ଆଦ୍ୟାଶକ୍ତିଙ୍କ ସ୍ତବ AadyaSakti nka Staba

ABOUT INTEX
0

ନମସ୍ତେ ଆଦି ଅପର୍ଣ୍ଣା ଅନନ୍ତ ରୂପିଣୀ 

ନମୋ ଅ କାର ରୂପିଣୀ ଜଗତ ଜନନୀ 

ନମୋ ବିଶ୍ଵଧାରୀ  

ନାମ ନାରାୟଣୀ ସାକମ୍ବରୀ 

ନାମୋ ମାତା ସ୍ୱରୂପ ରେ ଅକ୍ଷର ରେ ସ୍ଥିତି 

ନମୋ ଅଣାକ୍ଷର ରୁପା ନମୋ ଆଦ୍ୟାଶକ୍ତି 


ନମୋ ଠୁଳ ରୁପି 

ନମସ୍ତେ ପ୍ରକୃତି ରୂପେ ବ୍ୟପି 

ନମୋ ଦେବୀ ରୁପାଲୋ ଜଗତେ ବୋଲାଉ 

ମାତ ବେଦ ଗର୍ଭା ବୋଲି ନାମ ଗୋଟି ବହୁ 

ନମୋ ଅର୍ଧ ମାତା ନମୋ ମା ଓଁ କାର ଗର୍ଭେ ସ୍ଥିତା 

ନମୋ ଜଗଜନନୀ ମାତା ରୂପେ ଥାଉ 

ନମୋ ଜଗତରେ ପ୍ରେମ ରୁପା ନାମ ବହୁ 

ନମୋ କାଳ ରୁପା 

ନମୋ ଯୋଗମାୟା ଯୋଗରୂପା 

ନମୋ ଗୁରୁ ରୁପା ମାଲୋ ନମୋ ମନ୍ତ୍ର ରୁପି 

ନମୋ ଜଳ ସ୍ଥଳ ଶୂନ୍ୟ ସର୍ବ ଠାରେ ବ୍ୟାପି 

ନମୋ ବିଶ୍ୱ ମାତା 

ନମୋ ଉତ୍ପତି ସ୍ଥିତୀ ପ୍ରଳୟ କର୍ତା 

ନମସ୍ତେ ଅନାଦି ଅଙ୍ଗୁ ଜନମ ହୋଇଲ 

ନମୋ ପଦ୍ମ ନାଭେ  ନେତ୍ରେ ରୂପ ଦେଖାଇଲ 

ନମସ୍ତେ ଅନନ୍ତ ରୂପେ ବ୍ରହ୍ମାଣ୍ଡ ଧଇଲ

ନମୋ ଜଳ ରୁପା ହୋଇ ଜଗତେ କ୍ଷରିଲ 

ନମୋ ଅଦ୍ୟମାତ

ନମୋ ଶ୍ରୀ କ୍ଷେତ୍ରରେ ସଦା ରହୁ ଥିବ ଚିତ

ଇତି ସମ୍ପୂର୍ଣ ନମଃ ଇତି ....


 

 

ଓଁ ଶରଣା ଗତ ଦିନାର୍ତ ପରିତ୍ରାଣ ପରାୟଣେ

ସର୍ବ ସତ୍ୟ  ହରେ ଦେବୀ ନାରାୟଣୀ ନମସ୍ତୁତେ 

ସର୍ବ ମଙ୍ଗଲ ମାଂଗଳୟେ ସିବେ ସର୍ବାର୍ଥ ସାଧିକେ 

ଶରନ୍ୟେ ତ୍ରୟମ୍ଵିକେ ଗୌରୀ ଆଦ୍ୟାଶକ୍ତି ନମସ୍ତୁତେ 

ଶରଣ ଶରଣ ଶରଣ ଶାନ୍ତିଃ...............



एक टिप्पणी भेजें

0 टिप्पणियाँ

एक टिप्पणी भेजें (0)
6/related/default