Mahalaksminkara Samasta Puja Patha Ebam Mantra
ମହାଲକ୍ଷ୍ମୀଙ୍କୁ ପ୍ରଣାମ
ଧନାଦେୟୈ ନମସ୍ତୁଭ୍ୟଂ ନିଧି ପଦ୍ମା ହୁତାୟତ | ଭବତୁତତ୍ ପ୍ରସାଦାନ୍ନେ ଧାନ ଧନ୍ୟାଦି ସମ୍ପଦ II
ନମସ୍ତୁଽତେ ମହାମାୟେ ଶ୍ରୀ ପୀଠେ ସୁର ପୂଜିତେ । ଶଙ୍ଖ ଚକ୍ର ଗଦା ହସ୍ତେ ମହାଲକ୍ଷ୍ମୀ ନମୋଽସ୍ତୁତେ । ୧ ।
ନମସ୍ତେ ଗରୁଡା ରୁଢ଼େ କୋଳାଶୂର ଭୟଙ୍କରୀ | ସର୍ବ ପାପ ହରେ ଦେବୀ ମହାଲକ୍ଷ୍ମୀ ନମୋଽସ୍ତୁତେ । ୨ ।
ସର୍ବଜ୍ଞେ ସର୍ବବରଦେ ସର୍ବଦୁଷ୍ଟ ଭୟଙ୍କରୀ । ସର୍ବ ଦୁଃଖ ହରେ ଦେବୀ ମହାଲକ୍ଷ୍ମୀ ନମୋଽସ୍ତୁତେ । ୩ ।
ସିଦ୍ଧି ବୃଦ୍ଧି ପ୍ରଦେ ଦେବୀ ଭକ୍ତି ମୁକ୍ତି ପ୍ରଦାୟିନୀ । ମନ୍ତ୍ରମୂର୍ତ୍ତେ ସଦା ଦେବୀ ମହାଲକ୍ଷ୍ମୀ ନମୋଽସ୍ତୁତେ । ୪ ।
ଆଦ୍ୟାନ୍ତେ ରହିତେ ଦେବୀ ଆଦ୍ୟାଶକ୍ତି ମାହେଶ୍ୱରୀ । ଯୋଗେନ ଯୋଗସମ୍ଭୂତେ ମହାଲକ୍ଷ୍ମୀ ନମୋଽସ୍ତୁତେ । ୫
ସ୍ଥୁଳ ସୁକ୍ଷ୍ମ ମହାରୌଦ୍ରେ ମହାଶକ୍ତି ମହୋଦରେ | ମହାପାପ ହରେ ଦେବୀ ମହାଲକ୍ଷ୍ମୀ ନମୋଽସ୍ତୁତେ । ୬ ।
ପଦ୍ମାସନ ସ୍ଥିତେ ଦେବୀ ପରଂବ୍ରହ୍ମ ସ୍ଵରୂପିଣୀ । ପରମେଷ୍ଠି ଜଗତମାତ ମହାଲକ୍ଷ୍ମୀ ନମସ୍ତୁତେ |୭
ଶ୍ଵେତାମ୍ବର ଧରେ ଦେବୀ ନାନାଳଙ୍କାର ଭୂଷିତେ । ଜଗତ୍ସ୍ଥିତେ ମହାମାୟୀ ମହାଲକ୍ଷ୍ମୀ ନମୋଽସ୍ତୁତେ । ୮ ।
ମହାଲକ୍ଷ୍ମୀଷ୍ଟକଂ ସ୍ତୋତ୍ର ଯଃ ପଠେତ୍ ଭକ୍ତି ମାନ୍ନର । ସର୍ବସିଦ୍ଧି ମବାପ୍ନୋତି ରାଜ୍ୟଂ ପ୍ରାପ୍ନୋତି ସର୍ବଦା ।
ଏକ କାଳ ପଠେନ୍ନିତ୍ୟଂ ମହାପାପ ବିନାଶନମ୍ ।ଦ୍ଵିକାଲଂ ଯଃ ପଠେନ୍ନିତ୍ୟଂ ଧନଧାନ୍ୟ ସମନ୍ଵିତମ୍ । ୧୦ ।
ତ୍ରିକାଲଂ ଯଃ ପଠେନ୍ନିତ୍ୟ ମହାଶତ୍ରୁ ବିନାଶନମ୍ ।ମହାଲକ୍ଷ୍ମୀ ଭବେନ୍ନିତ୍ୟ ପ୍ରସନ୍ନ ବରଦା ଶୁଭା । ୧୧ ।
ଇତି ଇନ୍ଦ୍ର କୃତଂ ଶ୍ରୀ ମହାଲକ୍ଷ୍ମୀଷ୍ଟକ ସ୍ତୋତ୍ରଂ ସମ୍ପୂର୍ଣ୍ଣଂ ।
ଶ୍ରୀ ଶ୍ରୀ ଲକ୍ଷ୍ମୀଙ୍କର ସ୍ତବ Sri Sri Laksmi nkara Staba
ତ୍ରୈଲୋକ୍ୟ ପୂଜିତେ ଦେବୀ କମଳେ ବିଷ୍ଣୁ ବଲ୍ଲଭେ,
ଯଥା ତ୍ଵଂ ସୁସ୍ଥିରା କୃଷ୍ଣେ ଯଥା ଭବ ମହୀସ୍ଥିରା ।
ଈଶ୍ବରୀ କମଳା ଲକ୍ଷ୍ମୀ ଚଞ୍ଚଳା ଶ୍ରୀ ହରିପ୍ରିୟା,
ଦ୍ୱାଦଶୈତାନି ନାମାନି ଲକ୍ଷ୍ମୀ ସମ୍ପୂଜ୍ୟ ଯଃ ପଠେତ୍,
ସ୍ଥିର ଲକ୍ଷ୍ମୀ ଭବେତ୍ତସ୍ୟ ପୁତ୍ର ଦାରାଦିଭିଃ ସହ ॥
ପୁଷ୍ପାଞ୍ଜଳି : - Sri Sri Laksmi nkara Puspajali
ନମସ୍ତେ ସର୍ବ ଦେଵାନାଂ ବରଦାସୀ ହରପ୍ରିୟେ
ଯା ଗତି ସ୍ତ୍ଵଂ ପ୍ରସନ୍ନାନାଂ ସାମେ ଭୂୟାତ୍ଵଦର୍ଚ୍ଚନାତ୍ ।
ଶ୍ରୀ ମହାଲକ୍ଷ୍ମୀ ଙ୍କର ସଂକ୍ଷିପ୍ତ ପୂଜା
ଧ୍ୟାନ ମନ୍ତ୍ର - Sri Sri Laksmi nkara Dhyan Mantra
ଓଁ ବିଷ୍ଣୁ ଶକ୍ତି ଚତୁର୍ଭୁଜା ବୈକୁଣ୍ଠ ବାସିନୈ
ଶ୍ରୀ ହ୍ଳୀଂ ମହାଲକ୍ଷ୍ମୀ ନାରାୟଣୀ ଦେବ୍ୟୈ ନମଃ ।
ବୈଦିକ ମନ୍ତ୍ର – Sri Sri Laksmi nkara Baidika Mantra
ଓଁ ଲକ୍ଷ୍ମୀଦେବ୍ୟୈ ନମଃ
ଗାୟତ୍ରୀ - Sri Sri Laksmi nkara Gayatri Mantra
ଓଁ ମହାଲକ୍ଷ୍ମୀ ବିଦ୍ମହେ ବୈକୁଣ୍ଠ ବାସିନ୍ୟୈ ଧୀମହୀ ତନ୍ତ୍ରୋ ଲକ୍ଷ୍ମୀ ପ୍ରଚୋଦାୟାତ
ଧ୍ୟାନ - ଓଁ କାନ୍ତ୍ୟା କାଞ୍ଚନସନ୍ନିଭଂ ହିମଗିରି ପ୍ରକ୍ଷ୍ୟୈଶ୍ଚ ଦୁର୍ଭିର୍ଗଜେଃ ।
ହସ୍ତୋତ୍କ୍ଷିପ୍ତ ହିରଣ୍ମୟୀ ମୃତଘଟୈ ରାଶିଚ୍ୟମାନା ପ୍ରୀୟାମ୍,
ବିଭ୍ରାଣଂ ବରମବଜଂ ଯୁଗ୍ମମଭୟଂ ହସ୍ତେ କରୀଟୋଜ୍ଵଳା କ୍ଷୌମାବଦ୍ଧ ନିତମ୍ବ ବିମ୍ବଲଳିତଂ ବନ୍ଦେଽରବିନ୍ଦ ସ୍ଥିତଂ ।
ଆବାହନ ମନ୍ତ୍ର- Sri Sri Laksmi nkara Aabahan Mantra
ଆଗଚ୍ଛ ଦେବ ଦେବେଣି । ଦାରିଦ୍ର୍ୟ ଦୁଃଖ ନାଶିନୀ କୃପୟା ଗୃହାଣ ପୂଜାଂ ମପ୍ରୋତି ପ୍ରସନ୍ନାଭବ ।
ଆସନ ମନ୍ତ୍ର - Sri Sri Laksmi nkara Aasan Mantra
ନାନାରତ୍ନ ସମାଯୁକ୍ତଂ କାର୍ତ୍ତିସ୍ଵର ବିଭୂଷିତଂ,
ଆସନଂ ବହୁ ମୂଲ୍ୟଂ ଚ ଗୃହିଣ ଜଗଦ୍ଦୀଶ୍ଵରୀ ।
ଇଦଂ ମାନସଂ ଓଁ ମହାଲକ୍ଷ୍ମ୍ୟୈ ନମଃ ।
ସ୍ଵାଗତ ମନ୍ତ୍ର- Sri Sri Laksmi nkara Swagat Mantra
ସ୍ୱଗତାର୍ଥଂ ପୁଷ୍ପିପାଟକଂ ଗୃହାଣ ବୈକୁଣ୍ଠେଶ୍ୱରୀ ମୟା ନିବେଦିତ ଭକ୍ତ୍ୟା ପ୍ରସନ୍ନାଭବ ସର୍ବଦା ।
ଭୋ ମାତଃ କମଳା ! ସ୍ଵାଗତଂ ସୁ ସ୍ଵାଗତଂ ।
ପାଦ୍ୟ ମନ୍ତ୍ର - Sri Sri Laksmi nkara Padya Mantra
ପାଦ୍ୟ ଗୃହାଣ ଦେବେଶି ଶୀତଳଂ ସୁମନୋହରଂ, ଅର୍ପିତ ପରାୟାଭକ୍ତ ଭୁବନାନନ୍ଦ କାରିଣୀ ।
ଏତତ୍ ପାଦ୍ୟଂ ଓଁ ଶ୍ରୀ ମହାଲକ୍ଷ୍ମ୍ୟୈ ନମଃ ॥
ଅର୍ଘ୍ୟ ମନ୍ତ୍ର- Sri Sri Laksmi nkara Arghya Mantra
ଅର୍ଘ୍ୟଂ ଗୃହାଣ ଦେବେଶି ଗନ୍ଧ ପୁଷ୍ପକ୍ଷତୈର୍ଯୁତଂ, ଅର୍ଷତଂ ତବ ପ୍ରୀତ୍ୟାର୍ଥଂ ପ୍ରସୀଦ ଜଗଦୀଶ୍ଵରୀ ।
ଇଦମର୍ଘ୍ୟ ଓଁ ଶ୍ରୀ ମହାଲକ୍ଷ୍ମ୍ୟୈ ସ୍ୱାହାଃ
ଆଚମନୀୟ ମନ୍ତ୍ର - Sri Sri Laksmi nkara Aachamaniya Mantra
ନାନା ତୀର୍ଥୋଭଵଂ ବାରି କର୍ପୂରାଦୌଃ ସୁବାସିତଂ ।
ଗୃହାଣାଚମନୀୟଂ ପ୍ରସନ୍ନାଭବ ଜନନୀ ।
ଇଦଂ ଆଚମନୀୟ ଓଁ ଶ୍ରୀ ମହାଲକ୍ଷ୍ମ୍ୟୈ ସ୍ୱାହାଃ ॥
ସ୍ନାନୀୟ ମନ୍ତ୍ର - Sri Sri Laksmi nkara Snaniya Mantra
ନାନା ତୀର୍ଥୋଭ ବଂବାରୀ କୁଙ୍କୁମାଦୌ ସୁଶୀତଳଂ ମୟା ସମର୍ପିତଂ ଭକ୍ତ୍ୟା ସ୍ନାନାର୍ଥଂ ଲୋକ ଜନନୀ ।
ଇଦଂ ସ୍ନାନୀୟ ଜଳଂ ଓଁ ଶ୍ରୀ ମହାଲକ୍ଷ୍ମ୍ୟୈ – ବଷଟ୍ ॥
ବସନ ମନ୍ତ୍ର- Sri Sri Laksmi nkara Basan Mantra
ବିଶୁଦ୍ଧେ ସୌନ୍ଦର୍ଯ୍ୟ କ୍ଷୌମେ ନୂତନ ସୁଶାଟିକେ, ମୟା ନିବେଦିତଂ ଭକ୍ତ୍ୟା
ଗୃହାଣ ବୈକୁଣ୍ଠେଶ୍ଵରୀ । ଇଦଂ ସୋତ୍ତରୀୟ ଶାଟିକା ବସ୍ତ୍ରୀ ଓଁ ଶ୍ରୀ ମହାଲକ୍ଷ୍ମ୍ୟୈ ସମର୍ପୟାମୀ ନମଃ |
ଆଭରଣ ମନ୍ତ୍ର - Sri Sri Laksmi nkara Aabharan Mantra
ନାନା ରତ୍ନ ସମାକୀର୍ଣ୍ଣଂ ମାଳାଂ ସ୍ଵର୍ଣ୍ଣମୟୀ ତଥା,
ମୁଦ୍ରିକାଂ ହସ୍ତ ପାଦଞ୍ଚ ଗୃହାଣ ଜଗଦୀଶ୍ଵରୀ,
ଇଦଂ ସ୍ଵର୍ଣ୍ଣମାଳଂ ମୁଦ୍ରିକାଂ ଆଭରଣଂ ଶ୍ରୀ ମହାଲକ୍ଷ୍ମ୍ୟୈ ନମଃ
ସୁଗନ୍ଧ ଦ୍ରବ୍ୟ ମନ୍ତ୍ର- Sri Sri Laksmi nkara Sugandha Drabya Mantra
ଶରୀରନ୍ତେ ନ ଜାନାମି ଚେଷ୍ଟା ଚୈବଚା ଦେବୟୋ ।
ମୟା ନିବେଦିତାନ୍ ଗନ୍ଧାନ୍ ପ୍ରାଗୃହାଣ ବିଲେପନଃ ।
କଜ୍ଜଳ ମନ୍ତ୍ର- Sri Sri Laksmi nkara Kajwala Mantra
କଜ୍ଜଳଂ କାମିକଂ ରମ୍ୟ କାମିନୀ କାମ ସମ୍ଭବଂ ।
ନେତ୍ରୟୋ ରଞ୍ଜନାର୍ଥାୟ କଜ୍ଜଳଂ ପ୍ରତି ଗୃହ୍ୟତାଂ ॥
ସିନ୍ଦୂର ମନ୍ତ୍ର- Sri Sri Laksmi nkara Sindura Mantra
ଉଦିତାରୁଣ ସଂକାଶଂ ଜବା କୁସୁମ ସନ୍ନାଭଂ ।
ସୀମନ୍ତ ଭୂଷଣାର୍ଥାୟ ସିନ୍ଦୁରଂ ପ୍ରତି ଗୃହ୍ୟତାଂ
ଅଳତା ମନ୍ତ୍ର - ବନ୍ଧୁକ କୁସୁମଭାଷା ବାଳାର୍କଦ୍ୟୁତି ଗଞ୍ଜନଂ,
ପାଦ ଶୋଭା ମ୍ୟହଂ ଦେବୀ ! ଗୃହୀତାଂ ଜଗଦ୍ଦୀଶ୍ୱରୀ ॥
ପାଦୁକା ମନ୍ତ୍ର- Sri Sri Laksmi nkara Paduka Mantra
ପାପମଗୟନ୍ତ ଗ୍ରୀଷ୍ମ ବର୍ଷା ନିବାରଣାର୍ଥକଂ,
ନିବେଦିତଂ ମୟାଦେବୀ ! ପାଦୁକାଂ ପ୍ରତି ଗୃହ୍ୟତାଂ ।
ଚନ୍ଦନ ମନ୍ତ୍ର – Sri Sri Laksmi nkara Chandan Mantra
ଚନ୍ଦନଂ ଶୀତଳ ରମ୍ୟ ସୌରଭାଂ ଦେବତା ପ୍ରିୟଂ,
ଶ୍ରଦ୍ଧୟା ଚାର୍ପିତଂ ଦେବୀଂ ! ଗୃହ୍ୟତାଂ ଧନଦେ ଶୁଭେ ।
ଏଷଃ ଗନ୍ଧ ଓଁ ମହାଲକ୍ଷ୍ମ୍ୟୈ ନମଃ ।
ପୁଷ୍ପଦାନ ମନ୍ତ୍ର- Sri Sri Laksmi nkara Puspadan Mantra
ନାନା ବିଧାନ ପୁଷ୍ପାଣି ନାନାଗନ୍ଧ ଯୁତାନ ଚ,
ନାନା ବର୍ଣ୍ଣାନ୍ୟା ହୃତାନିଶୋଭାର୍ଥଂ ପ୍ରତି ଗୃହ୍ୟତାଂ, ଇଦଂ ପୁଷ୍ପ ଓଁ ଶ୍ରୀ ମହାଲକ୍ଷ୍ମ୍ୟୈ ବଷଟ୍ ।
ଧୂପ ନିବେଦନ ମନ୍ତ୍ର – Sri Sri Laksmi nkara Dhupa Nibedan Mantra
ବନସ୍ପତି ରସୋଭୂତୋ ଗନ୍ଧାଢ଼୍ୟୋ ସୁମନୋହରଃ ।
ଆଘ୍ରେୟ ସର୍ବ ଦେବାନାଂ ଧୂପୋୟଂ ପ୍ରତି ଗୃହ୍ୟଣଂ ଏଷଃ ଧୂପଃ ଓଁ ଶ୍ରୀ ମହାଲକ୍ଷ୍ମ୍ୟୈ ସ୍ୱାହା ।
ଦୀପଦାନ ମନ୍ତ୍ର- Sri Sri Laksmi nkara Dipadan Mantra
ସ୍ୱପ୍ରକାଶ୍ୟ ମହାଜ୍ୟୋତି ସ୍ତମିରା ପତ୍ନଃ ସଦାହ୍ୟଭ୍ୟନ୍ତର ଜ୍ୟୋତିର୍ଦୀପେୟଂ ପ୍ରତି ଗୃହ୍ୟତାଂ
ନୈବେଦ୍ୟ ନିବେଦନ ମନ୍ତ୍ର- ଶର୍କରା ଖଣ୍ଡ ସଂଯୁକ୍ତଂ ଦଧି ଦୁଗ୍ଧ ଘୃତାନ୍ଵିତଂ ।
ଲେହ୍ୟପେୟଂ ଭକ୍ଷଭେଜିଂ ନୈବେଦ୍ୟ ପ୍ରତି ଗୃହ୍ୟତାଂ ।
ଏଷନୈବେଦ୍ୟଂ ଓଁ ଶ୍ରୀ ମହାଲକ୍ଷ୍ମ୍ୟୈ ସ୍ୱାହା ।
ତାମ୍ବଳ ମନ୍ତ୍ର- Sri Sri Laksmi nkara Tambal Mantra
ପୁଗିଫଳା ଲବଙ୍ଗଞ୍ଚ ପକ୍ଵ ପର୍ଣ୍ଣ ଦଳୈର୍ଯୁତଂ କର୍ପୁରୈକୀ ସମାଯୁତଂ ତାମ୍ବୁଳ ପ୍ରତି ଗୃହ୍ୟତାଂ ।
ଏସ ତାମୂଳଂ ଓଁ ଶ୍ରୀ ମହାଲକ୍ଷ୍ମ୍ୟୈ ସ୍ୱାହା ।
ପୁଷ୍ପାଞ୍ଜଳି ମନ୍ତ୍ର- Sri Sri Laksmi nkara Puspanjali Mantra
ନମଃ ଦେବୀ ମହାଲକ୍ଷ୍ମୀ ସର୍ବ ସମ୍ପଦ ଦାୟିନୀ,
ସର୍ବ ଦୁଃଖ ହାରିଃ ଦେବୀ ଗୃହାଣ କୁସୁମାଞ୍ଜଳିଂ ।
ସ୍ତୁତିପାଠ ମନ୍ତ୍ର - Sri Sri Laksmi nkara Stutipath Mantra
ନମସ୍ତେଷୁ ମହାମାୟେ ଶ୍ରୀପୀଠେ ସୁରପଜିତେ ।
ଶଙ୍ଖଚକ୍ର ଗଦା ହସ୍ତେ ମହାଲକ୍ଷ୍ମୀ ନମସ୍ତୁତେ |
କ୍ଷମା ପ୍ରାର୍ଥନା ମନ୍ତ୍ର - Sri Sri Laksmi nkara Kshyama Prarthana Mantra
ମନ୍ତ୍ର ତନ୍ତ୍ର କ୍ରିୟାଚାର ଭାବ ଭକ୍ତ୍ୟା ନ୍ୟଥାକୃତମ |
ଯଦର୍ଚିତ ମୟାଦେବୀ ପରିପୂର୍ଣ୍ଣ ତଦସ୍ତୁମେ ॥
ପ୍ରଣାମ ମନ୍ତ୍ର- Sri Sri Laksmi nkara Pranam Mantra
ବିଶ୍ଵ ରୂପସ୍ୟ ଭାର୍ଯ୍ୟାସି ପଦ୍ମେ ପଦ୍ମଳୟେ ଶୁଭେ ସର୍ବତଃ ତ୍ରାହିମାଂ ଦେବୀ ମହାଲକ୍ଷ୍ମୀ ନମୋଽସ୍ତୁତେ ।
ବନ୍ଦେହଂ ଧନଦାତ୍ରୀ ମହାଲକ୍ଷ୍ମୀଂ ଦେବୀ ନମୋନମାନୀ |
ମାତା ଲକ୍ଷ୍ମୀଙ୍କୁ ପଦ୍ମପୁଲ ଦେଇ ପୂଜା କଲେ ପୂଜାର ସୁଫଳ ମିଳେ ଓ ମହାଲକ୍ଷ୍ମୀ ସନ୍ତୁଷ୍ଟ ହୋଇ ଥାଆନ୍ତି |
ହେ ମା ’ ! ତୁମ୍ଭେ ସର୍ବଦା ମୋର ହୃଦୟରେ ବାସକର ।
ତୁମରି ଚରଣ ରେଣୁର ସ୍ପର୍ଶରେ ମୋର ଗୃହ ଧାନ ଧାନ୍ୟରେ ପରିପୂର୍ଣ ହୋଇଉଠୁ
ଆଜି ମୋର ଏତିକି ପ୍ରାର୍ଥନା ଜୟ ମହାଲକ୍ଷ୍ମୀ ଦେବୀଙ୍କର ଜୟ ।
(ପ୍ରଣାମ)
