ଦିବ୍ୟ କୁଣ୍ଡଳ ହାରମୁଜ୍ଜ୍ବଳ ମସ୍ତକୋଜ୍ଜ୍ବଳ ଲୋଳିତଂ
ଗାଢ କୁଣ୍ଡଳ ନେତ୍ର ମୁଜ୍ଜ୍ବଳ ଚନ୍ଦ୍ରଶୀତଳ ଭାଷିତଂ,
ହସ୍ତ ନିର୍ମଳ ଦଣ୍ଡି ତ୍ରିଶୂଳ ଭାଳେ କମଳ ଧାରିତଂ
ହେ ଶିବାପତି ପାର୍ବତୀପତି ତ୍ରାହିମାଂ ଭବ ସାଗରଂ ।
ବ୍ରହ୍ମରୂପିଣୀ ବିଷ୍ଣୁମୋହନୀ ସର୍ବକ୍ଷେତ୍ରାଣୀ ଶୋଭିତଂ
ଦେହଧାରିଣୀ ବିଷ୍ଣୁବାସିନୀ ରୂପ କାମିନୀ ସୂଚିତଂ,
ଦେବକାମିନୀ ନାଗ ପଦ୍ମନୀ ସର୍ବ ସୁରମୁନି ସେବିତଂ
ହେ ଶିବାପତି ପାର୍ବତୀପତି ତ୍ରାହିମାଂ ଭବ ସାଗରଂ ।
ବହ୍ନି କର୍ପୂର ରୂପ ଭାସ୍କର ପାଦେ ନୂପୁର ଗର୍ଜିତଂ,
ଚନ୍ଦ୍ର ଭାସ୍କର କାନ୍ତି ପ୍ରଭାକର କର୍ମେକେଶ୍ଵର ସୂଚିତଂ,
ଭୁତ ଖେଚର ସିଏ ଶାର୍ଦ୍ଦୁଳ ପ୍ରେତ ଭୂଷଣ ଭୂଷିତଂ
ହେ ଶିବାପତି ପାର୍ବତୀପତି ତ୍ରାହିମାଂ ଭବ ସାଗରଂ ।
ପଦ୍ମଲୋଚନ ନନ୍ଦୀବାହାନ ଶେଷଭୂଷଣ ଭୂଷିତଂ
ଭସ୍ମ ଲେପନ ଚର୍ମଧାରଣ ସୃଷ୍ଟିଧାରଣ ପ୍ରାଚିତଂ
ପଞ୍ଚଆନନ କାମ ମର୍ଦ୍ଦନ ଯୋଗ ସାଧନ ସାଧୁତଂ
ହେ ଶିବାପତି ପାର୍ବତୀପତି ତ୍ରାହିମାଂ ଭବ ସାଗରଂ ।
ଦେବ କିନ୍ନର ଦେବ ଗୋଚର ଭୂଧରା ଧର ଭୂଷିତଂ
ଆଦିଗୋଚର ଜାହ୍ନବୀ ବର ମନ୍ତ୍ର ସାଧନେ ସାଧୁ, ତ୍ରାହିମାଂ
ଶିବ ତ୍ରାହିମାଂ ଶିବ ତ୍ରାହ୍ମମାଂ ହର ଭାଷିତଂ
ହେ ଶିବାପତି ପାର୍ବତୀପତି ତ୍ରାହିମାଂ ଭବ ସାଗରଂ ।