ଅଖିଳ ବ୍ରହ୍ମାଣ୍ଡ ପତି ମୋ ଜୀବନ ସ୍ୱାମୀ Akhila Bramhanda Pati Mo JIbana Swami Odia Bhajan Lyrics

Sanaatan Gyaan
0

 ଅଖିଳ ବ୍ରହ୍ମାଣ୍ଡ ପତି ମୋ ଜୀବନ ସ୍ୱାମୀ 

ହେ ପରମ ପିତାମାତା ପ୍ରଭୁ ଅନ୍ତର୍ଯ୍ୟାମୀ 

ଧନ୍ୟ କରୁଣା ତୋହର 

ହେ କରୁଣା ସିନ୍ଧୁ କାହିଁ ତାର ପଟାନ୍ତର ||


ବ୍ରାହ୍ମଣର ଆଦିମୂଳ ନିଖିଳ ବିଧାତା 

ସକଳ କଳୁଷ ହାରି ହେ ମଙ୍ଗଳ ଦାତା 

ତୋର ମଙ୍ଗଳ ସଂଗୀତ 

ନିଖିଳ ଭୁବନ ଗାଏ ହୋଇ ବିମୋହିତ  ||


ତ୍ରିଲୋକ ଭାସ୍କର ଚନ୍ଦ୍ର ନକ୍ଷ୍ୟତ୍ର ନିକର 

ଆନ୍ତରିକ୍ଷ୍ୟେ ସମିରଣ ସଙ୍ଗେ ଜଳଧର 

ପ୍ରଭୁ ଭୂଲୋକ ସାଗର 

ଅଚଳ ଗହନ ନଦୀ ପଶୁ ପକ୍ଷୀ ନର ||

ଅଖିଳ ବ୍ରହ୍ମାଣ୍ଡ ପତି ମୋ ଜୀବନ ସ୍ୱାମୀ Akhila Bramhanda Pati Mo JIbana Swami Odia Bhajan Lyrics


ଅଖିଳ ବ୍ରହ୍ମାଣ୍ଡ ପତି ମୋ ଜୀବନ ସ୍ୱାମୀ 

ହେ ପରମ ପିତାମାତା ପ୍ରଭୁ ଅନ୍ତର୍ଯ୍ୟାମୀ 

ଧନ୍ୟ କରୁଣା ତୋହର 

ହେ କରୁଣା ସିନ୍ଧୁ କାହିଁ ତାର ପଟାନ୍ତର ||

  Akhila Bramhanda Pati Mo JIbana Swami Odia Bhajan Lyrics 

Akhila Bramhanda Pati Mo JIbana Swami Odia Bhajan Lyrics  

Akhila Bramhanda Pati Mo JIbana Swami Odia Bhajan Lyrics

एक टिप्पणी भेजें

0 टिप्पणियाँ

एक टिप्पणी भेजें (0)
6/related/default