ଭକ୍ତି ର ସଞ୍ଜୋଗ Bhakti Ra Sanjoga

Sanaatan Gyaan
0

 *ଅତି ସୁନ୍ଦର ସନ୍ଦେଶ:-*

*୧.* ଯେତେବେଳେ *ଭକ୍ତି* ଖାଦ୍ୟରେ ପ୍ରବେଶ କରେ ସେତେବେଳେ ଖାଦ୍ୟ ଟି *ପ୍ରସାଦ* ହୋଇଯାଏ ।

*୨.* ଯେତେବେଳେ *ଭକ୍ତି* ଭୋକ ରେ ପ୍ରବେଶ କରେ ସେତେବେଳେ ଭୋକ ଟି *ଉପବାସ* ହୋଇଯାଏ ।

*୩.* ଯେତେବେଳେ *ଭକ୍ତି* ଜଳ ରେ ପ୍ରବେଶ କରେ ସେତେବେଳେ ଜଳ ଟି *ତୀର୍ଥ* ହୋଇଯାଏ ।

*୪.* ଯେତେବେଳେ *ଭକ୍ତି* ଟି ଯାତ୍ରା ରେ ପ୍ରବେଶ କରେ ଯାତ୍ରା *ତୀର୍ଥଯାତ୍ରା* ହୋଇଯାଏ ।

*୫.* ଯେତେବେଳେ *ଭକ୍ତି* ଟି ସଙ୍ଗୀତ ରେ ପ୍ରବେଶ କରେ ସଙ୍ଗୀତ ଟି *ଭଜନ* ହୋଇଯାଏ ।

*୬.* ଯେତେବେଳେ *ଭକ୍ତି* ଟି ଗୃହ ରେ ପ୍ରବେଶ କରେ ଗୃହ ଟି *ମନ୍ଦିର* ହୋଇଯାଏ ।

*୭.* ଯେତେବେଳେ *ଭକ୍ତି* ଟି କାର୍ଯ୍ୟ ପ୍ରକ୍ରିୟାରେ ପ୍ରବେଶ କରେ କାର୍ଯ୍ୟ ପ୍ରକ୍ରିୟା ଟି *ସେବା* ହୋଇଯାଏ ।

*୮.* ଯେତେବେଳେ *ଭକ୍ତି* ଟି କାର୍ଯ୍ୟ ରେ ପ୍ରବେଶ କରେ କାର୍ଯ୍ୟ ଟି *କର୍ମ* ହୋଇଯାଏ ।

*୯.* ଯେତେବେଳେ *ଭକ୍ତି* ଟି ମଣିଷ ଭିତରେ ପ୍ରବେଶ କରେ ମଣିଷ ଟି *ଭଗବାନ* ହୋଇଯାଏ ।

*🙏💐ଜୟ ଜଗନ୍ନାଥ 💐🙏*

एक टिप्पणी भेजें

0 टिप्पणियाँ

एक टिप्पणी भेजें (0)
6/related/default