ଶ୍ରୀହନୁମତ ତାଣ୍ଡବ ସ୍ତୋତ୍ର Sri Hanumat Tandav Stotra In Odia Lyrics

Sanaatan Gyaan
0

 _*🌺🌸🌼 ॐ ନମଃ ଶିବାୟ 🌼🌸🌺*_

〰️〰️〰️〰️〰️〰️

_*‼️ଶ୍ରୀହନୁମତ ତାଣ୍ଡବ ସ୍ତୋତ୍ର‼️*_
〰️〰️〰️〰️〰️〰️〰️

_*ଶ୍ରୀ ସୁମନ୍ତ୍ର ଷଡ଼ଙ୍ଗୀ -- ✍️✍️✍️*_
〰️〰️〰️〰️〰️〰️〰️〰️




ଏହି ହନୁମତ୍ ତାଣ୍ଡବ ସ୍ତୋତ୍ର ପ୍ରତିଦିନ ପାଠ କରିବା ଦ୍ୱାରା ଅତ୍ୟନ୍ତ ଲାଭଦାୟକ ହୋଇଥାଏ । ପ୍ରତିଦିନ ଏହା ପାଠ କରିବା ଦ୍ଵାରା ଶ୍ରୀହନୁମାନଙ୍କ କୃପା ପ୍ରାପ୍ତ ସହିତ ମଙ୍ଗଳ, ରାହୁ ଆଦି ଗ୍ରହମାନଙ୍କ କଷ୍ଟରୁ ମୁକ୍ତି ମିଳିଥାଏ ତଥା ଭୂତ, ପ୍ରେତ, ବିଭିନ୍ନ ରୋଗ, ଦୁର୍ଘଟଣା ଆଦିର ଭୟ ରହିନଥାଏ ଆଉ ସର୍ବତ୍ର ସୁରକ୍ଷା ପ୍ରାପ୍ତ ହୋଇଥାଏ ॥
〰️〰️〰️〰️〰️〰️〰️〰️

*👉ଧ୍ୟାନମ୍*
〰️〰️〰️
ବନ୍ଦେ ସିନ୍ଦୂରବର୍ଣ୍ଣାଭଂ ଲୋହିତାମ୍ବରଭୂଷିତମ୍ ।
ରକ୍ତାଙ୍ଗରାଗଶୋଭାଢ୍ୟଂ ଶୋଣାପୁଚ୍ଛଂ କପୀଶ୍ୱରମ୍ ॥୦୦॥

*👉ସ୍ତୋତ୍ରମ୍*
〰️〰️〰️
ଭଜେ ସମୀରନନ୍ଦନଂ ସୁଭକ୍ତଚିତ୍ତରଞ୍ଜନଂ
ଦିନେଶରୂପଭକ୍ଷକଂ ସମସ୍ତଭକ୍ତରକ୍ଷକମ୍ ।
ସୁକଣ୍ଠକାର୍ଯ୍ୟସାଧକଂ ବିପକ୍ଷପକ୍ଷବାଧକଂ,
ସମୁଦ୍ରପାରଗାମିନଂ ନମାମି ସିଦ୍ଧକାମିନମ୍ ॥s୦୧॥

ସୁଶଙ୍କିତଂ ସୁକଣ୍ଠଭୁକ୍ତବାନ୍ ହି ଯୋ ହିତଂ ବଚ-
ସ୍ତ୍ୱମାଶୁ ଧୈର୍ଯ୍ୟମାଶ୍ରୟାତ୍ର ବୋ ଭୟଂ କଦାପି ନ ।
ଇତି ପ୍ଲବଙ୍ଗନାଥଭାଷିତଂ ନିଶମ୍ୟ ବାନରା-
ଽଧିନାଥ ଆପ ଶଂ ତଦା, ସ ରାମଦୂତ ଆଶ୍ରୟଃ ॥u୦୨॥

ସୁଦୀର୍ଘବାହୁଲୋଚନେନ ପୁଚ୍ଛଗୁଚ୍ଛଶୋଭିନା
ଭୁଜଦ୍ୱୟେନ ସୋଦରୀଂ ନିଜାଂସଯୁଗ୍ମମାସ୍ଥିତୌ ।
କୃତୌ ହି କୋସଳାଧିପୌ କପୀଶରାଜସନ୍ନିଧୌ, ବିଦହଜେଶଲକ୍ଷ୍ମଣୌ ସ ମେ ଶିବଂ କରୋତ୍ୱରମ୍ ॥m୦୩॥

ସୁଶବ୍ଦଶାସ୍ତ୍ରପାରଗଂ ବିଲୋକ୍ୟ ରାମଚନ୍ଦ୍ରମାଃ,
କପୀଶ ନାଥସେବକଂ ସମସ୍ତନୀତିମାର୍ଗଗମ୍ ।
ପ୍ରଶସ୍ୟ ଲକ୍ଷ୍ମଣଂ ପ୍ରତି ପ୍ରଳମ୍ବବାହୁଭୂଷିତଃ କପୀନ୍ଦ୍ରସଖ୍ୟମାକରୋତ୍ ସ୍ୱକାର୍ଯ୍ୟସାଧକଃ ପ୍ରଭୁଃ ॥a୦୪॥

ପ୍ରଚଣ୍ଡବେଗଧାରିଣଂ ନଗେନ୍ଦ୍ରଗର୍ବହାରିଣଂ ଫଣୀଶମାତୃଗର୍ବହୃଦ୍ଦୃଶାସ୍ୟବାସନାଶକୃତ୍ ।
ବିଭୀଷଣେନ ସଖ୍ୟକୃଦ୍ୱିଦେହ ଜାତିତାପହୃତ୍ ସୁକଣ୍ଠକାର୍ଯ୍ୟସାଧକଂ ନମାମି ଯାତୁଧତକମ୍ ॥n୦୫॥

ନମାମି ପୁଷ୍ପମୌଳିନଂ ସୁବର୍ଣ୍ଣବର୍ଣ୍ଣଧାରିଣଂ
ଗଦାୟୁଧେନ ଭୂଷିତଂ କିରୀଟକୁଣ୍ଡଳାନ୍ୱିତମ୍ ।
ସୁପୁଚ୍ଛଗୁଚ୍ଛତୁଚ୍ଛଲଙ୍କଦାହକଂ ସୁନାୟକଂ ବିପକ୍ଷପକ୍ଷରାକ୍ଷସେନ୍ଦ୍ର-ସର୍ବବଂଶନାଶକମ୍ ॥t୦୬॥

ରଘୂତ୍ତମସ୍ୟ ସେବକଂ ନମାମି ଲକ୍ଷ୍ମଣପ୍ରିୟଂ ଦିନେଶବଂଶଭୂଷଣସ୍ୟ ମୁଦ୍ରିକାପ୍ରଦର୍ଶକମ୍ ।
ବିଦେହଜାତିଶୋକତାପହାରିଣମ୍ ପ୍ରହାରିଣମ୍ ସୁସୂକ୍ଷ୍ମରୂପଧାରିଣଂ ନମାମି ଦୀର୍ଘରୂପିଣମ୍ ॥r୦୭॥

ନଭସ୍ୱଦାତ୍ମଜେନ ଭାସ୍ୱତା ତ୍ୱୟା କୃତା ମହା-
ସହା ଯତା ଯୟା ଦ୍ୱୟୋର୍ହିତଂ ହ୍ୟଭୂତ୍ସ୍ୱକୃତ୍ୟତଃ ।
ସୁକଣ୍ଠ ଆପ ତାରକାଂ ରଘୂତ୍ତମୋ ବିଦେହଜାଂ
ନିପାତ୍ୟ ବାଳିନଂ ପ୍ରଭୁସ୍ତତୋ ଦଶାନନଂ ଖଳମ୍ ॥a୦୮॥

ଇମଂ ସ୍ତବଂ କୁଜେଽହ୍ନି ଯଃ ପଠେତ୍ସୁଚେତସା ନରଃ
କପୀଶନାଥସେବକୋ ଭୁନକ୍ତିସର୍ବସମ୍ପଦଃ ।
ପ୍ଲବଙ୍ଗରାଜସତ୍କୃପାକତାକ୍ଷଭାଜନସ୍ପଦା
ନ ଶତ୍ରୁତୋ ଭୟଂ ଭବେତ୍କଦାପି ତସ୍ୟ ନୁସ୍ତ୍ୱିହ ॥s୦୯॥

ନେତ୍ରାଙ୍ଗନନ୍ଦଧରଣୀବତ୍ସରେଽନଙ୍ଗବାସରେ ।
ସୁମନ୍ତ୍ରଃସଂସ୍ମରେତ୍ ନିତ୍ୟଂ ହନୁମତ୍ତାଣ୍ଡବଂ ଧୃବମ୍ ॥s୧୦॥

  ॥ ଇତି ଶ୍ରୀ ହନୁମତ୍ତାଣ୍ଡବ ସ୍ତୋତ୍ରମ୍ ॥

                

ଅଧିକ ଜାଣିବା ପାଇଁ click କରନ୍ତୁ 




bhaje samira nandanam subhakta chitta ranjanam, dinesh rupa bhakshyakam samasta bhakta rakshyakam | sukantha karya sadhakam bipakhya pakshya badhakam, samudra para gaminam namami sidhha kaminam |

एक टिप्पणी भेजें

0 टिप्पणियाँ

एक टिप्पणी भेजें (0)
6/related/default