କି ସୁନ୍ଦର ଆହା କି ଆନନ୍ଦମୟ Ki Sundara Aaha Ki Aanandamaya

Sanaatan Gyaan
0

 ରଚନା - ଭକ୍ତ କବି ମଧୁସୂଦନ ରାଓ 

ଓଡ଼ିଆ ପ୍ରାର୍ଥନା  odia prarthana କି ସୁନ୍ଦର ଆହା କି ଆନନ୍ଦମୟ Ki Sundara Aaha Ki Aanandamaya ehi bishala sansara


 କି ସୁନ୍ଦର ଆହା କି ଆନନ୍ଦମୟ ଏହି ବିଶାଳ ସଂସାର, 

ଧନ୍ୟ ମହାପ୍ରଭୁ ମହିମା ତୁମ୍ଭର ଅଟେ ଅନନ୍ତ ଅପାର ॥ 

ସୂର୍ଯ୍ୟ, ଚନ୍ଦ୍ର, ତାରା ତୁମ୍ଭର ଆଜ୍ଞାରେ ବରଷନ୍ତି ଜ୍ୟୋତିରାଶି, 

ତୁମ୍ଭରି କୁସୁମ ପ୍ରତି ପ୍ରଭାତରେ ହସଇ ଆନନ୍ଦେ ଭାସି ॥ 

ପିତା ମାତା ବନ୍ଧୁ ଭାଇ ଭଗିନୀର ହୃଦୟେ ଦେଇଛ ପ୍ରୀତି, 

ତେଣୁ ମୁଁ ସଂସାରେ ରହିଛି ଆନନ୍ଦେ ସୁଖ ଭୁଞି ନିତି ନିତି ॥ 

ଦିଅ ଭକ୍ତି ପ୍ରଭୁ ହୃଦୟେ ମୋହର ବିରାଜ ନିତ୍ୟ ତହିଁରେ, 

ସତ୍ୟ ପଥେ ରହି ତୁମ୍ଭରି ଆଶ୍ରାରେ ଯାଉ ମୋ ଦିନ ମହୀରେ ||

ଓଡ଼ିଆ ପ୍ରାର୍ଥନା  odia prarthana 

କି ସୁନ୍ଦର ଆହା କି ଆନନ୍ଦମୟ Ki Sundara Aaha Ki Aanandamaya 

ସମସ୍ତ ଦେବାଦେବୀଙ୍କ ସ୍ତୁତି ଶ୍ଳୋକ ପ୍ରାର୍ଥନା ଅଷ୍ଟକ ଏବଂ ପୂଜା ବିଦ୍ଧି 

ki sundara aaha ki aanandamaya ehi bishala sansara,  |

dhanya mahaprabhu mahima tumbhara ate ananta apara  ||

surjya chandra tara tumbhara aangyan re barasanti jyoti rasi |

tumbhari kusuma prati prabhatare hasai aanande bhasi  ||

pita mata bandhu bhai bhaginira hrudaye deicha priti |

tenu mun sansare rahichhi aanande sukha bhunji niti niti ||

dia bhakti prabhu hrudaye mohara biraj nitya tahinre |

satya pathe rahi tumbhari aastrare jau mo dina mahire ||

ଓଡ଼ିଆ ପ୍ରାର୍ଥନା  odia prarthana 

କି ସୁନ୍ଦର ଆହା କି ଆନନ୍ଦମୟ Ki Sundara Aaha Ki Aanandamaya 

ସମସ୍ତ ଦେବାଦେବୀଙ୍କ ସ୍ତୁତି ଶ୍ଳୋକ ପ୍ରାର୍ଥନା ଅଷ୍ଟକ ଏବଂ ପୂଜା ବିଦ୍ଧି 

एक टिप्पणी भेजें

0 टिप्पणियाँ

एक टिप्पणी भेजें (0)
6/related/default