ଅନାଦି ଜେହୁଁ ଆଦି ସିଏ । ଚିଂତିଲେ ଭିର୍ଣ୍ଣ ଭିର୍ଣ୍ଣ ନୁହେଁ ॥
ଅନାଦି ତହୁଁ ଆଦି ଜାତ । ତା ତହୁଁ ସକଳ ସମ୍ଭୁତ ॥
ଅନାଦି ବ୍ରହ୍ମ ଆଦି ଖଣ୍ଡ । ମିଳନ୍ତେ ହୋଇଲା ବ୍ରହ୍ମାଣ୍ଡ ॥
ମାତା ଟି ଯେଣୁ ହେଲେ ଆଦି । ପିତା ଯେ ହୋଇଲେ ଅନାଦି ॥
ଏ ସର୍ବ ମାତା ପିତା ଖେଳା । ଅଟଇ ସଂସାର ର ଲୀଳା ॥
ମାତା ପିତାଙ୍କ ଶ୍ରୀ ଚରଣେ । ଶରଣ ମାଗେ ଅନୁକ୍ଷଣେ ॥
ସେ ମାତା ପିତା ପାଦ ତଳେ । ପ୍ରଣତି ପ୍ରତି ନୀତି ଢାଳେ ॥
