱର (ସୂର୍ଯ୍ୟ) ନିଜର ତେଜ  ଏବଂ କିରଣ ସହିତ ଜଗତକୁ ଶକ୍ତି ଯୋଗାନ୍ତି | ସେ ହିଁ ନିଜ କିରଣ ସହିତ ଦେବତା ଏବଂ ଅସୁରଗଣ  ପରି ସମସ୍ତ ଜଗତକୁ ପାଳନ କରନ୍ତି  | ସେ ହିଁ ବ୍ରହ୍ମା, ଶିବ, ସ୍କନ୍ଦ, ପ୍ରଜାପତୀ, ଇନ୍ଦ୍ର, କୁବେର, କାଳ, ସମୟ, ଯମ, ଚନ୍ଦ୍ରମା, ବରୁଣ ଇତ୍ୟାଦିଙ୍କୁ  ପ୍ରକଟ କରନ୍ତି |

ପିତରୋ ଵସଵଃ ସାଧ୍ୟା ହ୍ୟଶ୍ଵିନୌ ମରୁତୋ ମନୁଃ ।
ଵାୟୁର୍ଵହ୍ନିଃ ପ୍ରଜାପ୍ରାଣଃ ଋତୁକର୍ତା ପ୍ରଭାକରଃ ॥ 9 ॥
ଆଦିତ୍ୟଃ ସଵିତା ସୂର୍ୟଃ ଖଗଃ ପୂଷା ଗଭସ୍ତିମାନ୍ ।
ସୁଵର୍ଣସଦୃଶୋ ଭାନୁଃ ହିରଣ୍ୟରେତା ଦିଵାକରଃ ॥ 10 ॥
पितरो वसवः साध्या ह्यश्विनौ मरुतो मनुः ।
वायुर्वह्निः प्रजाप्राणः ऋतुकर्ता प्रभाकरः ।।9।।
आदित्यः सविता सूर्यः खगः पूषा गभस्तिमान् ।
सुवर्णसदृशो भानुः हिरण्यरेता दिवाकरः ।।10।।

ଇଏ   ପିତୃପୁରୁଷ, ବସୁ, ସାଧ୍ୟ, ଅଶ୍ୱିନିକୁମାର, ମାରୁଦଗଣ, ମନୁ, ବାୟୁ, ଅଗ୍ନି, ପ୍ରଜା, ପ୍ରାଣ ଏବଂ ୠତୁକୁ ଜନ୍ମ ଦେଉଥିବା ପ୍ରଭା ପୁଞ୍ଜ ଅଟନ୍ତି  | ସେମାନଙ୍କର ନାମ ହେଉଛି ଆଦିତ୍ୟ,
 ସବିତା (ଜଗତର ସୃଷ୍ଟିକର୍ତ୍ତା), ସୂର୍ଯ୍ୟ (ସର୍ବବ୍ୟାପୀ), ଖଗ, ପୁଷା, ଗାଭସ୍ତିମାନ (ପ୍ରକାଶମାନ), ସୁବର୍ଣସଦୃଶ, ଭାନୁ, ହିରନ୍ୟେତା, ଦିବାକର ଏବଂ ଅନେକ |

ହରିଦଶ୍ଵଃ ସହସ୍ରାର୍ଚିଃ ସପ୍ତସପ୍ତି-ର୍ମରୀଚିମାନ୍ ।
ତିମିରୋନ୍ମଥନଃ ଶଂଭୁଃ ତ୍ଵଷ୍ଟା ମାର୍ତାଣ୍ଡକୋଂଽଶୁମାନ୍ ॥ 11 ॥
ହିରଣ୍ୟଗର୍ଭଃ ଶିଶିରଃ ତପନୋ ଭାସ୍କରୋ ରଵିଃ ।
ଅଗ୍ନିଗର୍ଭୋଽଦିତେଃ ପୁତ୍ରଃ ଶଙ୍ଖଃ ଶିଶିରନାଶନଃ ॥ 12 ॥
हरिदश्वः सहस्रार्चिः सप्तसप्ति-र्मरीचिमान् ।
तिमिरोन्मथनः शम्भुः त्वष्टा मार्ताण्डको‌ऽशुमान् ।।11।।
हिरण्यगर्भः शिशिरः तपनो भास्करो रविः ।
अग्निगर्भो‌दितेः पुत्रः शङ्खः शिशिरनाशनः ।।12।।

ହରିଦଶ୍ଵ, ସାହସ୍ରାର୍ଚି, ସପ୍ତସପ୍ତି (ସାତ ଘୋଡା ଧାରି ), ମାରିଚିମାନ (କିରଣରେ ସୁସଜ୍ଜିତ),
ତିମିରୋମାନ୍ଥନ (ଅନ୍ଧକାରର ବିନାଶକାରୀ), ଶମ୍ଭୁ, ତ୍ଵଷ୍ଟା, ମାର୍ତଣ୍ଡକ, ଅଂସୁମାନ,
ହିରଣ୍ୟଗର୍ଭ, ଶୀତ , ତପନ (ଉତ୍ତାପ ଉତ୍ପାଦନକାରୀ), ଭାସ୍କର, ରବି, ଅଗ୍ନିଗର୍ଭ,
ଆଦିତୀପୁତ୍ର, ଶଙ୍ଖ, ଶୀତର ବିନାଶକାରୀ (ଏବଂ ଶୀତଳତାକାରୀ )|

ଵ୍ୟୋମନାଥ-ସ୍ତମୋଭେଦୀ ଋଗ୍ୟଜୁଃସାମ-ପାରଗଃ ।
ଘନାଵୃଷ୍ଟିରପାଂ ମିତ୍ରୋ ଵିନ୍ଧ୍ୟଵୀଥୀ ପ୍ଲଵଙ୍ଗମଃ ॥ 13 ॥
ଆତପୀ ମଣ୍ଡଲୀ ମୃତ୍ୟୁଃ ପିଙ୍ଗଳଃ ସର୍ଵତାପନଃ ।
କଵିର୍ଵିଶ୍ଵୋ ମହାତେଜା ରକ୍ତଃ ସର୍ଵଭଵୋଦ୍ଭଵଃ ॥ 14 ॥
व्योमनाथ स्तमोभेदी ऋग्यजुःसाम-पारगः ।
धनावृष्टि-रपां मित्रो विन्ध्यवीथी प्लवङ्गमः ।।13।।
आतपी मण्डली मृत्युः पिङ्गलः सर्वतापनः ।
कविर्विश्वो महातेजा रक्तः सर्वभवोद्भवः ।।14।।

ବ୍ୟୋମନାଥ, ତମଭେଦି , ୠଗ ୟଜୁ ଏବଂ ସାମବେଦ ର  ବିସ୍ତାର, ଧନର ବର୍ଷା, ଆପମ ମିତ୍ର (ଜଳ ଉତ୍ପାଦନ କାରି ), ବିନ୍ଧ୍ୟବିଥିପ୍ଲବଙ୍ଗ  (ଆକାଶରେ ଦ୍ରୁତ ଗତିରେ ଚଳନ କରୁଥିବା ) ,ଅତପି, ମଣ୍ଡଳୀ, ମୃତ୍ୟୁ , ପିଙ୍ଗଲ (ଯାହାର ବାଦାମୀ ରଙ୍ଗ ଅଛି),ସର୍ବତାପନ (ଯିଏ ସମସ୍ତଙ୍କୁ ତାପ  କରନ୍ତି), ସେ ହେଉଛନ୍ତି କବି, ବିଶ୍ୱ , ମହାତେଜସ୍ଵୀ , ରକ୍ତ, ସମସ୍ତଙ୍କର ଉତ୍ପତ୍ତି |
ନକ୍ଷତ୍ର ଗ୍ରହ ତାରାଣାମ୍ ଅଧିପୋ ଵିଶ୍ଵଭାଵନଃ ।

ତେଜସାମପି ତେଜସ୍ଵୀ ଦ୍ଵାଦଶାତ୍ମ-ନ୍ନମୋଽସ୍ତୁ ତେ ॥ 15 ॥
ନମଃ ପୂର୍ଵାୟ ଗିରୟେ ପଶ୍ଚିମାୟାଦ୍ରୟେ ନମଃ ।
ଜ୍ୟୋତିର୍ଗଣାନାଂ ପତୟେ ଦିନାଧିପତୟେ ନମଃ ॥ 16 ॥
नक्षत्र ग्रह ताराणाम् अधिपो विश्वभावनः ।
तेजसामपि तेजस्वी द्वादशात्मन्-नमोऽ‌स्तु ते ।।15।।
नमः पूर्वाय गिरये पश्चिमायाद्रये नमः ।
ज्योतिर्गणानां पतये दिनाधिपतये नमः ।।16।।

ନକ୍ଷତ୍ର, ଗ୍ରହ ଏବଂ ତାରାମାନଙ୍କର ପ୍ରଭୁ, ବିଶ୍ୱଭବନ (ଜଗତର ରକ୍ଷକ), ତେଜସ୍ୱୀ ମାନଙ୍କ ମଧ୍ୟରେ  ତେଜସ୍ୱୀଙ୍କୁ  ନମସ୍କାର | ପୁର୍ବଗିରି ଉଦୟାଚଲ ଏବଂ ପଶ୍ଚିମଗିରି ଆସ୍ତାଚଳ  ଆକାରରେ ଆପଣଙ୍କୁ ନମସ୍କାର | ତାରା ଏବଂ ଗ୍ରହମାନଙ୍କର ପ୍ରଭୁ ଏବଂ ଦିବସ ର ଅଧିପତିଙ୍କୁ ନମସ୍କାର |

ଜୟାୟ ଜୟଭଦ୍ରାୟ ହର୍ୟଶ୍ଵାୟ ନମୋ ନମଃ ।
ନମୋ ନମଃ ସହସ୍ରାଂଶୋ ଆଦିତ୍ୟାୟ ନମୋ ନମଃ ॥ 17 ॥
ନମ ଉଗ୍ରାୟ ଵୀରାୟ ସାରଙ୍ଗାୟ ନମୋ ନମଃ ।
ନମଃ ପଦ୍ମପ୍ରବୋଧାୟ ମାର୍ତାଣ୍ଡାୟ ନମୋ ନମଃ ॥ 18 ॥
जयाय जयभद्राय हर्यश्वाय नमो नमः ।
नमो नमः सहस्रांशो आदित्याय नमो नमः ।।17।।
नम उग्राय वीराय सारङ्गाय नमो नमः ।
नमः पद्मप्रबोधाय मार्ताण्डाय नमो नमः ।।18।।

ଯିଏ ଜୟର ରୂପ, ବିଜୟର ରୂପ, ଯାହାର ସବୁଜ ଘୋଡା ସହିତ ରଥ ଅଛି ସେହି ଇଶ୍ୱରଙ୍କୁ ନମସ୍କାର | ହଜାର ହଜାର କିରଣ ଦ୍ୱାରା ପ୍ରଭାବାନ  ପ୍ରଭୁ ଆଦିତ୍ୟଙ୍କୁ ବାରମ୍ବାର ନମସ୍କାର |
 ଉଗ୍ର , ବୀର ତଥା ସାରଙ୍ଗ  ସୂର୍ଯ୍ୟ ଭଗବାନଙ୍କୁ ନମସ୍କାର | ପଦ୍ମ କୁ ବିକଶିତ କରୁଥିବା ପ୍ରଚଣ୍ଡ ତେଜ ଧାରୀ ମାର୍ତଣ୍ଡ ଙ୍କୁ ନମସ୍କାର |

ବ୍ରହ୍ମେଶାନାଚ୍ୟୁତେଶାୟ ସୂର୍ୟାୟାଦିତ୍ୟ-ଵର୍ଚସେ ।
ଭାସ୍ଵତେ ସର୍ଵଭକ୍ଷାୟ ରୌଦ୍ରାୟ ଵପୁଷେ ନମଃ ॥ 19 ॥
ତମୋଘ୍ନାୟ ହିମଘ୍ନାୟ ଶତ୍ରୁଘ୍ନାୟା ମିତାତ୍ମନେ ।
କୃତଘ୍ନଘ୍ନାୟ ଦେଵାୟ ଜ୍ୟୋତିଷାଂ ପତୟେ ନମଃ ॥ 20 ॥
ब्रह्मेशानाच्युतेशाय सूर्यायादित्य-वर्चसे ।
भास्वते सर्वभक्षाय रौद्राय वपुषे नमः ।।19।।
तमोघ्नाय हिमघ्नाय शत्रुघ्नाया मितात्मने ।
कृतघ्नघ्नाय देवाय ज्योतिषां पतये नमः ।। 20।।

ତୁମେ ବ୍ରହ୍ମା, ଶିବ; ବିଷ୍ଣୁଙ୍କର ମଧ୍ୟ ପ୍ରଭୁ ସୁର ହେଉଛି ତୁମର ବିଶେଷ୍ୟ, ଏହି ସୂର୍ଯ୍ୟମଣ୍ଡଳ  ତୁମର ତେଜ ଅଟେ ,  ତୁମେ ଆଲୋକରେ ପରିପୂର୍ଣ୍ଣ,  ସବୁକୁ ଭସ୍ମ କରୁଥିବା ଅଗ୍ନିର ପ୍ରତୀକ ରୌଦ୍ର  ରୂପକୁ ନମସ୍କାର | ଅଜ୍ଞତା, ଅନ୍ଧକାର ବିନାଶକାରୀ, ଶୀତର ପ୍ରତିରୋଧକ ତଥା ୠତୁ ମାନଙ୍କ ନାଶକ ଆପଣଙ୍କ ରୂପ ଅପ୍ରମେୟ |କୃତଘ୍ନ ଙ୍କୁ ନାଶ କାରି ଦେବ ଏବଂ ଜ୍ୟୋତି ମାନଙ୍କ ଅଧିପତି ଙ୍କୁ ନମସ୍କାର | 

ତପ୍ତ ଚାମୀକରାଭାୟ ଵହ୍ନୟେ ଵିଶ୍ଵକର୍ମଣେ ।
ନମସ୍ତମୋଽଭି ନିଘ୍ନାୟ ରୁଚୟେ ଲୋକସାକ୍ଷିଣେ ॥ 21 ॥
ନାଶୟତ୍ୟେଷ ଵୈ ଭୂତଂ ତଦେଵ ସୃଜତି ପ୍ରଭୁଃ ।
ପାୟତ୍ୟେଷ ତପତ୍ୟେଷ ଵର୍ଷତ୍ୟେଷ ଗଭସ୍ତିଭିଃ ॥ 22 ॥
तप्त चामीकराभाय वह्नये विश्वकर्मणे ।
नमस्तमो‌ऽभि निघ्नाय रुचये लोकसाक्षिणे ।। 21।।
नाशयत्येष वै भूतं तदेव सृजति प्रभुः ।
पायत्येष तपत्येष वर्षत्येष गभस्तिभिः ।। 22।।

 ତୁମର ଉଜ୍ଜ୍ୱଳତା ଗରମ ସୁନା ପରି, ତୁମେ ହରି (ଅଜ୍ଞତାର ବିନାଶକାରୀ), ବିଶ୍ୱକର୍ମା (ଜଗତର ସୃଷ୍ଟିକର୍ତ୍ତା), ତମ  (ଅନ୍ଧକାର )ବିନାଶକାରୀ, ଆଲୋକର ପ୍ରତୀକ |
ଏବଂ ଜଗତର ସାକ୍ଷୀ ତୁମକୁ ନମସ୍କାର | ହେ ରଘୁନନ୍ଦ, ପ୍ରଭୁ ସୂର୍ଯ୍ୟ ଭଗବାନ କେବଳ ସମସ୍ତ ଭୂତମାନଙ୍କୁ ବିନାଶ କରନ୍ତି, ସୃଷ୍ଟି କରନ୍ତି ଏବଂ ପରିଚାଳନା କରନ୍ତି | ଏହି ଭଗବାନ ତାଙ୍କ ରଶ୍ମି  ର ତପ ( ଉସ୍ମତା ) ଏବଂ ବର୍ଷା ସୃଷ୍ଟି କରନ୍ତି |

ଏଷ ସୁପ୍ତେଷୁ ଜାଗର୍ତି ଭୂତେଷୁ ପରିନିଷ୍ଠିତଃ ।
ଏଷ ଏଵାଗ୍ନିହୋତ୍ରଂ ଚ ଫଲଂ ଚୈଵାଗ୍ନି ହୋତ୍ରିଣାମ୍ ॥ 23 ॥
ଵେଦାଶ୍ଚ କ୍ରତଵଶ୍ଚୈଵ କ୍ରତୂନାଂ ଫଲମେଵ ଚ ।
ୟାନି କୃତ୍ୟାନି ଲୋକେଷୁ ସର୍ଵ ଏଷ ରଵିଃ ପ୍ରଭୁଃ ॥ 24 ॥
एष सुप्तेषु जागर्ति भूतेषु परिनिष्ठितः ।
एष एवाग्निहोत्रं च फलं चैवाग्नि होत्रिणाम् ।। 23।। 
वेदाश्च क्रतवश्चैव क्रतूनां फलमेव च । 
यानि कृत्यानि लोकेषु सर्व एष रविः प्रभुः ।।24।।

ଏହି ଭଗବାନ ସମସ୍ତ ଭୂତରେ ରୁହନ୍ତି ଏବଂ ସେମାନେ ଶୋଇବା ପରେ ମଧ୍ୟ ଜାଗ୍ରତ ରୁହନ୍ତି | ଏହାଙ୍କୁ  ଅଗ୍ନିହୋତ୍ରୀ କୁହାଯାଏ ଏବଂ ଅଗ୍ନିହୋତ୍ରୀ ହେଉଛି ଯାହା ପୁରୁଷମାନଙ୍କୁ ପ୍ରାପ୍ତ  ଫଳ | ଏ ହେଉଛି ବେଦ, ଯଜ୍ଞଏବଂ ଯାଗାରୁ ପ୍ରାପ୍ତ ଫଳ, ଏହି ଦେବତାମାନେ ସମଗ୍ର ବିଶ୍ୱର କାର୍ଯ୍ୟକଳାପ ପାଇଁ ଦାୟୀ ଅଟନ୍ତି | 

ଫଲଶ୍ରୁତିଃ
ଏନ ମାପତ୍ସୁ କୃଚ୍ଛ୍ରେଷୁ କାଂତାରେଷୁ ଭୟେଷୁ ଚ ।
କୀର୍ତୟନ୍ ପୁରୁଷଃ କଶ୍ଚିନ୍ନାଵଶୀଦତି ରାଘଵ ॥ 25 ॥
ପୂଜୟସ୍ଵୈନ ମେକାଗ୍ରୋ ଦେଵଦେଵଂ ଜଗତ୍ପତିମ୍ ।
ଏତତ୍ ତ୍ରିଗୁଣିତଂ ଜପ୍ତ୍ଵା ୟୁଦ୍ଧେଷୁ ଵିଜୟିଷ୍ୟସି ॥ 26 ॥
फलश्रुति
एन मापत्सु कृच्छ्रेषु कान्तारेषु भयेषु च । 
कीर्तयन् पुरुषः कश्चिन्-नावशीदति राघव ।।25।।  
पूजयस्वैन मेकाग्रो देवदेवं जगत्पतिम् । 
एतत् त्रिगुणितं जप्त्वा युद्धेषु विजयिष्यसि ।।26।।  

ରାଘବ! ବିପତ୍ତିରେ , କଷ୍ଟରେ, କଠିନ ପଥ ଏବଂ  ଭୟ ସମୟରେ, ଯିଏ ସୂର୍ଯ୍ୟ ଭଗବାନଙ୍କ କୀର୍ତ୍ତନ ଜପ କରେ ତାଙ୍କୁ ଦୁଃଖ ସହିବାକୁ ପଡିବ ନାହିଁ | ତୁମେ ଏକାଗ୍ରଚିତ୍ତ ହୋଇ ଏହି 
ଜଗତପତି ଦେଵାଦୀଦେବ ଙ୍କୁ ପୂଜନ କର , ଏହି ( ଆଦିତ୍ୟ ହୃଦୟ ସ୍ତୋତ୍ର ) ତିନି ଥର ଜପ କଲେ ଅବଶ୍ୟ ଯୁଧ୍ୟ ରେ ବିଜୟ ଲାଭ କରିବ |  

ଅସ୍ମିନ୍ କ୍ଷଣେ ମହାବାହୋ ରାଵଣଂ ତ୍ଵଂ ଵଧିଷ୍ୟସି ।
ଏଵମୁକ୍ତ୍ଵା ତଦାଗସ୍ତ୍ୟୋ ଜଗାମ ଚ ୟଥାଗତମ୍ ॥ 27 ॥
ଏତଚ୍ଛ୍ରୁତ୍ଵା ମହାତେଜାଃ ନଷ୍ଟଶୋକୋଽଭଵତ୍ତଦା ।
ଧାରୟାମାସ ସୁପ୍ରୀତୋ ରାଘଵଃ ପ୍ରୟତାତ୍ମଵାନ୍ ॥ 28 ॥

अस्मिन् क्षणे महाबाहो रावणं त्वं वधिष्यसि । 
एवमुक्त्वा तदागस्त्यो जगाम च यथागतम् ।।27।। 
एतच्छ्रुत्वा महातेजाः नष्टशोको‌ऽभवत्-तदा ।
धारयामास सुप्रीतो राघवः प्रयतात्मवान् ।।28।।
ହେ ମହାବାହୁ ! ଏହି ମୁହୂର୍ତ୍ତରେ ତୁମେ ରାବଣକୁ ହତ୍ୟା କରିବାରେ ସକ୍ଷମ ହେବ, ଏହି ପ୍ରକାର ମୁନି ଅଗସ୍ତ୍ୟ ଯେଉଁ ପ୍ରକାର ଆସିଥିଲେ ସେହି ପ୍ରକାର ଫେରିଗଲେ  | ତେବେ ଏହି ପ୍ରକାର ( ଅଗସ୍ତ୍ୟ ଋଷିଙ୍କ ଉପଦେଶ ) ଶୁଣି ମହା ତେଜସ୍ୱି ରାମ ଜି ଙ୍କ ଶୋକ ଦୂର ହେଲା , ପ୍ରସନ୍ନ ଏବଂ ପ୍ରୟତ୍ନଶିଳ ହେଲେ |

ଆଦିତ୍ୟଂ ପ୍ରେକ୍ଷ୍ୟ ଜପ୍ତ୍ଵା ତୁ ପରଂ ହର୍ଷମଵାପ୍ତଵାନ୍ ।
ତ୍ରିରାଚମ୍ୟ ଶୁଚିର୍ଭୂତ୍ଵା ଧନୁରାଦାୟ ଵୀର୍ୟଵାନ୍ ॥ 29 ॥
ରାଵଣଂ ପ୍ରେକ୍ଷ୍ୟ ହୃଷ୍ଟାତ୍ମା ୟୁଦ୍ଧାୟ ସମୁପାଗମତ୍ ।
ସର୍ଵୟତ୍ନେନ ମହତା ଵଧେ ତସ୍ୟ ଧୃତୋଽଭଵତ୍ ॥ 30 ॥
आदित्यं प्रेक्ष्य जप्त्वा तु परं हर्षमवाप्तवान् । 
त्रिराचम्य शुचिर्भूत्वा धनुरादाय वीर्यवान् ।।29।। 
रावणं प्रेक्ष्य हृष्टात्मा युद्धाय समुपागमत् । 
सर्वयत्नेन महता वधे तस्य धृतो‌ऽभवत् ।।30।।  

ଅତ୍ୟନ୍ତ ଆନନ୍ଦଦାୟକ ଏବଂ  ନିର୍ମଳ ମନ ହୋଇ ସେ ଭଗବାନ ସୂର୍ଯ୍ୟଙ୍କ ଆଡକୁ ଚାହିଁ ତିନିଥର ପ୍ରାର୍ଥନା କଲେ | ( ଆଦିତ୍ୟ ହୃଦୟ ସ୍ତୋତ୍ର ) ତିନିଥର ଜପ କଲେ । ଏହା ପରେ ରାମ ଜୀ ଧନୁ ଧରି ଯୁଧ୍ୟ ପାଇଁ ଆସିଥିବା ରାବଣକୁ ଦେଖିଲେ ଏବଂ ଉତ୍ସାହର ସହ ଯତ୍ନବାନ ହୋଇ ରାବଣକୁ ନିଶ୍ଚିତ କଲେ |

ଅଧ ରଵିରଵଦନ୍ନିରୀକ୍ଷ୍ୟ ରାମଂ ମୁଦିତମନାଃ ପରମଂ ପ୍ରହୃଷ୍ୟମାଣଃ ।
ନିଶିଚରପତି ସଂକ୍ଷୟଂ ଵିଦିତ୍ଵା ସୁରଗଣ ମଧ୍ୟଗତୋ ଵଚସ୍ତ୍ଵରେତି ॥ 31 ॥
अथ रविरवदन्-निरीक्ष्य रामं मुदितमनाः परमं प्रहृष्यमाणः । 
निशिचरपति सङ्क्षयं विदित्वा सुरगण मध्यगतो वचस्त्वरेति।।३१।। 

ତା’ପରେ ଦେବତାମାନଙ୍କ ମଧ୍ୟରେ ଠିଆ ହୋଇ ସୂର୍ଯ୍ୟ ଦେବ ଶ୍ରୀ ରାମଙ୍କୁ ଦେଖିଲେ ଏବଂ  ନିଶାଚରାଜ (ରାକ୍ଷସମାନଙ୍କର ରାଜା) ବିନାଶର ସମୟ ପାଖେଇ ଆସିଛି ଜାଣିପାରି , ସେ ଖୁସିରେ କହିଲେ, ବର୍ତ୍ତମାନ ଶୀଘ୍ରତା କର  |

ଇତ୍ୟାର୍ଷେ ଶ୍ରୀମଦ୍ରାମାୟଣେ ଵାଲ୍ମିକୀୟେ ଆଦିକାଵ୍ୟେ ୟୁଦ୍ଧକାଣ୍ଡେ ପଞ୍ଚାଧିକ ଶତତମ ସର୍ଗଃ ॥
इत्यार्षे श्रीमद्रामायणे वाल्मिकीये आदिकाव्ये युद्दकाण्डे पञ्चाधिक शततम सर्गः।।










एक टिप्पणी भेजें

0 टिप्पणियाँ

एक टिप्पणी भेजें (0)
6/related/default